IBN ଓଡ଼ିଶା ବ୍ୟୁରୋ

ଧ୍ୟାନ ରଖନ୍ତୁ ! ଭୁଲରେ ବି ଏହିଦିନ ତୁଳସୀର ପତ୍ର ତୋଳିବା ଅନୁଚିତ, ଘରକୁ ମାଡିଆସେ ଦରିଦ୍ରତା

ଧାର୍ମିକ ଅନୁସାରେ ଅନେକ କାର୍ଯ୍ୟକୁ କରିବା ପାଇଁ ବାରଣ କରାଯାଇଥାଏ । ସେଥିଲାଗି କୌଣସି କାର୍ଯ୍ୟ ବା ଜିନିଷ କରିବା ପୂର୍ବରୁ ତାହା ବିଷୟରେ ଜାଣିକି କରିବା ଉଚିତ । ଏହା ଦ୍ଵାରା ବହୁତ ଭଲ ହୋଇଥାଏ । ଆଜି ଆସନ୍ତୁ ଜାଣିବା ତୁଲସୀ ପତ୍ର କେଉଁ ଦିନ ତୋଳିବା ଉଚିତ ନୁହେଁ । ତୁଲସୀ ଗଛକୁ ମଧ୍ୟ ବହୁତ ପବିତ୍ର ଓ ସାକାରାତ୍ମକ ମାନାଯାଇଥାଏ । ହିନ୍ଦୁ ଧର୍ମରେ ତୁଲସୀର ଗଛକୁ ବହୁତ ନିୟମର ସହିତ ପୂଜା କରିଥାନ୍ତି । ତୁଲସୀ ଗଛ ଘରେ ରହିବା ଅନିର୍ବାଜ୍ୟ ଅଟେ ।

କାରଣ ତୁଲସୀ ଗଛ ଘରେ ରହିବା ଦ୍ଵାରା ଘରେ କୌଣସି ବିପଦ ଓ ଘରେ ସୁଖ ଶାନ୍ତି ମଧ୍ୟ ହୋଇଥାଏ । ଘରର ମହିଳା ମାନେ ସକାଳୁ ତୁଲସୀ ଗଛକୁ ପୂଜା କରନ୍ତି । କିନ୍ତୁ ଏହି ପୂଜା ବହୁତ ନିଷ୍ଠାର ସହିତ କରିବା ଉଚିତ । ଠାକୁରଙ୍କୁ ପୂଜା କରିବା ପାଇଁ ତୁଲସୀ ପତ୍ର ନିହାତି ଆବଶ୍ୟକ ହୋଇଥାଏ । କିନ୍ତୁ କିଛି ଦିନ ରହିଛି ସେହି ଦିନରେ ତୁଲସୀ ପତ୍ର ତୋଳିବା ଉଚିତ ନୁହେଁ । ଅମାବାସ୍ୟା ,ରବିବାର , ସୂର୍ଯ୍ୟ ଗ୍ରହଣ ,ଚନ୍ଦ୍ର ଗ୍ରହଣ ସମୟରେ ତୁଲସୀ ପତ୍ର ତୋଳିବା ଉଚିତ ହୋଇନଥାଏ ।

ରାତିରେ ମଧ୍ୟ ତୁଲସୀ ଗଛକୁ ଛୁଇଁବା ଉଚିତ ନୁହେଁ । ଯଦି କୌଣସି କାର୍ଯ୍ୟ ପାଇଁ ବା ପୂଜା କରିବା ପାଇଁ ତୁଲସୀ ପତ୍ର ତୋଳୁଛନ୍ତି ତ ଏହା ବହୁତ ଭଲ ହୋଇଥାଏ । କିନ୍ତୁ ବୀନା କାରଣରେ ତୁଲସୀ ପତ୍ର ତୋଳିବା ବହୁତ ଖରାପ ହୋଇଥାଏ । ଏହା ବହୁତ ଅଶୁଭ ଓ ପାପ ମାନାଜାଇଥାଏ । ତୁଲସୀ ପତ୍ରରେ ବାହିତ ମାତ୍ରାରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଛୋଟ ଶିଶୁଙ୍କୁ ଥଣ୍ଡା ବା କାସ ହେଉଥିଲେ ,ତୁଲସୀ ପତ୍ରର ରସକୁ ମହୁ ସହିତ ମିଶାଇ ଦେବା ଦ୍ଵାରା ଥଣ୍ଡାରୁ ମୁକ୍ତି ମିଳିଥାଏ ।

ଯଦି କୌଣସି କାରଣ ପାଇଁ ତୁଲସୀ ପତ୍ର ଖାଉଛନ୍ତି ତ ଚୋବାଇ କରି ଖାଇବା ଅପେକ୍ଷା ତୁଲସୀ ପତ୍ରକୁ ଗିଳିଦେବା ବହୁତ ଭଲ ହୋଇଥାଏ । ତୁଲସୀ ପତ୍ରରେ ପାରା ଧାତୁ ରହିଥାଏ ଯାହା ଆପଣଙ୍କ ଦାନ୍ତକୁ କ୍ଷତି ପହଞ୍ଚାଇପାରେ । ତୁଲସୀ ଦ୍ଵାରା ବହୁତ ବସ୍ତୁ ଦୋସା ଦୂର ହୋଇଥାଏ । ଏହା ଦ୍ଵାରା ଘରର ଆର୍ଥିକ ପରିସ୍ଥିତିରେ ସୁଧାର ଆସିଥାଏ । ଯେଉଁ ଘରେ ତୁଲସୀ ଗଛ ଥାଏ ସେହି ଘରର ସମସ୍ତ ସଦସ୍ୟଙ୍କ କୌଣସି ଖରାପ ନଜର ଲାଗେ ନାହିଁ ।

ତୁଲସୀ ଗଛ ଯଦି ଘରେ ଥିବା ନକରାତ୍ମକ ଶକ୍ତିର ପ୍ରଭାବ ପଡିନଥାଏ । ସକାରାତ୍ମକ ଊର୍ଜାର ବାସ ହୋଇଥାଏ । କୁହଯାଏ ତୁଲସୀ ଦ୍ଵାରା  ଘରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାନ୍ତି । ଘର ପବିତ୍ର ହୋଇଯାଇଥାଏ । ପବିତ୍ର କାରଣରୁ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ସେଥିଲାଗି ତୁଲସୀ ପତ୍ର ତୋଳିବା ସମୟରେ ବା ପୂଜା କରିବା ସମୟରେ ଏହି ନିୟମକୁ ମଣିବା ଉଚିତ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button