IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ ଘରକୁ ପାରା ଆସିବା ଶୁଭ ନା ଅଶୁଭ ! ଘରେ ପାରାର ବସା ଥିଲେ କି ସଂକେତ ମିଳେ

ଜୀବନରେ ଅନେକ ପ୍ରକାର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସାମ୍ନା କରିବା ବହତ କଷ୍ଟ ହୋଇଥାଏ । ସମସ୍ତେ ଚାହିଁଥାନ୍ତି ସୁଖ ସମୃଦ୍ଧିର ଜୀବନ ବଞ୍ଚିବା ପାଇଁ । ସେଥିଲାଡ଼ି ଅନେକ ପ୍ରତିକାର ମଧ୍ୟ କରିଥାନ୍ତି । ଶସ୍ତ୍ର ଅନୁସାରେ ଅନେକ ଶୁଭ ଅଶୁଭ ରହିଛି । ଅନେକ ଲକ୍ଷଣ ମଧ୍ୟ ରହିଛି ଯାହା ଦ୍ଵାରା ସମସ୍ତେ ଆଗରୁ ସତର୍କ ହୋଇଥାନ୍ତି । ପୃଥିବୀରେ ଅନେକ ପକ୍ଷୀ ରହିଛନ୍ତି । ସମସ୍ତଙ୍କର କିଛି ନା କିଛି ନିଜସ୍ୱ ମଧ୍ୟ ରହିଥାଏ । କିଛି ଲୋକ ପକ୍ଷୀ ମାନଙ୍କୁ ବହୁତ ଭଲ ପାଇଥାନ୍ତି । ପକ୍ଷୀ ମାନଙ୍କର ବହୁତ ଯତ୍ନ ମଧ୍ୟ ନେଇଥାନ୍ତି ।

ଠିକ ସେହିପରି ଘରେ ପାରା ରହିବା ବା ଘରକୁ ପାରା ଆସିବା ଶୁଭ ନା ଅଶୁଭ ଆଜି ଆସନ୍ତୁ ଜାଣିବା । ପାରା ଏକ ଏପରି ପକ୍ଷୀ ଅଟେ ବୁଧଦେବଙ୍କର ଦୁଇଟି ଭଲ ଓ ଖରାପ ଅଭ୍ୟାସକୁ ନେଇ ରହିଥାନ୍ତି । ପାରା ବୃହସ୍ପତିଙ୍କର ଭଲ ଗୁଣ ନେଇ ରହିଥାଏ । ଏବଂ ରହୁଙ୍କର ଖରାପ ଗୁଣକୁ ନେଇ ରହିଥାଏ । କୁହାଯାଏ କି ପାରକୁ ଶାନ୍ତିର ପ୍ରତୀକ କୁହାଯାଏ । ପାରା ସମସ୍ତଙ୍କ ଘରେ ବାସ କରନ୍ତି , କିଛି ଲୋକ ପାରା ରହିବାକୁ ପସନ୍ଦ କରନ୍ତି ନାହିଁ ,ଆଉ କିଛି ଲୋକ ପାରା ରଖିବା ପାଇଁ ବହୁତ ପସନ୍ଦ କରନ୍ତି ।

ପାରା ମାନେ ଘରର ଭଲ କରିଥାନ୍ତି ଏହା ସହ ଘରର ଖରାପ କୁ ଦୂର କରିଥାନ୍ତି । ପାରକୁ ଖାଇବାକୁ ଦେବା ,ପାଣି ଦେବା ,ତାଙ୍କ ରହିବା ସ୍ଥାନ ସଫା ରାକିବ ଦ୍ଵାରା ରହୁ ଓ ବୃହସ୍ପତି ବହୁତ ଖୁସି ହୋଇଥାନ୍ତି । ପାରା ଘରକୁ ଆସନ୍ତି ରହିବା ପାଇଁ କିନ୍ତୁ ସେହିଠାରେ ମଳତ୍ଯାଗ କରିଦିଅନ୍ତି ଅପରିଷ୍କାର କରିଦିଅନ୍ତି ,କିନ୍ତୁ ସେହି ଜାଗାକୁ ସଫା ରଖିବା ଉଚିତ । ଏହା ନକରିବା ଦ୍ଵାରା ରାହୁଙ୍କ କ୍ରୋଧ ବଢିଯାଏ । ସେଥିଲାଗି ସର୍ବଦା ପାରା ରହୁଥିବା ଜାଗା ସଫା ରଖିବା ଉଚିତ । ଘରେ ମଳତ୍ଯାଗ କରିବା ବହୁତ ଖରାପ ହୋଇଥାଏ ।

ଏହା ଦ୍ଵାରା କିଛି ନା କିଛି ସମସ୍ଯା ଘର ଉପରେ ପଡିଥାଏ । ଯଦି ଆପଣ ପାରଙ୍କୁ ଗହମ ,ବୁଟ ,ଚଣା ,ଚାଉଳ ଏପରି ଛୋଟ ଛୋଟ ଜିନିଷ ଖାଇବାକୁ ଦେବେ ,ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ରହୁ ସନ୍ତୁଷ୍ଟ ହୋଇଥାନ୍ତି । କୌଣସିବି ସମସ୍ଯା ଆସିନଥାଏ । ଯଦି ଆପଣ ପାରକୁ ସୋରିଷ ଖାଇବାକୁ ଦେବେ ଏହା ଦ୍ଵାରା ଶୁକ୍ର ଓ ରାହୁ ବହୁତ ସନ୍ତୁଷ୍ଟ ହୋଇଥାନ୍ତି । ଏହା କରିବା ଦ୍ଵାରା ବୈବାହିକ ଜୀବନରେ କୌଣସି ସମସ୍ଯା ରହିନଥାଏ ।

ଯଦି ଆପଣ ପାରକୁ ଚଣା ଖାଇବାକୁ ଦିଅନ୍ତି ,ଏହା ଦ୍ଵାରା ବିବାହରେ କିଛି ସମସ୍ଯା ଥିଲେ ବା ବିବାହରେ ବିଳମ୍ବ ହେଉଥିଲେ । ଏହା କରିବା ଦ୍ଵାରା ବହୁତ ଶୀଘ୍ର ବିବାହ ହୋଇଯାଏ । କୌଣସି ବାହାର ଜାଗାରେ ମଧ୍ୟ ପାରକୁ ଖାଇବାକୁ ଦେଇପାରିବେ । କିନ୍ତୁ ଘରେ ଖାଇବାକୁ ଦେବା ସମୟରେ ସେହି ଜାଗା ସଫା ରଖିବା ଉଚିତ । ପାରା ଘରେ ରଖନ୍ତୁ କିନ୍ତୁ ଘରେ ପାରା ଅଣ୍ଡା ଦେବା ଖରାପ ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button