IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମରିଯାଅ ପଛେ ପତ୍ନୀ କୁ ଏହି 3ଟି କଥା କାବେବି କୁହନ୍ତୁ ନାହିଁ

ସମସ୍ତେ ଚାହିଁଥାନ୍ତି ବ୍ୟବିବାହିକ ଜୀବନରେ କିପରି ସୁଖ ଶାନ୍ତି ଆସୁ । ଏଥିପାଇଁ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି । ହେଲେବି ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ପତିପତ୍ନୀ ଙ୍କ ସମ୍ପର୍କ ବହୁତ ନିବିଡ ସମ୍ପର୍କ ହୋଇଥାଏ । ଦୁହେଁ ଦୁହିଙ୍କର ସତ ଜନ୍ମ ପାଇଁ ସାଥି ହୋଇଥାନ୍ତି । କୌଣସିବି ସମସ୍ଯା ଆସିଲେ ଦୁଇଜଣ ସାମ୍ନା କରନ୍ତି । ଭଗବାନଙ୍କ ଆଶୀର୍ବାଦରେ ହିଁ ପତିପତ୍ନୀଙ୍କର ମିଳନ ହୋଇଥାଏ । ବୈବାହିକ ଜୀବନରେ କିଛି କିଛି ସମସ୍ଯା ଆସେ କିନ୍ତୁ ତାହା କିଛି କ୍ଷଣ ପାଇଁ ଆସିଥାଏ ।

ଦୁହିଙ୍କ ଭିତରେ କିଛି ମନ ମାଳିନ୍ୟ ହୋଇଥାଏ କିନ୍ତୁ ତାହା ପରବର୍ତ୍ତୀ ସମୟରେ ଠିକ ହୋଇଯାଏ । ସୁଖର ସଂସାର କରନ୍ତୁ କିନ୍ତୁ ପତ୍ନୀକୁ କେବେବି ଏହି ୩ଟି କଥା କୁହନ୍ତୁ ନାହିଁ । ଆଜି ଆସନ୍ତୁ ଜାଣିବା ପତିପତ୍ନୀଙ୍କ ଭିତରେ ପତି ପତ୍ନୀକୁ କେଉଁ କଥା କହିବ ଉଚିତ ନୁହେଁ । ପତ୍ନୀଙ୍କ ଆଗରେ ସବୁ କଥା କହିବେ କିନ୍ତୁ ନିଜର ଦୁର୍ବଳତା କେବେବି କହିବେ ନାହିଁ । ଯାହା ଆପଣଙ୍କ ଅତୀତରେ ଘଟି ଯାଇଛି ଯେଉଁଥିରେ ଆପଣ ଭାଙ୍ଗି ଯାଇଛନ୍ତି । ବହୁତ କଷ୍ଟ ମଧ୍ୟ ପାଇଛନ୍ତି ,ସେହି କଥାକୁ ଭୁଲରେବି ପତ୍ନୀଙ୍କ ଆଗରେ କହିବେ ନାହିଁ ।

ଏହା କରିବା ଦ୍ଵାରା ପରବର୍ତ୍ତୀ ସମୟରେ ସେହି ପତ୍ନୀହିଁ ଆପଣଙ୍କର ସରଳତାର ସୁଯୋଗ ନେଇ ଆପଣଙ୍କୁ କଟୂ କଥା କହିବ । ଯାହା ଦ୍ଵାରା ଦୁହିଁଙ୍କ ଭିତରେ କଳହ ସୃଷ୍ଟି ହେବ । ଅନେକ ସମସ୍ଯା ମଧ୍ୟ ଦେଖା ଦେଇପାରେ । ସେଥିଲାଗି ପତ୍ନୀଙ୍କ ଆଗରେ ନିଜର ଦୁର୍ବଳତା ବିଷୟରେ ବା ଦୁର୍ବଳତାକୁ କହିବ ଉଚିତ ନୁହେଁ । ଦ୍ବିତୀୟରେ ଆପଣଙ୍କ ରହସ୍ୟ ବିଷୟରେ କେବେବି ପତ୍ନୀଙ୍କ ଆଗରେ କହିବେ ନାହିଁ । ଜୀବନରେ ଯାହାବି କିଛି କରିଛନ୍ତି ଭଲ ହେଉ ବା ଖରାପ କୌଣସି ରହସ୍ୟ ବିଷୟରେ କହିବେ ନାହିଁ ।

 

ହୁଏତ ବାହାର ପରିବାର ଲୋକ ଜାଣିଥିଲେ କିଛି କହିବେ ନାହିଁ ,ସବୁ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ଆପଣଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବେ । କୌଣସି କଥାରେ ଆପଣଙ୍କୁ କାଟୁ କଥା କହିବେ ନାହିଁ ବା କେବେ ନିନ୍ଦା କରିବେ ନାହିଁ । କିନ୍ତୁ ନିଜ ରହସ୍ୟ ବିଷୟରେ ନିଜ ପତ୍ନୀଙ୍କୁ କହିବେ ନାହିଁ । ଏହା କରିବା ଦ୍ଵାରା ସବୁ ରହସ୍ୟ ବିଷୟରେ ଜାଣି ପ୍ରତୀଟି କଥାରେ ଆପଣଙ୍କୁ ଉଦାହରଣ ସ୍ଵୋରୂପ ଦେବ । କୌଣସି କଳହ ସମୟରେ ଆପଣଙ୍କ ରହସ୍ୟର ଉଦାହରଣ ଦେବା ।

ସେଥିଲାଗି ପତ୍ନୀଙ୍କ ଆଗରେ ନିଜ ରହସ୍ୟ କହିବ ଉଚିତ ନୁହେଁ । ତୃତୀୟରେ ନିଜ ପତ୍ନୀଙ୍କ ଆଗରେ କେବେ କହିବେ ନାହିଁ ଯେ ତାଙ୍କୁ ଆପଣ କେତେ ଭଲ ପାଉଛନ୍ତି । ଯେତେବେ ସେ ଜାଣିଯିବେ ଆପଣ ତାଙ୍କୁ ଜୀବନ ଠାରୁ ବେଶୀ ଭଲ ପାଉଛନ୍ତି । ସେହି ସୁଯୋଗର ଲାଭ ଉଠାଇବେ । ସବୁ କଥାରେ ସବୁ ଦୋସା ଆପଣଙ୍କ ଉପରେ ଲଦି ଦେବେ । ନିଜ ଭଲ ପାଇବାକୁ ନିଜ ପତ୍ନୀଙ୍କୁ କେବେବି କହିବେ ନାହିଁ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button