IBN ଓଡ଼ିଶା ବ୍ୟୁରୋ

କେଉଁ ଦିନ ପୋଷାକ ପତ୍ର ଓ ଲୁଗାପଟା ସଫା କରିବା ଉଚିତ, ପର ପୁରୁଷ ଓ ପର ନାରୀ ସହିତ ସହବାସ କଲେ କଣ ଅସୁବିଧା ହୁଏ

ସମସ୍ତେ ଚାହିଁଥାନ୍ତି ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ । ସେଥିଲାଗି ବହୁତ ପ୍ରତିକାର ମଧ୍ୟ କରିଥାନ୍ତି । ନିଜ ଜୀବନରେ ସମସ୍ଯା ଆସିବାର କିଛି କାରଣ ମଧ୍ୟ ଥାଏ । ନିଜ କୁକାର୍ଜ୍ୟ ପାଇଁ ସବୁ ସମସ୍ଯା ଆସିଥାଏ । ନିଜ ନୀତିଦିନିଆ କାର୍ଯ୍ୟ ଉପରେହିଁ ଭାଗ୍ୟ ଖରାପ ହୋଇଥାଏ । ଘରର ମହିଳା ମାନେ ସମସ୍ତଙ୍କ ଯତ୍ନ ନେଇଥାନ୍ତି । ଯେପରିକି ଘରକୁ ପରିଷ୍କାର ରଖିବା , ଘରେ ଧୁଳି ରହିବାକୁ ଦେବା ନାହିଁ ।

ନିଜେ ମଧ୍ୟ ପରିଷ୍କାର ପରିଛନ୍ନ ରହିଥାନ୍ତି । ନିଜେ ପରିଷ୍କାର ରୁହନ୍ତି ଓ ଅନ୍ୟକୁ ମଧ୍ୟ ପରିଷ୍କାର ରଖନ୍ତି । ଆଜି ଆସନ୍ତୁ ଜାଣିବା କେଉଁ ଦିନ ଲୁଗା ପଟା ସଫା କରିବା ଉଚିତ ଓ କେଉଁ ସମୟରେ ପର ପୁରୁଷ ଓ ପର ନାରିଙ୍କ ସହ ସହବାସ କାଲେ କଣ ହୋଇଥାଏ । ଘରକୁ ଅତିଥି ଆସିଲେ ତାଙ୍କୁ ବହୁତ ସନମାନ ଦେବା ଉଚିତ । କାରଣ ଅତିଥି ଭଗବାନଙ୍କ ସହ ସମାନ ହୋଇଥାନ୍ତି । ଯେପରି ଘରର ଯତ୍ନ ନେଇଥାଅ ଠିକ ସେହି ପରି ଅତିଥି ମାନଙ୍କର ମଧ୍ୟ ଯତ୍ନ ନେବା ଉଚିତ ।

ପ୍ରାୟ ସମସ୍ତେ ନିଜେ ପିନ୍ଧିଥିବା ବସ୍ତ୍ରକୁ ହାଧିବ ସମୟରେ ସଫା କରିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ନିଜ ପାଲଟା ଲୁଗକୁ ବହୁତ ଦିନ ପର୍ଯ୍ୟନ୍ତ ପକାଇରଖନ୍ତି । ଯେଉଁ ବ୍ୟକ୍ତି ଅମାବାସ୍ୟା ,ସଂକ୍ରାନ୍ତି ,ରବିବାର , ପିତୃ ଶ୍ରାଦ୍ଧରେ ପାଲଟା ଲୁଗା ରଖିଥାନ୍ତି । ବା କ୍ଷାର ପଦାର୍ଥରେ ସଫା କରିଥାନ୍ତି ,ସେହି ବ୍ୟକ୍ତି କ୍ଷାର ନାମକ ନରକରେ ପତିତ ହୋଇଥାନ୍ତି । ଏବଂ ସାତଜନ୍ମ ପର୍ଯ୍ୟନ୍ତ ରାଜକଜ୍ୟୋନୀରେ ଜନ୍ମ ହୋଇଥାନ୍ତି ।

ସେଥିଲାଗି କୌଣସି ରବିବାର ,ସଂକ୍ରାନ୍ତି ,ଅମାବାସ୍ୟା ,ପିତୃ ଶ୍ରାଦ୍ଧ ରେ ନିଜେ ପିନ୍ଧିଥିବା ବସ୍ତ୍ର କ୍ଷାର ପଦାର୍ଥରେ ସଫା କରନ୍ତୁ ନାହିଁ । ଯେଉଁ ନାରୀ ପର ପୁରୁଷଙ୍କ ସହ ସହବାସ କରନ୍ତି ଏହା ବହୁତ କହରପ ହୋଇଥାଏ । ସାତଜନ୍ମ ପର୍ଯ୍ୟନ୍ତ ସନ୍ତାନର ସୁଖ ପାଇପାରନ୍ତି ନାହିଁ । ଏବଂ ବିବାହିତା ନାରୀ ଯଦି ଗର୍ଭବତୀ ରହିଥାନ୍ତି ସେହି ସମୟରେ କୌଣସି ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ । ଯଦି କୌଣସି ବ୍ୟକ୍ତି ଜଣେ ନାରୀ ଗର୍ଭବତୀ ସମୟରେ ସହବାସ କାଲେ ଏହା ବହୁତ ଖରାପ ହୋଇଥାଏ ।

ଏହା ଦ୍ଵାରା ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ । ଦରିଦ୍ରତା ତାଙ୍କ ପିଛା କେବେବି ଛଡେ ନାହିଁ ।  ଯଦି କୌଣସି ନାରୀ ବ୍ରତ ଓଷା ସମୟରେ ସହବାସ ରଖିଥାନ୍ତି ସେହି ବ୍ୟକ୍ତି ସବୁଦିନ ପାଇଁ ଅପବିତ୍ର ହୋଇ ରହିଥାନ୍ତି । ଏହି ସବୁ ଦିନ ମାନଙ୍କରେ ସହବାସ ରଖିବା ଉଚିତ ନୁହେଁ । ଯଦି ଏହା କରିବେ ତ ଜୀବନରେ ସବୁବେଳେ ଆର୍ଥିକ ପରିସ୍ଥିତି ଠିକ ରହିନଥାଏ । ଯଦି ଆପଣାଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button