IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପେଟର ଚର୍ବି ଶେଷ କରିବାର ଆଶ୍ଚର୍ଯ୍ୟକରି ଘରୋଇ ଉପାୟ ! ଏମିତି କମାନ୍ତୁ ମୋଟାପଣ

ଜୀବନରେ ମୋଟ ହେବାର ବି ସମସ୍ଯା ରହିଥାଏ । ମୋଟ ହେବ ଦ୍ଵାରା କୌଣସି କାର୍ଯ୍ୟ ନକରିପାରିବା । ମୋଟପଣ ପାଇଁ ସବୁ ପ୍ରକାର ରୋଗ ଦେଖାଦେବା । ନିଜ ମୋଟ ପାଇଁ ବାହାର ଲୋକଙ୍କ ଠାରୁ ବହୁତ କିଛି ଖରାପ କଥା ଶୁଣିବା । ମୋଟ ପଣରୁ ବଞ୍ଚିବା ପାଇଁ ଏକ ଘରୋଇ ଉଅପାୟ ମଧ୍ୟ ରହିଛି । ଆଜି ଆସନ୍ତୁ ଜାଣିବା ପେଟର ଚର୍ବି କମାଇବା ପାଇଁ କଣ ଘରୋଇ ଉଆୟା କରିବା ଦ୍ଵାରା ପେଟରେ ଥିବା ଚର୍ବି କମି ଯାଇଥାଏ । ସମସ୍ତଙ୍କ ରୋଷେଇ ଘରେ ଜୀରା ନିଶ୍ଚୟ ଥାଏ ।

ଜୀରା ପେଟର ଚର୍ବି କମାଇବାରେ ବହୁତ ସାହାର୍ଯ୍ୟ କରିଥାଏ । ସେଥିଲାଗି ଚର୍ବି କମାଇବା ପାଇଁ ଜିରର ବ୍ୟବହାର କରାଯାଇଛି । ପ୍ରଥମେ ଜିରକୁ ଏକ ଗ୍ଳାସ ପାଣିରେ ଏକ ଚାମଚ ଜୀରା ନିଅନ୍ତୁ ,ତାକୁ ବହୁତ ଭଲ ଭାବରେ ପାଣିରେ ମିଶାନ୍ତୁ । ସେହି ପାଣିକୁ ଗୋଟେ ରାତି ରଖୀ ଦିଅନ୍ତୁ । ସକାଳୁ ସେହି ଏକ ଗ୍ଳାସ ପାଣିକୁ ଆଣି ଜିରକୁ ବାହାର କରି ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ଏହା ପରେ ଜୀରା ପାଣିରେ ସେହି ଜିରର ଗୁଣ୍ଡକୁ ମିଶାଇ ଦିଅନ୍ତୁ ।

ଏହା କରିସାରିବା ପରେ ଚାହା ଫୁଟେଇଲ ପରି ଫୁଟେଇ ଦିଅନ୍ତୁ । ଏହା ପରେ ଯେପରି ପ୍ରତିଦିନ ଚାହା ପିଆନ୍ତି ସେହି ପାଣିକୁଆ ଛାଣି ପିଆନ୍ତୁ । ଏହି ଉପାୟକୁ ପ୍ରାୟ ୧୫ରୁ ୨୦ ଦିନ କରନ୍ତୁ ଦେଖିବେ ଆପଣଙ୍କ ପେଟରେ ଚର୍ବି ନିଶ୍ଚନ୍ତ କମିବାରେ ଲାଗିବ । ଯଦି ବହୁତ କମ ଦିନ ଭିତରେ ଆପଣ ପତଳା ହେବାକୁ ଚାହୁଁଛନ୍ତି ,ତ ସକାଳୁ ଏହି ଉପାୟ କରିବା ପୂର୍ବରୁ ବ୍ୟାୟମ କରିବା ଉଚିତ । ଏହା କରିବା ଦ୍ଵାରା କମ ଦିନରେ ପତଳା ହୋଇଯିବେ ।

ଏହୁ ଉପାୟ ଯଦି ଆପଣ କରୁଛନ୍ତି ତାହାଲେ ଖାଇବାରେ ବହୁତ ବାରାଣ ରଖିବା ଉଚିତ । ଯେପରି କୌଣସି ତେଲ ଜାତୀୟ ଜିନିଷ ଖାଇବା ଉଚିତ ନୁହେଁ । କୌଣସି ବାହାର ଜିନିଷ ଖାଇବା ଉଚିତ ନୁହେଁ । ପୃଷ୍ଟିକର ଖାଦ୍ଯ କହିପାରିବେ କିନ୍ତୁ ସୀମିତ ଭାବେ କହିବ ଉଚିତ । ଗରିଷ୍ଟ ଖାଦ୍ଯ କହିବ ଉଚିତ ନୁହେଁ । ଯେତେ ହାଲକା ଖାଦ୍ଯ ଖାଇବେ ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ଏବଂ ଏହା ସହିତ ଏହି ଉପାୟ ମଧ୍ୟ କରିବା ଉଚିତ ।

ପ୍ରତିଦିନ ବ୍ୟାୟମ କାବେ । ବହୁତ ଚାଲିବେ । ଏହା କରିବା ଦ୍ଵାରା ଆପଣଙ୍କର ଶରୀରରେ ଥିବା ସବୁ ଚର୍ବି ଧୀରେ ଧୀରେ କମିବାକୁ ଲାଗିବ । ଦିନ ସାରା ଆପଣ ଯାହାବି ଖାଉଛନ୍ତି ତାକୁ ୬ ଭାଗ କରି ଖାଇବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ଚର୍ବି ଅଂଶକୁ କମାଇବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟି ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button