IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତିଦିନ ଖାଲି ପେଟରେ 2ଟି ଗୋଲମରିଚ ଖାଇବା ଦ୍ଵାରା ମୂଳରୁ ମରିଯାଏ ଏହି ୩ଟି ରୋଗ

ଜୀବନରେ ଅନେକ ସମସ୍ଯା ଆସିଥାଏ । ସେଥିଲାଗି ବହୁତ ଉପାୟ ମଧ୍ୟ କରିଥାଉ । କୌଣସି ପାରିବାରିକ ସମସ୍ଯା ହେଉ , ବ୍ୟବସାୟ ସମସ୍ଯା ହେଉ ,କୌଣସି ରୋଗର ସମସ୍ଯା ହେଉ ଏପରି ଅନେକ । ସବୁ ସମସ୍ୟାର ସମାଧାନ ମଧ୍ୟ ଥାଏ । ଯଦି ରୋଗର ସମସ୍ଯା ଥାଏ । ଆମେ ଡାକ୍ତରଙ୍କ ପରାମର୍ଶ ଦ୍ଵାରା ମଧ୍ୟ ଭଲ କରିଥାଉ । ଆଜି ଆସନ୍ତୁ ଜାଣିବା ଗୋଲମରୀଚ ଖାଇବା ଦ୍ଵାରା କେଉଁ ୩ଟି ରୋଗ ମୂଳରୁ ମରିଯାଏ । ଗୋଲମରିଚଟ ସମସ୍ତଙ୍କ ରୋଷେଇ ଘରେ ମିଳିଯିବ ।

ଗୋଲମରିଚକୁ ସମସ୍ତେ ଖାଦ୍ଯ ବନାଇବା ସମୟରେ ବ୍ୟବହାର ହୋଇଥାଏ । ଯେପରି ନାଲି ଚାହାଁ ହେଉ ,ମସଲା ଜାତୀୟ ତରକାରୀ ହେଉ ଏପରି ଅନେକ । ଗୋଲମରୀଚ ଖାଦ୍ୟକୁ ବହୁତ ସ୍ଵାଦିଷ୍ଟ ବନାଇଥାଏ । ସେଥିଲାଗି ଖାଦ୍ଯ ବନାଇବା ସମୟରେ ଗୋଲମରିଚର ବ୍ୟବହାର ହୋଇଥାଏ । ଗୋଲମରିଚରେ ଅନେକ ପୋଷାକ ତତ୍ଵ ରହିଅଛି । ଯାହା ଦ୍ଵାରା ଆମ ଶରୀରରେ ଥିବା ଅନେକ ରୋଗ ଦୂର ହୋଇପାରେ । ଗୋଲମରିଚରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ରହିଥାଏ ।

ଯାହାର ସେବନ କରିବା ଦ୍ଵାରା ଶରୀରରେ କେନସରସେଲ ନଷ୍ଟ ହୋଇଯାଇଥାଏ । ଏହି ଉପାୟ ପ୍ରତିଦିନ ସକାଳେ ଖାଲି ପେଟରେ ୨ଟି ଗୋଲମରୀଚ ଖାଇବା ଉଚିତ । ଏହା କରିବା ଦ୍ଵାରା ସମସ୍ତ ସମସ୍ଯା ଦୂର ହୋଇଥାଏ । ଦ୍ବିତୀୟରେ ପ୍ରତିଦିନ ସକାଳେ ୨ଟି ଗୋଲମରିଚକୁ ଗୁଣ୍ଡା କରି ଏକ ଗ୍ଳାସ ଗରମ ପାଣିରେ ମିଶାଇ ପିଇବା ଦ୍ଵାରା ଶରୀରରେ ମେତମେଲିଜିମ ର ନିର୍ମାଣ ହୋଇଥାଏ । ଯାହା ଦ୍ଵାରା ଶରୀରରେ ଜମି ରହିଥିବା ଚର୍ବିକୁ ମୂଳରୁ ଶେଷ କରିଥାଏ ।

ଏହି ଉପାୟ ପ୍ରତିଦିନ କରନ୍ତୁ ଦେଖିବେ ଆପଣଙ୍କ ଶରୀରର ସମସ୍ତ ଚର୍ବିକୁ ବହୁତ ଶୀଘ୍ର କମାଇଦେବ । ଏହା କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ଯା ଦୂର ହୋଇଯିବ । ତୃତୀୟରେ ଯଦି ଆପଣ ପ୍ରତିଦିନ ସକାଳେ ଗୋଲମରିଚକୁ ଗୁଣ୍ଡା କରି ମହୁ ସହିତ ମିଶାଇ ସେବନ କରିବେ । ଏହା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୀଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ । ଯାହା ଦ୍ଵାରା ଶରୀରରେ କୌଣସିବି ରୋଗ ବହୁତ ଶୀଘ୍ର ଦୂର ହେବାକୁ ଲାଗିଥାଏ ।

ଆଗରୁ ଯାହା ରୋଗ ରହିଛି ବା ଆରମ୍ଭ ହେବାକୁ ଯାଉଛି ତ ତୁରନ୍ତ ଏହି ଉପାୟ କରନ୍ତୁ । ଏହା ଦ୍ଵାରା କୌଣସିବି ରୋଗ ଆପଣଙ୍କୁ ହେବ ନାହିଁ । କାରଣ ମହୁରେ ବହୁତ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ । ଯାହା ଦ୍ଵାରା ସବୁ ଯେକୌଣସି ରୋଗରୁ ଆମକୁ ବଞ୍ଚାଇ ଥାଏ । ସେଥିଲାଗି ଡାକ୍ତରଙ୍କ ପରାମର୍ଶ ନେଇ ବହୁତ ପ୍ରକାର ଔଷଧ ଖାଇବା ଅପେକ୍ଷା ଘରେ ଏହି ଉପାୟ ନିଶ୍ଚୟ କରନ୍ତୁ । ଦେଖିଦେ ବହୁତ ଶୀଘ୍ର ସବୁ ରୋଗରୁ ମୁକ୍ତି ପାଇବେ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button