IBN ଓଡ଼ିଶା ବ୍ୟୁରୋ

ଆଜି ବଡ ଶନିବାର, ଘରେ ଚୁପଚାପ ରଖନ୍ତୁ 2ଟି ଲବଙ୍ଗ, ଧନ ମଡି ଆସିବ ! 24 ଘଣ୍ଟାରେ ଭାଗ୍ୟ ବଦଳିବ

ଜୀବନରେ ବଞ୍ଚିବାକୁ ହେଲେ ଧନର ବହୁତ ଦରକାର ହୋଇଥାଏ । ଧନ ଥିଲେ ସବୁ କାର୍ଯ୍ୟରେ ସଫଳ ହେବେ । ଏହା ଦ୍ଵାରା ସବୁ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଧନର ଅଭାବ ହେଉଥିଲେ ବା ଯେତେ ରୋଜଗାର କାଲେ ମଧ୍ୟ ଅର୍ଥ ରହୁନଥିଲେ କଣ କରିବା ଦ୍ଵାରା ସେହି ସମସ୍ଯା ଦୁଇର ହୋଇଯାଏ । ପାଞ୍ଚଟି ଶନିବାରରେ ଶନି ମନ୍ଦିର ଯାଇ ସୋରିଷ ତେଲର ଦୀପ ଲଗାଇବେ ଓ ସେଥିରେ ଗୋଟିଏ ଲବଙ୍ଗ ପକାଇ ଦିଅନ୍ତୁ । ଦେଖିବେ ଆପଣଙ୍କର ଯଦି କୌଣସି ଶତ୍ରୁ ଥିବେ ବହୁତ ଶୀଘ୍ର ଦୂରେଇଯିବେ ।

କୌଣସି ପ୍ରକାରରେ ସେହି ଶତ୍ରୁ ଆଘାତ ଦେବାକୁ ବା କୌଣସି କ୍ଷତି କରିବାକୁ ଚାହୁଥିବେ ସେଥିରେ ସଫଳ ହୋଇପାରିବେ ନାହିଁ । ଏହି ଉପାୟ ମାତ୍ର ପାଞ୍ଚଟି ଶନିବାର କରିବାକୁ ହେବ । ସବୁବେଳେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଯଦି ଘରେ କୌଣସି ନକରାତ୍ମକ ଶକ୍ତି ରହିଛି ବା ସେହି କାରଣରୁ ଉନ୍ନତି କରି ପାରୁନାହାଁନ୍ତି । ସେଥି ଲାଗି ଗୋଟିଏ ପିତଳର ପାତ୍ର ନିଅନ୍ତୁ , ତାପରେ ୧୧ଟି ଲବଙ୍ଗ ୫ଟି କର୍ପୁର ଓ ୨ଟି ଗୁଜୁରାତିକୁ ନେଇ ଜଳାଇ ଦିଅନ୍ତୁ । ସେହି ଧୂଆଁକୁ ଘରର ସବୁଆଗେ ବୁଲାଇ ଦିଅନ୍ତୁ ।

ଏହା ଜଳିଯିବା ପରେ ଯାହା ପାଉଁଶ ଥିବା ତାହାକୁ ଏକ ଡବାରେ ରଖନ୍ତୁ ଓ ପ୍ରତିଦିନ ସକାଳୁ ପାଣିରେ ମିଶାଇ ଘରର ମୁଖ୍ୟ ଦ୍ଵାରରେ ଚିଞ୍ଚନ୍ତୁ । ଏହା କରିବା ଦ୍ଵାରା ଯାହାବି ଘରେ ନକରାତ୍ମକ ଶକ୍ତି ଥିଲା ତାହା ବହୁତ ଶୀଘ୍ର ଦୂର ହୋଇଯିବ । କୌଣସିବି ଖରାପ ଛାଇ ଘର ଉପରେ ପଡିବ ନାହିଁ । ଏବଂ ଶନି ଦେବଙ୍କ ଆଶୀର୍ବାଦରୁ ଆପଣଙ୍କ ଘରର ଉନ୍ନତି ହେବ । କୌଣସିବି ସମସ୍ଯା ଆପଣଙ୍କ ଜୀବନରେ ରହିବା ନାହିଁ । ଯଦି ଆପଣଙ୍କ ସ୍ୱାସ୍ଥ୍ୟର କୌଣସି ସମସ୍ଯା ରହିଛି ,ବହୁତ ଚେଷ୍ଟା ପରେ ମଧ୍ୟ ଭଲ ହେଉନାହିଁ ।

ପାଞ୍ଚଟି ଶନିବାର ଶିବ ମନ୍ଦିର ଯାଇ ଉତ୍ତର ଦିଗରେ ରହି ଶିବଙ୍କୁ ଦୁଇଟି ଲବଙ୍ଗ ଅର୍ପଣ କରନ୍ତୁ । ଏହା କରିବା ପରେ ୧୦୦୮ ଥର ଓଁ ନମଃ ଶିବାୟ ଜପ କରନ୍ତୁ । ଏହା କରିବା ଦ୍ଵାରା ଭଗବାନ ଶିବ ବହୁତ ସନ୍ତୁଷ୍ଟ ହୋଇଥାନ୍ତି । ସବୁ ରୋଗରୁ ମୁକ୍ତ କରିଥାଏ । ଯାହାବି ସ୍ୱାସ୍ଥ୍ୟ ର ସମସ୍ଯା ଥିବ ସବୁ ଦୂର ହୋଇଯିବ । ଯଦି ଆପଣଙ୍କ ବ୍ୟାପାର ଭଲ ଚାଲୁ ନାହିଁ । ବା କୌଣସି କାରଣରୁ ବ୍ୟବସାୟରେ ବାଧା ରହୁଛି ତ ଏହି ଉପାୟ କରିବା ଦ୍ଵାରା କୌଣସି ସମସ୍ଯା ରହିବା ନାହିଁ ।

କୌଣସି ବୁଧବାର ଦିନ ଗଣେଶଙ୍କ ମନ୍ଦିର ଯାଇ ଏକ ଘିଅର ଦୀପ ଲଗାନ୍ତୁ ଓ ୧୧ଟି ଲବଙ୍ଗକୁ ଏକ ଲାଲ କପଡାରେ ବାନ୍ଧି ଗଣେଶଙ୍କ ଡାହାଣ ଚରଣରେ ଛୁଆଇ ଦିଅନ୍ତୁ , ଏହି ପୁଟୁଳିକୁ ନେଇ ବ୍ୟବସାୟ କରୁଥିବା ପଇସା ଡ୍ରରେ ରଖନ୍ତୁ । ଏହା କରିବା ଦ୍ଵାରା ବ୍ୟବସାୟ ବହୁତ ଭଲ ଚାଲିବ । ଯଦି ଧନର ସମସ୍ଯା ରହିଥାଏ ମା ଲକ୍ଷ୍ମୀଙ୍କ ପାଖରେ ଗୋଟିଏ ଗୋଲାପରେ ପାଞ୍ଚଟି ଲବଙ୍ଗ ରଖି ଅର୍ପଣା କରନ୍ତୁ । ସେହି ପରି ପାଞ୍ଚଟି ଶନିବାର କରନ୍ତୁ । ସେହି ୧୧ଟି ଲବଙ୍ଗ ପଞ୍ଚଦିନରେ ୨୫ଟି ହୋଇଯିବ । ସେହି ୨୫ଟି ଲବଙ୍ଗକୁ ନେଇ ଧନ ରଖିବା ସ୍ଥାନରେ ରଖନ୍ତୁ । ଦେଖିବେ ଧନର କୋଣସି ଅଭାବ ରହିବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button