ମନୋରଞ୍ଜନ

ଟିଭି ସିରିଏଲ ‘ଦିୟା ଔର ବାତି ହମ’ ରେ ସଂସ୍କାରୀ ଅବତାର ରେ ନଜର ଆସିଥିବା ସନ୍ଧ୍ୟା ରିଅଲ ଲାଇଫରେ ଅଟନ୍ତି ବହୁତ ଷ୍ଟାଇଲିସ ଆଉ ବୋଲ୍ଡ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଆଲ ‘ଦିୟା ଔର ବାତି’ ରେ ସନ୍ଧ୍ୟା ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଆପଣ ମାନେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଦିୟା ଔର ବାତି’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ଦର୍ଶକ ମାନଙ୍କ ପ୍ରଥମ ପସନ୍ଦ ରହିଥିଲା ।

ଏହି ସିରିଆଲ ଷ୍ଟାର ପ୍ଲସ ଚ୍ୟାନେଲ ର ସବୁଠାରୁ ଅଧିକ ଲୋକପ୍ରିୟ ଧାରାବାହିକ ଭାବରେ ପରିଚିତ ଥିଲା । ଏହି ସିରିଆଲ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପ୍ରଭାବିତ କରିଥିଲା ଏବଂ ବର୍ତ୍ତମାନ ସମୟରେ ମଧ୍ୟ ଦର୍ଶକ ମାନେ ଏହି ସିରିଆଲ କୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ସିରିଆଲ ପ୍ରାୟ ୬ ବର୍ଷ ପର୍ଯ୍ୟନ୍ତ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ହୋଇଥିଲା ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଟିଭି ସିରିଆଲ ରେ ଆଇ.ପି. ଏସ ଅଫିସର ‘ସନ୍ଧ୍ୟା କୋଠାରୀ ରାଠୀ’ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଟିଭି ସିରିଆଲ ‘ଦିୟା ଔର ବାତି’ ରେ ସନ୍ଧ୍ୟା ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ଲାଇଫ ନାଁ ହେଉଛି, ‘ଦୀପିକା ସିଂ’ ।

ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୯୭୯ ମସିହାରେ ଦିଲ୍ଲୀ ରେ ହୋଇଥିଲା । ଏହି ଅଭିନେତ୍ରୀ ଜଣକ ନିଜ କ୍ୟାରିଆର ର ଆରମ୍ଭ ଟିଭି ସିରିଆଲ ‘ଦିୟା ଔର ବାତି’ ରୁ ଆରମ୍ଭ କରିଥିଲେ । ଏହି ସିରିଆଲ ରେ ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା । ତାଙ୍କ ଅଭିନୟ ର ଦର୍ଶକ ମାନେ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଏହି ଅଭିନେତ୍ରୀ ସିରିଆଲ ରେ ଜଣେ ଆଇ.ପି.ଏସ ଅଫିସର ଙ୍କ ଭୂମିକା ରେ ଅଭିନୟ କରିଥିଲେ ଏବଂ ତାଙ୍କର ଏହି ଭୂମିକା ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଥିଲା ଏବଂ ସେ ଖୁବ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

ଅଭିନେତ୍ରୀ ଦୀପିକା ସିଂ ‘ନଚ୍ ବଲିୟେ’ ରେ ମଧ୍ୟ ଭାଗ ନେଇଥିଲେ । ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଷ୍ଟାର ପରିବାର ଆୱାର୍ଡ ରେ ମଧ୍ୟ ଏହି ଅଭିନେତ୍ରୀ ଙ୍କୁ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ‘ଦୀପିକା ସିଂ’ ଟେଲିଭିଜନ ନିର୍ଦେଶକ ‘ରୋହିତ ରାଜ୍ ଗୋୟଲ’ ଙ୍କୁ ୨ ମଇ ୨୦୧୪ ମସିହାରେ ବିବାହ କରିଥିଲେ ।

ଦୀପିକା ଏବଂ ରୋହିତ ଏକ ପୁତ୍ର ସନ୍ତାନ ଙ୍କ ମାତାପିତା ମଧ୍ୟ ହୋଇ ସାରିଛନ୍ତି । ତାଙ୍କ ପୁଅ ଙ୍କ ନାଁ ‘ସୋହମ ଗୋୟଲ’ ଅଟେ । ବର୍ତ୍ତମାନ ସମୟରେ ଅଭିନେତ୍ରୀ ଦୀପିକା ସିଂ ଟିଭି ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି ଏବଂ ବର୍ତ୍ତମାନ ସେ ନିଜ ପରିବାର ଙ୍କ ସହିତ ହସ ଖୁସିରେ ନିଜର ଜୀବନ ବିତାଉଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button