ମନୋରଞ୍ଜନ

ପ୍ରେମରେ କେବେ ହେଲେ ଧୋକା ଦିଅନ୍ତି ନାହିଁ ଏହି ୪ଟି ନାମର ଝିଅ, ଭାଗ୍ୟବାନ ପୁଅଙ୍କୁ ହିଁ ମିଳନ୍ତି ଏମିତି ଝିଅ- Jyotish Shastra

ନମସ୍କାର ବନ୍ଧୁଗଣ, ସାଧାରଣତଃ ପୁରୁଷ ମାନେ ସବୁବେଳେ ଇଚ୍ଛା ରଖିଥାନ୍ତି କି ତାଙ୍କୁ ଏକ ସୁନ୍ଦର ଉତ୍ତମ ଗୁଣ ବତି ଝିଅ ମିଳୁ ତାଙ୍କ ଜୀବନ ରେ ଏହି ଜୀବନସାରା ପାଇଁ ସବୁ ପରିସ୍ଥିତି ରେ ତାଙ୍କ ସହ ରହିବ । ପ୍ରେମ ରେ କେବେ ବି ଧୋକା ଦିଅନ୍ତି ନାହିଁ ଏହି ୪ ଟି ନାମ ର ଝିଅ ମାନେ, ତେବେ ଆଜି ଆମେ ଜାଣିବା ସେହି ୪ ଟି ନାମ ର ଝିଅ ମାନଙ୍କ ବିଷୟରେ । କିନ୍ତୁ ଏପରି ବି ଅନେକ ଝିଅ ଅଛନ୍ତି କି ଯେଉଁମାନେ ପ୍ରେମ ରେ ଅନେକ ପୁଅ ମାନଙ୍କୁ ଧୋକା ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ୪ ଟି ନାମ ର ଝିଅ ମାନଙ୍କୁ କହିବୁ ଯେଉଁ ମାନେ କି ପ୍ରେମ ରେ ଧୋକା ଦିଅନ୍ତି ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ ।

ସର୍ବ ପ୍ରଥମେ ଆସୁଛି R ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର R ରୁ ଆରମ୍ଭ ହୋଇ ଥାଏ ସେହି ଝିଅ ମାନେ କେବେବି କାହାକୁ ପ୍ରେମ ରେ ଧୋକା ଦିଅନ୍ତି ନାହିଁ । କାହିଁକି ନା ଏହି ଝିଅ ମାନଙ୍କୁ ପ୍ରେମ ର ପ୍ରକୃତ ଅର୍ଥ ଜଣା ଥାଏ ।

ଦିତୀୟ ରେ ଆସୁଛି S ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇ ଥାଏ । ଏହି ଝିଅ ମାନଙ୍କୁ ଯେତେବେଳେ ଏମାନଙ୍କ ଏକ ଉତ୍ତମ ଭଲ ପାଇବା ମିଳିଥାଏ ଏବଂ ବହୁତ୍ ଭଲ ପାଉଥିବା ଏକ ଉତ୍ତମ ସାଥୀ ଟି ଏ ମିଳି ଥାଏ ଏମାନେ ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେମାନଙ୍କ ସେଥିରେ ରହିଥାନ୍ତି । ସେହି ଝିଅ ମାନେ କେବେବି କାହାକୁ ପ୍ରେମ ରେ ଧୋକା ଦିଅନ୍ତି ନାହିଁ ।

ତୃତୀୟ ରେ ଆସୁଛି A ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇ ଥାଏ । ଯଦି ସାଧାରଣ ଭାଷା ରେ କୁହାଯାଏ ତାହେଲେ ଏହି ଝିଅ ମାନେ କେବେ ବି ନିଜର ସାଥୀ ତଥା ପ୍ରେମିକ ର ମନ କୁ ଦୁଃଖ କରି ନଥାନ୍ତି, କାହିଁକି ନା ଏହି ଝିଅ ମାନେ ପ୍ରେମ କରିବାରେ ସବୁଠୁ ଆଗରେ ରହିଥାନ୍ତି । ଏହି ଝିଅ ମାନେ କେବେବି କାହାକୁ ପ୍ରେମ ରେ ଧୋକା ଦିଅନ୍ତି ନାହିଁ ।

ଚତୁର୍ଥ ରେ ଆସୁଛି N ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର N ରୁ ଆରମ୍ଭ ହୋଇ ଥାଏ ସେହି ଝିଅ ମାନେ ଟିକେ ଚଞ୍ଚଳ ସ୍ଵଭାବ ର ହୋଇଥାନ୍ତି ଏବଂ ଏହା ସହିତ ଏମାନେ ମସ୍ତି କରିବାରେ ବହୁତ୍ ଆଗରେ ରହିଥାନ୍ତି । ଏହି ଝିଅ ମାନେ ନିଜର ସାଥୀ କୁ ବହୁତ୍ ପ୍ରେମ କରିଥାନ୍ତି । ଏମାନେ କାହାକୁ ପ୍ରେମ ରେ ଧୋକା ଦିଅନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button