IBN ଓଡ଼ିଶା ଏକ୍ସକ୍ଲୁସିଭ୍

P ନାମ ର ଲୋକଙ୍କ ପାଇଁ କିପରି ରହିବ ବର୍ଷ ୨୦୨୧ – Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ବ୍ୟକ୍ତି ଜୀବନ ରେ ଅନେକ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ସମ୍ବନ୍ଧରେ ଥିବା ତଥ୍ୟ କୁ ଅନୁମାନ କରାଯାଇ ପାରିଥାଏ ଏବଂ ସେହି ବ୍ୟକ୍ତି ର ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ ଜଣା ପଡ଼ି ଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଥିବା ‘P’ ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ଭବିଷ୍ୟତ ତଥା ୨୦୨୧ ମସିହା ସେମାନଙ୍କ ପାଇଁ କିପରି ରହିବ ସେହି ସମ୍ବନ୍ଧରେ ଜଣାଇବୁ। ‘P’ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ସ୍ଵଭାବ, ଶିକ୍ଷା, କ୍ୟାରିଆର, ଲଭ ଲାଇଫ ଏବଂ ଆର୍ଥିକ ସ୍ଥିତି କିଭଳି ରହିବ ଆଜି ଆମେ ଆପଣଂକୁ ଜଣାଇବୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ସ୍ଵଭାବ- ବନ୍ଧୁଗଣ ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ବହୁତ ସୌଭାଗ୍ୟଶାଳୀ ଅଟନ୍ତି। ଏମାନେ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି। ବହୁତ କମ ରାଗିଥାନ୍ତି କିନ୍ତୁ ଯଦି କୌଣସି ବ୍ୟକ୍ତି ଙ୍କ ଉପରୁ ଏମାନଙ୍କ ଭରସା ଉଠିଯାଏ ତେବେ ସେ ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ସହ ସମ୍ପର୍କ ଯୋଡନ୍ତି ନାହିଁ।

ଏହି ବ୍ୟକ୍ତି ମାନେ ନିଜେ ଦୁଃଖ ରେ ଥିଲେ ମଧ୍ୟ ଅନ୍ୟ ମାନଙ୍କୁ ସର୍ବଦା ଖୁସି ରେ ରଖନ୍ତି ଏବଂ ଏମାନେ ସର୍ବଦା ଶାନ୍ତି ପୂର୍ଣ୍ଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।ଏମାନେ ଅନ୍ୟର ସାହାଯ୍ୟ କରିବାକୁ ସର୍ବଦା ପସନ୍ଦ କରନ୍ତି।

୨. ଶିକ୍ଷା- ୨୦୨୧ ମସିହାର ରାଶି ଫଳ ଅନୁସାରେ ଏହି ନାମର ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଏଥିପାଇଁ ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ଏକାଗ୍ରତା ରଖିବାକୁ ପଡ଼ିବ। ପ୍ରତିଯୋଗି ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ଭଲ ଫଳ ପ୍ରାପ୍ତ ହେବ। ଶିକ୍ଷକ ଙ୍କ ପରାମର୍ଶ ମଧ୍ୟ ଆବଶ୍ୟକତା ରହିବ ଏବଂ ଯେଉଁମାନେ ଉଚ୍ଚ ଶିକ୍ଷା ନିମନ୍ତେ ସ୍ବପ୍ନ ରଖିଛନ୍ତି ସେମାନଙ୍କୁ ଭଲ ସୁଯୋଗ ପ୍ରାପ୍ତ ହେବ ଏବଂ ଏହି ଛାତ୍ରଛାତ୍ରୀ ମାନଙ୍କୁ ସଠିକ ସମୟରେ ସୁଯୋଗ କୁ ଉପଯୋଗ କରିବାକୁ ହେବ।

୩. କ୍ୟାରିଅର- ୨୦୨୧ ମସିହାର ରାଶିଫଳ ଅନୁସାରେ ଏହି ବ୍ୟକ୍ତି ଙ୍କୁ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। କିଛି ବ୍ୟକ୍ତି ନିଜ ବ୍ୟବସାୟ ଅଥବା ଚାକିରୀ ବଦଳାଇବା ର ନିଷ୍ପତ୍ତି ନେବେ ଏବଂ କିଛି ବ୍ୟକ୍ତି ପୂର୍ବରୁ କରିଥିବା ଚାକିରୀ କ୍ଷେତ୍ରରେ ଉନ୍ନତି ହାସଲ କରିବେ।

୪. ଲଭ ଲାଇଫ- ୨୦୨୧ ମସିହାର ରାଶିଫଳ ଅନୁସାରେ ଏହି ବ୍ୟକ୍ତି ଙ୍କୁ ନିଜ ପ୍ରେମ ସମ୍ପର୍କ କୁ ମଜବୁତ ରଖିବାକୁ ପଡ଼ିବ। ପ୍ରେମ ବିବାହ ର ସମ୍ଭାବନା ମଧ୍ୟ ରହିଛି। ସମ୍ପର୍କରେ କୌଣସି କଥାକୁ ନେଇ ବାଧା ସୃଷ୍ଟି ହୋଇପାରେ କିନ୍ତୁ ଆପଣଂକୁ ଏଥି ପାଇଁ ସତର୍କ ହେବାକୁ ପଡ଼ିବ।ଦାମ୍ପତ୍ୟ ଜୀବନ ସୁଖମୟ ହେବ।

୫. ଆର୍ଥିକ ସ୍ଥିତି- ଏହି ବର୍ଷ ଆପଣଂକୁ ଧନ ଲାଭ ର ଅଧିକ ସମ୍ଭାବନା ରହିଛି ଏବଂ ଆପଣଙ୍କ ଜୀବନ ସାଥି ଙ୍କ ମାଧ୍ୟମରେ ଆପଣଂକୁ ଧନ ଲାଭ ହେବାର ଯୋଗ ରହିଛି। କୌଣସି କ୍ଷେତ୍ରରେ ଆପଣଂକୁ ଅଚାନକ ମଧ୍ୟ ଧନ ପ୍ରାପ୍ତି ହୋଇପାରେ। ଧନ ପ୍ରାପ୍ତି ହେବା ସହ ଖର୍ଚ୍ଚ ର ମଧ୍ୟ ସମ୍ଭାବନା ରହିଛି ତେଣୁ ଆପଣଂକୁ ଭାବିଚିନ୍ତି ଧନ ଖର୍ଚ୍ଚ କରିବାକୁ ହେବ। ସଂକ୍ଷେପରେ କହିବାକୁ ଗଲେ ଆର୍ଥିକ ସ୍ଥିତି ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ଅଟେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button