ରାଜନୀତି
ମୁଁ ହଁରେ ହଁ ମାରିବା ଲୋକ ନୁହେଁ : ସୌମ୍ୟ – Ibnodisha

[ad_1]
ଭୁବନେଶ୍ୱର : ସର୍ଭେ କହୁଛି ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମି କମି ଯାଉଛି | ବିପଦ ଆସୁଛି ବୋଲି ସୁଚାଇବା କଣ ଦଳ ବିରୋଧୀ କାର୍ଯ୍ୟ | ଖାଲି ହଁ ମାରିବାଟା ଯଦି ଶୃଙ୍ଖଳିତ କାର୍ଯ୍ୟ , ମୁଁ ସେମିତି କର୍ମୀ ନୁହେଁ | ମୁଁ ହଁରେ ହଁ ମାରିବା ଲୋକ ନୁହେଁ ବୋଲି କହିଲେ ସୌମ୍ୟ | ମୁଁ ଦଳ ବିରୋଧରେ କେବେ କେଉଁଠି ଯାଇ ନାହିଁ | ଯେତେ ଦିନ ଯେଉଁ ଦଳରେ ଥାଏ ଦଳର ହିତ ପାଇଁ କାମ କରେ |
ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ?
[ad_2]