IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଟଙ୍କା ପାଇଁ ଚିନ୍ତିତ ରହୁଛନ୍ତି କି ! ଟଙ୍କାକୁ ଚୁମ୍ବକ ପରି ଘରକୁ ଟାଣିବାର ଚମତ୍କାରୀ ଉପାୟ !

ବନ୍ଧୁଗଣ ପ୍ରତ୍ଯେକଟି ବ୍ୟକ୍ତି କର୍ମ କରି ଚାଲିଥାଏ । ହେଲେ ସେହି କର୍ମକୁ ଆଧାର କରି ଭଗବାନ ବ୍ୟକ୍ତିଙ୍କୁ ତାଙ୍କର କର୍ମଫଳ ଦେଇଥାନ୍ତି । ତେବେ ଅନେକ ଲୋକଙ୍କର କପାଳରେ ଆର୍ଥିକ ସୁଖ ନଥାଏ । କାରଣ ଏହି ବ୍ୟକ୍ତି ମାନେ ଯେତେ ରୋଜଗାର କରିଲେ ମଧ୍ୟ କୌଣସି ନା କୌଣସି ବାଟରେ ତାହା ଖର୍ଚ ହୋଇଯାଥାଏ । ତେଣୁ ଏମାନଙ୍କର ସବୁବେଳେ ଆର୍ଥିକ ସ୍ଥିତି ଦୁର୍ବଳ ରହିଥିବାର ଦେଖାଯାଇଥାଏ । ତେବେ ବନ୍ଧୁଗଣ ନୀମ ଗଛକୁ ନେଇ ଏକ ଏଭଳି ଚମତ୍କାରୀତା ବିଷୟରେ ଏଠାରେ କହିବାକୁ ଯାଉଛୁ ।

ଯାହା ବ୍ୟକ୍ତିର ଭାଗ୍ୟକୁ ହୀରା ପରି ଚମକାଇ ଦେଇଥାଏ । ଅନେକଙ୍କ ଘର ଆଖପାଖରେ ନୀମ ଗଛ ରହିଥିବାର ଆପଣ ମାନେ ଦେଖିବାକୁ ନିହାତି ପାଇଥିବେ । ତେବେ ଏହି ନୀମ ଗଛର ଜ୍ଯୋତିଷ ଲାଭକାରୀତା ରହିଛି ବୋଲି ବନସ୍ପତି ଶାସ୍ତ୍ରରେ ଉଲ୍ଲିଖିତ ରହିଛି । ତେବେ ନୀମ ଗଛ କୌଣସି ସାଧାରଣ ବୃକ୍ଷ ନୁହେଁ ବୋଲି ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ । ଶାସ୍ତ୍ରରେ ନୀମ ଗଛକୁ ତ୍ରିବେଣୀ କୁହାଯାଇଥାଏ ।

ନୀମ ଗଛକୁ ମା’ ଦୂର୍ଗାଙ୍କର ସ୍ୱରୂପ ମଧ୍ୟ ମନା ଯାଇଥାଏ । ତେବେ ନୀମ ଗଛର ଉପାୟ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ ନୀମ ଗଛର କାଠ ବା ଡାଳ ନେବାର ଅଛି । ତେବେ ସେହି ନୀମର କାଠରେ ଖୋଲିକି ଶ୍ରୀଜନ୍ତ୍ର ବନାନ୍ତୁ । ଯେଉଁ ବ୍ୟକ୍ତି ନୀମର କାଠରେ ନିଜେ ଶ୍ରୀଜନ୍ତ୍ର ବନାଇଥାଏ । ତାପରେ ତାହାକୁ ନିଜ ଘରର ଠାକୁର ଘରେ ଥାପନା କରି ମା’ ଲକ୍ଷ୍ମୀଙ୍କୁ ଆରାଧନା କରି ପୂଜା ପାଠ କରିଥାଏ ।

ସେହି ବ୍ୟକ୍ତି ଉପରେ ସଦା ସର୍ବଦା ମା’ ଲକ୍ଷ୍ମୀଙ୍କୁ ଶୁଭ ନଜର ରହିଥାଏ । ମା’ ଲକ୍ଷ୍ମୀ ସର୍ବଦା ସେହି ଘର ଉପରେ ପ୍ରସନ୍ନଚିତ୍ତ ରହିଥାନ୍ତି । ସେହି ବ୍ୟକ୍ତିର ଧନ ସହ ଜଡିତ ସମସ୍ତ ଇଛା ମା’ ଲକ୍ଷ୍ମୀ ଗୋଟି ଗୋଟି କରି ପୂରଣ କରିଥାନ୍ତି । ଏପରି ଘରକୁ ମା’ ଲକ୍ଷ୍ମୀ କେବେବି ତ୍ୟାଗ କରିନଥାନ୍ତି । ଆପଣଙ୍କ ଓ ଆପଣଙ୍କ ପରିବାରର ବହୁତ ଉନ୍ନତି ଘଟିବ ।

ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ରାହୁଦଶା ଲାଗି ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହେଉଥାଏ । ସେହି ବ୍ୟକ୍ତି ନିଜ ଗାଧୁଆ ପାଣିରେ ନୀମ ପତ୍ର ପକାଇ ସ୍ନାନ କରିବା ଉଚିତ । ତେବେ ଏଭଳି ଉପାୟ କରି ସ୍ନାନ କରିବା ଦ୍ଵାରା ରାହୁ ଦଶାରୁ ବହୁତ ଶୀଘ୍ର ମୁକ୍ତି ମିଳିଯାଇଥାଏ । ସୋମବାର ଦିନ ଶିବ ମନ୍ଦିର ପାଖରେ ନୀମ ଗଛ ଲଗାନ୍ତୁ । ଗଛ ଯେତେ ଯେତେ ବଢିବ, ବ୍ୟକ୍ତି ଭାଗ୍ୟର ଉନ୍ନତି ସେତେ ଅଧିକ ହେଉଥିବ ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏଥିସହ କମେଣ୍ଟରେ ଜୟ ମା’ ଲକ୍ଷ୍ମୀ ଅବଶ୍ୟ ଲେଖିକି ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button