20+ GK Quiz: ଏମିତି କେଉଁ ଶବ୍ଦ ଅଛି ଯେଉଁଥି ରେ ଫୁଲ, ଫଳ ଓ ମିଠା 3ଟି ର ନାମ ଆସିଥାଏ ? କେବଳ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇପାରିବେ ।

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।
ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- କେଉଁ ଦେଶରେ ମଦ ସେବନ କରିଲେ 25 ବର୍ଷ ଯାଏଁ ଦଣ୍ଡ ମିଳିଥାଏ ?
ଉତ୍ତର- ଇଜରାଇଲ ।
2- କେଉଁ ଫଳକୁ ଖାଇବା ପରେ ପ୍ରତେକ ଜିନିଷ ଦୁଇ ଗୁଣା ଦେଖାଯାଏ ?
ଉତ୍ତର- ମେନ ଫୃଟ ।
3- କୁକୁର କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉତ୍ତର- କ୍ୟୁବା ।
4- ସାପ ର ବିଷ ର ରଙ୍ଗ କେମିତି ହୋଇଥାଏ ?
ଉତ୍ତର- ହଳଦିଆ ।
5- ଗୋଟେ ହୱାଇ ଜାହାଜରେ କେତୋଟି ଚକା ଥାଏ ?
ଉତ୍ତର- 14ରୁ 22ଟି ।
6- କେଉଁ ଦେଶର ଲୋକେ ଭାରତକୁ କେବେ ବି ଆସନ୍ତି ନାହିଁ ?
ଉତ୍ତର- ନ୍ୟୁ ଟୁ ।
7- କେଉଁ ଦେଶକୁ ଭାରତର ଖଣ୍ଡା କୁହାଯାଏ ?
ଉତ୍ତର- ଇଜରାଇଲ ।
8- କେଉଁ ଦେଶ ପାଖରେ ଗୋଟେ ବି ପରମାଣୁ ଅସ୍ତ୍ର ନାହିଁ ?
ଉତ୍ତର- ବେଟିକନ ସିଟି ।
9- କେଉଁ ଜିନିଷକୁ ଆମେ ହୱାଇ ଜାହାଜ ରେ ନେଇ ପାରିବା ନାହିଁ ?
ଉତ୍ତର- ନଡିଆ ।
10- କେଉଁ ଦେଶରେ ପିଲା ଜନ୍ମ କରିଲେ ସରକାର ନାମକରଣ କରିଥାନ୍ତି ?
ଉତ୍ତର- ସିଙ୍ଗାପୁର ।
11- କେଉଁ ଦେଶର ସୁରକ୍ଷାର ଦାୟିତ୍ଵ ଭାରତର ଦେଶରେ ଅଟେ ?
ଉତ୍ତର- ଭୁଟାନ ।
12- ଜଣେ ବ୍ୟକ୍ତି ଗୋଟେ ଦିନରେ କେତେ ମିଟର ଚାଲିପାରେ ?
ଉତ୍ତର- 175 କିମି ।
13- ବିଶ୍ଵର କେଉଁ ବଳବାନ ବ୍ୟକ୍ତି ଲଢେଇ ରେ ସିଂହ କୁ ହରାଇଥିଲେ ?
ଉତ୍ତର- ସେଡୋ ।
14- ଦୁନିଆର ସବୁଠୁ ମହଙ୍ଗା ଚକୋଲେଟ ର ନାଁ କଣ ?
ଉତ୍ତର- ଗ୍ଲୋରିୟସ ।
15- କେଉଁ ଦେଶ ପୂରାପୂରି ପାଣିରେ ବୁଡିକି ଅଛି ?
ଉତ୍ତର- ନେବାଡା ।
16- କେଉଁ ଜୀବ ର ଦାନ୍ତ ନାହିଁ ?
ଉତ୍ତର- ପେମ୍ବିନ ।
17- ସାଇକେଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଭାରତ ।
18- ମଣିଷର କେତେ ପ୍ରକାରର ବ୍ଲଡ଼ ଗ୍ରୁପ ଅଛି ?
ଉତ୍ତର- 4ଟି ।
19- ଘୋଡା ଗୋଟେ ଦିନରେ କେତେ ଚାଲିପାରେ ?
ଉତ୍ତର- 50 କିମି ।
20- ଏମିତି କେଉଁ ଶବ୍ଦ ଅଛି ଯେଉଁଥି ରେ ଫୁଲ, ଫଳ ଓ ମିଠା 3ଟି ର ନାମ ଆସିଥାଏ ?
ଉତ୍ତର- ଗୋଲାପ ଜାମୁନ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।