IBN ଓଡ଼ିଶା ଏକ୍ସକ୍ଲୁସିଭ୍

GK- କେଉଁ ପତ୍ର ଖାଇବା ଦ୍ଵାରା ମସ୍ତିସ୍କ ତୀବ୍ର ହୋଇଥାଏ ? 15+ GK WITH ANSWERS

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଭାରତର ସବୁଠୁ ସୁନ୍ଦର ରାଜ୍ୟର ନାମ କଣ ?

ଉତ୍ତର- ଜାମୁ କାଶ୍ମୀର ।

2- ବନବାସ ଯିବା ସମୟରେ ଭଗବାନ ରାମଙ୍କର ବୟସ କେତେ ଥିଲା ?

ଉତ୍ତର- 27 ବର୍ଷ ।

3- କେଉଁ ରାଜା ନିଜ ଭଉଣୀ କୁ ବିବାହ କରିଥିଲେ ?

ଉତ୍ତର- ରାଜା ଦାହିର ।

4- ଭାରତର ଲୋକେ ସବୁଠୁ ଅଧିକ କେଉଁ ପରିବା ଖାଇଥାନ୍ତି ?

ଉତ୍ତର- ଆଳୁ ।

5- ଜଲେପି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଇରାନ ।

6- ଭାରତରେ ସବୁଠୁ ଶସ୍ତା ସୁନା କେଉଁଠି ମିଳେ ?

ଉତ୍ତର- କେରଳ ।

7- ମଣିଷର ମସ୍ତିସ୍କ ର ଓଜନ କେତେ ହୋଇଥାଏ ?

ଉତ୍ତର- 1400 ଗ୍ରାମ ।

8- କେଉଁ ଦେଶରେ ଶିକ୍ଷା ରେ ଏକ ନମ୍ବର ଅଛି ?

ଉତ୍ତର- କାନାଡା ।

9- କେଉଁ ଜୀବ ର ହାଡ ଅଧିକ ମଜବୁତ ହୋଇଥାଏ ?

ଉତ୍ତର- ବାଘ ।

10- ଲାଲ କିଲ୍ଲା ରୀ ମୋଟ କେତୋଟି ରୁମ ଅଛି ?

ଉତ୍ତର- 6ଟି ।

11- ମଣିଷର ଆଖି କେତେ ଦୂର ଯାଏଁ ଦେଖି ପାରିବ ?

ଉତ୍ତର- 20 କିମି ।

12- କେଉଁ ଜୀବ ଜନ୍ମ ହେବା ମାତ୍ରେ ମା କୁ ହରାଇଥାଏ ?

ଉତ୍ତର- ବିଛା ।

13- କେଉଁ ପଶୁ ର ମୁହଁ ରେ 14 ହଜାର ଦାନ୍ତ ଅଛି ?

ଉତ୍ତର- ହୱେଲ ।

14- କେଉଁ ରାଜ୍ୟର ଝିଅ ମାନେ କମ ପାଠ ପଢିଥାନ୍ତି ?

ଉତ୍ତର- ରାଜସ୍ଥାନ ।

15- ମହାଭାରତର ଯୁଦ୍ଧ କାହା ପାଇଁ ଆରମ୍ଭ ହୋଇଥିଲା ?

ଉତ୍ତର- ଦ୍ରୌପଦୀ ।

16- ମୃତ୍ୟୁ ପରେ ମଣିଷ ର ମସ୍ତିସ୍କ କେତେ ସମୟ ଯାଏଁ ଜୀବିତ ରହିଥାଏ ?

ଉତ୍ତର- 10 ମିନିଟ ।

17- ଲିପଷ୍ଟିକ ରେ କେଉଁ ପଶୁ ର ରକ୍ତ ମିସିଥାଏ ?

ଉତ୍ତର- ମେଣ୍ଢା ।

18- କେଉଁ ପତ୍ର ଖାଇବା ଦ୍ଵାରା ମସ୍ତିଷ୍କ ତୀବ୍ର ହୋଇଥାଏ ?

ଉତ୍ତର- ପାଳଙ୍ଗ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button