IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ଚାହୁଁଥିଲେ ଖାଆନ୍ତୁ ଏହି ଗଛର ପତ୍ର, ବୁଢ଼ା ଲୋକ ମଧ୍ୟ ଘୋଡା ଭଳି ଦୌଡ଼ିବେ- Health Tips

ଏହି ପତ୍ର ର ବ୍ୟବହାର ଦ୍ଵାରା କେବଳ ୧୦ ମିନିଟ ରେ ସମସ୍ତ ପ୍ରକାରର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ଉପଶମ ପାଆନ୍ତୁ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ କହିବୁ । ଯାହା ଦ୍ଵାରା ଆପଣ ନିଜର ଆଣ୍ଠୁ ଗଣ୍ଠି ର ଯନ୍ତ୍ରଣା ରୁ ଉପଶମ ପାଇ ପାରିବେ । ଏହି ଉପାୟ ଟି ପାଇଁ ଆପଣଙ୍କୁ ଟିକେ ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ଏହି ଉପାୟ ଟି ଦ୍ଵାରା ଆପଣ ନିଜର ଆଣ୍ଠୁ ରେ ହେଉଥିବା ଯନ୍ତ୍ରଣା, ଅଣ୍ଟା, କହୁଣି ଯନ୍ତ୍ରଣା ଏମିତିକି ଶରୀରର ଯେ କୌଣସି ଗଣ୍ଠି ରେ ଯନ୍ତ୍ରଣା ଅନୁଭବ ହେଉଛି ତା ହେଲେ ସେଥିରୁ ଉପଶମ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ଏହି ଉପାୟ ଟି ପାଇଁ ଆପଣଙ୍କୁ କେମିତି କଣ କରିବାକୁ ପଡ଼ିବ । ଏହି ଉପାୟ ଟି ପାଇଁ ଆପଣଙ୍କୁ ପ୍ରଥମେ ଏକ ଘୃତକୁମରି ଗଛ ର ପତ୍ର ନିଅନ୍ତୁ । ସାଧାରଣତଃ ଏହି ଅଲୋଭେରା ବା ଘି କୁଆଁରି ଗଛ ର ପତ୍ର ଆପଣଙ୍କୁ ସହଜ ରେ ମିଳିଯିବ । ଏହି ଘିକୁଆଁରି ଗଛର ବହୁତ୍ ପ୍ରକାରର ଔଷଧୀୟ ଗୁଣ ରହିଥାଏ ସେଥିପାଇଁ ଯଦି ଆପଣ ନିଜ ଘରେ ଏହି ଗଛ କୁ ଲଗାଇ ନାହାନ୍ତି ତାହେଲେ ଆପଣ ନିଜ ଘରେ ମଧ୍ୟ ଏହି ଗଛ କୁ ଲଗାନ୍ତୁ ।

ଆପଣ ପ୍ରଥମେ ଛୁରୀ ସାହାଯ୍ୟ ରେ ସେହି ଘୃତକୁମରି ପତ୍ରର ଉପର ଛେଲି କୁ ଛଡାଇ ଦିଅନ୍ତୁ ଏହା ପରେ ଏକ ଚାମଚ୍ ସାହାଯ୍ୟ ରେ ଆପଣ ତାହାର ଜେଲ କୁ ସେଥିରୁ ବାହାର କରି ଦିଅନ୍ତୁ ଏବୋମକ ପାତ୍ର ରେ ନେଇ ରଖି ଦିଅନ୍ତୁ ।

ଏହା ପରେ ଆପଣ ସେହି ଜେଲ କୁ ଚାମଚ୍ ରେ ଛେଚି ପାଣି କରି ଦିଅନ୍ତୁ । ଏହାପରେ ଆପଣଙ୍କୁ କିଛି ହଳଦୀ ଦରକାର । ହଳଦୀ ରେ ଆଣ୍ଟି ଅକ୍ସୀଡାଣ୍ଟ ଗୁଣ ଥିବା ସହ ଏହା ଆମ ଶରୀର କୁ ଯନ୍ତ୍ରଣା ରୁ ଉପଶମ ଦେଇଥାଏ । ଆପଣ ଏକ ଚାମଚ୍ ରେ ଅଧା ଚାମଚ୍ ହଳଦୀ ଗୁଣ୍ଡ ସେଥିରେ ପକାଇ ଦିଅନ୍ତୁ ।

ଏହା ପରେ ଆପଣ ସେଥିରେ ଏକ ଚାମଚ୍ ସୋରିଷ ତେଲ କୁ ପକାଇ ତାହାକୁ ଏକ ଚାମଚ୍ ସାହାଯ୍ୟ ରେ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହା ପରେ ଆପଣ ଅରଖ ଗଛ ର କିଛି ପତ୍ର ଆଣନ୍ତୁ । ସେହି ପତ୍ର ର ଦୁଇ ପାର୍ଶ୍ଵ ରେ ସୋରିଷ ତେଲ କୁ ଲଗାଇ ଦିଅନ୍ତୁ ଏହାପରେ ତାହାକୁ ଏକ ତାଉଆ ଉପରେ ରଖି ୧ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ।

ଏହାପରେ ଆପଣ ଆଗରୁ ପ୍ରସ୍ତୁତ କରିଥିବା ମିଶ୍ରଣ କୁ ଆପଣଙ୍କ ଶରୀରରେ ଯେଉଁ ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଛି ସେହି ସ୍ଥାନରେ ଭଲ ଭାବରେ ଲଗାଇ ମାଲିସ କରନ୍ତୁ । ଏହା ପରେ ଗରମ ହୋଇଥିବା ଅରଖ ପତ୍ର କୁ ଯେଉଁ ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନ ଉପରେ ରଖି ତାହାକୁ ଏକ କଟୋନ କପଡା ରେ ଭଲ ଭାବରେ ବାନ୍ଧି ଦିଅନ୍ତୁ ଯେମିତି ପବନ ପଶିବ ନାହିଁ । ଯଦି ଆପଣ ଏହିପରି ସେହି ସ୍ଥାନ ରେ ଏକ ସପ୍ତାହ ପର୍ଯ୍ୟନ୍ତ ରଖିବେ ତାହେଲେ ଆପଣଙ୍କ ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button