IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭୂଲରେ ମଧ୍ୟ ଏହି ୫ ଜଣଙ୍କୁ କରନ୍ତୁ ନାହିଁ ପ୍ରଣାମ, ନ ହେଲେ ପୁରା ବର୍ବାଦ ହେଇଯିବେ ଆପଣ – Chanakya Niti

ବନ୍ଧୁଗଣ, ଆମର ଭାରତୀୟ ସଂସ୍କୃତିରେ ସବୁବେଳେ ପିଲାଙ୍କୁ ଶିକ୍ଷା ଦିଆଯାଇଥାଏ ଯେ ବଡ ମାନଙ୍କୁ ନମସ୍କାର କରିବା ଉଚିତ। ଗୁରୁଜନଙ୍କୁ ସମ୍ମାନ ପ୍ରକଟ କରିବା ପାଇଁ।

କିନ୍ତୁ ସବୁ ସମୟରେ ନମସ୍କାର କରିବା ଉଚିତ ନୁହେଁ। ବାସ୍ତୁ ଅନୁସାରେ କିଛି ଏମିତି ସମୟ ଏବଂ ଏମିତି ବ୍ୟକ୍ତି ଅଛନ୍ତି ଯାହାକୁ ନମସ୍କାର କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବିଗିଡିଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

୧) ଏମିତି ଲୋକଙ୍କୁ ନମସ୍କାର କରିବା କଥା ନୁହେଁ, ଯେଉଁମାନେ ଅନ୍ୟ ଲୋକଙ୍କ ସହିତ ଖରାପ କରନ୍ତି, ଅନ୍ୟ ଲୋକଙ୍କୁ କ୍ଷତି ରେ ପକାନ୍ତି ଏବଂ ଅନ୍ୟର ଅମଙ୍ଗଳ କରନ୍ତି, କଷ୍ଟ ଦିଅନ୍ତି, ସେମାନଙ୍କୁ କେକେବି ନମସ୍କାର କରି ସମ୍ମାନ ଦେବା ଅନୁଚିତ।

୨) ଯେଉଁମାନେ କାହା ଅନ୍ତିମ ସଂସ୍କାରରେ ଆସିଥାନ୍ତି କିମ୍ବା କରିବାକୁ ଯାଉଛନ୍ତି, ସେମାନଙ୍କୁ ଅପବିତ୍ର ବୋଲି ଧରାଯାଏ। ଶାସ୍ତ୍ର ଏବଂ ଧର୍ମଗ୍ରନ୍ଥ ଅନୁଯାୟୀ ଅପବିତ୍ର ବ୍ୟକ୍ତିଙ୍କୁ କେବେବି ନମସ୍କାର କରିବା ଅନୁଚିତ।

୩) ମନ୍ଦିରରେ ପୂଜା ପାଇଁ ଆସିଥିବା ଲୋକ ଙ୍କୁ ପ୍ରଣାମ କରାଯାଏ ନାହିଁ। ସ୍ନାନ କରୁଥିବା ବ୍ୟକ୍ତିଙ୍କୁ କେବେବି ନମସ୍କାର କରିବା ଉଚିତ ନୁହେଁ। ଏହା ଆମର ଶିଷ୍ଟାଚାରର ବିରୋଧ ଅଟେ। ଏମିତି କରିବା ଦ୍ୱାରା ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ଅସହଜ ଅନୁଭବ ହୋଇପାରେ।

୪) କୌଣସି କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ କେବେବି ନମସ୍କାର କରିବା ଅନୁଚିତ। କାହିଁକିନା ପ୍ରଥମତଃ ତାଙ୍କ କାମରେ ବାଧା ଉପୁଜିଥାଏ ଏବଂ ଦ୍ୱିତୀୟରେ ତାଙ୍କୁ ଅସୁବିଧା ମଧ୍ୟ ହୋଇପାରେ। ଏମିତିରେ ତାଙ୍କ କାମ ସଫଳ ହୋଇପାରିନଥାଏ। ଭୋଜନ ଏବଂ ଶୟନ ମୁଦ୍ରା ରେ ଥିବା ଲୋକଙ୍କୁ ପ୍ରଣାମ କରନ୍ତୁ ନାହିଁ।

୫) ମୁର୍ଖ, ଦୁଷ୍ଟ ଆଚରଣ ବ୍ୟକ୍ତି କିମ୍ବା ମାନସିକ ରୂପରେ କପଟ ଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଦ୍ୱାରା ଆପଣଙ୍କ ସମ୍ମାନ ଉପରେ ଆଞ୍ଚ ଆସିଥାଏ। ଏହାସହିତ ଏମିତି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button