IBN ଓଡ଼ିଶା ବ୍ୟୁରୋ

ସୋରିଷ ତେଲରେ କେବଳ ଏହି 1 ଜିନିଷ ମିଶାଇ ଲଗାଇ ନିଅନ୍ତୁ, ଗୋଟି ଗୋଟି କେଶ ମୂଳରୁ ଏମିତି କଳା ହେଇଯିବ କି ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ

ଆପଣଙ୍କୁ ଆଜି ଆମେ ଏପରି ଏକ ପ୍ରାକୃତିକ ତେଲ ବନେଇକି ଦେଖେଇବି ଯାହାକୁ ଆପଣଙ୍କର କେସ ଜନିତ ସମାଶ୍ୟାକୁ ଅନେକ ଦୂର କରିଦବ । ଆପଣଙ୍କର କେଶକୁ ସବୁଦିନ ପାଇଁ କଳା ରଖିଥାଏ । ଏହାର ପ୍ରୟୋଗ ଦ୍ଵାରା କେସ ଝଡିବା ବନ୍ଦ ହୋଇଯାଇଥାଏ । ଆଉ ଆପଣଙ୍କର କେଶ ସାଇନ କରିବାକୁ ଆରମ୍ଭ କରିଦେଇଥାଏ । ଏହି ପ୍ରୟୋଗକୁ ନିହାତି କରିକି ଦେଖନ୍ତୁ ଯାହା ଦ୍ଵାରା କେଶ ଜନିତ ସବୁ ସମସ୍ୟା ଦୂର ହୋଇଯିବ । ଏହା ଆପଣଙ୍କର କେଶକୁ କଳା କରିବା ସହିତ କେଶକୁ ମଜବୁତ ମଧ୍ୟ କରିଥାଏ । ଚଲାନ୍ତୁ ଜାଣିବା ଆପଣ ଏହି ଉପଚାରକୁ କେମିତି ବନେଇବେ । ପ୍ରଥମେ ଆପଣ ୧୦୦ରୁ ୨୦୦ ଗ୍ରାମ ସୋରିଷ ତେଲ ନେବେ ।

ସୋରିଷ ତେଲ ବହୁ ପୁରାତନ କାଳରୁ ବ୍ୟବହାର ହୋଇକି ଆସୁଛି । ଆପଣ ସୋରିଷ ତେଲର ପ୍ରୟୋଗ କେଶ ପାଇଁ ନିହାତି କରନ୍ତୁ । ତାପରେ ଗୋଟେ ପାତ୍ରରେ ସୋରିଷ ତେଲ ଗରମ କରିବା ପାଇଁ ନିଅନ୍ତୁ । ତାପରେ କଳାଜୀରା ଆମ କେଶକୁ ମଜବୁତ କରିଥାଏ ଓ କେଶ ଝାଡିବାରେ ଅଟକାଇଥାଏ । ଏହା ଧଳା କେଶକୁ କଳା କରିବା ବହୁତ ଲାଭ ଦାୟକ ଅଟେ । କଳାଜୀରା କୁ ୨ ଚାମଚ ନେଇକି ତେଲରେ ଦେଇଦିଅନ୍ତୁ । ମେଥି ଦାନା ମଧ୍ୟ ଆମ କେଶ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ପୁଣି ଦୁଇ ଚାମଚ ମେଥି ଦାନା ନିଅନ୍ତୁ । ମେହେନ୍ଦୀ ଗୁଣ୍ଡ ମଧ୍ୟ ଧଳା କେଶକୁ କଳା ମଧ୍ୟ କରିବାରେ ସାହାଯ୍ୟ କରିଥାଏ । ସେହି ତେଲରେ ମେହେନ୍ଦି ଗୁଣ୍ଡ ଦୁଇଚମଚ ପକେଇ ଦିଅନ୍ତୁ । ତାପରେ ଅଳ୍ପ ଆଞ୍ଚରେ ତେଲରେ ଥିବା ଜିନିଷ ଗୁଡିକୁ ଗରମ କରି ନିଅନ୍ତୁ । ଏହା ୫ ମିନିଟ ପର୍ଯ୍ୟନ୍ତ କରନ୍ତୁ । ତାପରେ ତେଲ ହୋଇଯିବା ପରେ ତାହାକୁ ଥଣ୍ଡା କରି ନିଅନ୍ତୁ । ଏହି ତେଲକୁ ଗୋଟିଏ କାଚ ବୋତଲରେ ରଖିବେ ।

ଯାହାକି ବହୁତ ଦିନ ଧରି ରହିପାରିବ । ଥଣ୍ଡା ହୋଇସାରିବା ପରେ ଆପଣ ନିଜ କେଶରେ ସେହି ତେଲଟିକୁ ଲଗାନ୍ତୁ । ଏହା କେବଳ ସପ୍ତାହରେ ୩ ଥର ତେଲଟିକୁ ଲଗାନ୍ତୁ । ତେଲ ଲଗେଇ ସାରିବାରେ ୨ ରୁ ୩ ଘଣ୍ଟା ପରେ ଆର୍ୟୁର୍ବେଦିକ ଶ୍ୟାମପୁରେ ଚୁଟିକୁ ଧୋଇ ନିଅନ୍ତୁ । ଯଦି ଆପଣଙ୍କର କେଶଟି ଧଳା ଅଛି ତାହାକୁ ଆପଣ ସବୁଦିନ ଏହି ଉପାୟଟି କରିପାରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button