Jyotish Shastra- ଭଗବାନ ନିଜେ ଲେଖିଦେଲେ ଏହି ୫ ଟି ରାଶିର ଭାଗ୍ୟ, ୨୦୨୧ ରୁ ୨୦୩୦ ପର୍ଯ୍ୟନ୍ତ ସୁନା ଠାରୁ ବି ଅଧିକ ଚମକିବ ଏମାନଙ୍କ ଭାଗ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ବର୍ଷ ରେ ସମ୍ପୂର୍ଣ୍ଣ ୧୨ ଟି ରାଶିର ଗ୍ରହର ଚଳନ ରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ରେ କିଛି ରାଶି ଏଭଳି ଅଛନ୍ତି ଯେଉଁ ମାନେ ବହୁତ କିଛି ପାଇବେ
ଏବଂ କିଛି ରାଶି ଏଭଳି ଅଛନ୍ତି ଯେଉଁମାନଙ୍କୁ ବହୁତ କିଛି ହରାଇବାକୁ ମଧ୍ୟ ପଡିପାରେ। ତେବେ ଆଜି ଆମେ ଆପଣ ମାନଙ୍କୁ ରାଶି ଚକ୍ର ର ଏମିତି ୫ଟି ରାଶି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ମେଷ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାତାପିତା ଙ୍କ ଆଶୀର୍ବାଦ ରେ ସମସ୍ତ କ୍ଷେତରେ ସଫଳତା ହାସଲ କରିବେ।ଚୋର ଭୟ ଯୋଗୁଁ ସାବଧାନ ର ସହିତ ଚଳନ୍ତୁ। ତୀର୍ଥ ଦର୍ଶନ ର ଯୋଗ ମଧ୍ୟ ରହିଛି।ବ୍ୟବସାୟ ରେ ଲାଭବାନ ହେବେ।
୨ . ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କର୍ମ କ୍ଷେତ୍ରରେ ମଧ୍ୟ ସଫଳ ହେବେ। ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ। ମହିଳା ମାନେ ପ୍ରଶଂସନୀୟ ହେବେ। ମହିଳା ମାନଙ୍କ ପାଇଁ ଏହି ସମ୍ପୂର୍ଣ୍ଣ ବର୍ଷ ଅନୁକୂଳ ରହିବ। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାରିବାରିକ ଜୀବନ ସୁଖମୟ ହେବ। କର୍ମ କ୍ଷେତ୍ରରେ ଲାଭବାନ ହେବେ। । ପାରିବାରିକ ଜୀବନରେ ବହୁତ ଖୁସି ମିଳିବ ।
୩ . ସିଂହ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କର୍ମ କ୍ଷେତ୍ରରେ ପଦୋନ୍ନତି ହାସଲ ହେବ। ମହିଳା ଓ ବିଦ୍ୟାର୍ଥୀ ମାନେ ଆନନ୍ଦ ରେ ସମୟ ଅତିବାହିତ କରିବେ। ମହିଳା ଓ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଅନୁକୂଳ ସମୟ ଅଟେ। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ କୃଷି କ୍ଷେତ୍ରରେ ଲାଭ ମିଳିବ। ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଧର୍ମ କାର୍ଯ୍ୟ ରେ ଆଗ୍ରହ ବଢ଼ିବ। ବେରୋଜଗାର ମାନଙ୍କୁ ରୋଜଗାର ମିଳିବ ।
୪. ବିଛା ରାଶି- ଏହି ରାଶିର ବ୍ୟକ୍ତି ବିଶେଷ କର୍ମ କ୍ଷେତ୍ରରେ ଲାଭବାନ ହେବେ। ଶାରୀରିକ ସୁସ୍ଥତା ରହିବ। ପାରିବାରିକ ଜୀବନ ସୁଖମୟ ହେବ। ମହିଳା ଓ ବିଦ୍ୟାର୍ଥୀ ମାନେ ଆନନ୍ଦିତ ରହିବେ। ଛାତ୍ରମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ସମାଜରେ ମାନ ସମ୍ମାନ ମିଳିବ । ବ୍ୟବସାୟରେ ଭଲ ଧନ ଲାଭ କରିବେ ।
୫. କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିଙ୍କୁ ସମାଜରେ ମାନ ସମ୍ମାନ ମିଳିବ । ଜୀବନରେ ବହୁତ ଖୁସି ମିଳିବ । ଦାମ୍ପତ୍ୟ ଜୀବନରେ ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ସନ୍ତାନଙ୍କ ତରଫରୁ କୌଣସି ଖୁସି ଖବର ମିଳିବ । ଆର୍ଥିକ ସ୍ଥିତିରେ ଉର୍ଣ୍ଣତି ହେବ । କୌଣସି ଅଟକି ରହିଥିବା କାର୍ଯ୍ୟ ଅତି ସହଜରେ ହୋଇଯିବ । ବ୍ୟବସାୟରେ ଭଲ ଲାଭ ମିଳିବ । ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ଼ ହେବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ ।