ବନ୍ଧୁଗଣ ହିନ୍ଦୁ ଧର୍ମରେ କେତେକ ପଶୁପକ୍ଷୀ ଙ୍କୁ ପୂଜନୀୟ ମାନା ଯାଇଛି । ଏହି ପଶୁପକ୍ଷୀଙ୍କ ଦେବତାଙ୍କ ବାହନ ରୂପରେ ମାନା ଯାଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ପଶୁପକ୍ଷୀ ଘରକୁ ଆସିବା ଶୁଭ ସଂକେତ ହୋଇଥାଏ । ଏହା ପଛରେ ବୈଜ୍ଞାନିକ ଓ ଶାସ୍ତ୍ରୀୟ କାରଣ ଅଛି । ଶାସ୍ତ୍ର ଅନୁଯାୟୀ କିଛି ପଶୁପକ୍ଷୀ ବାତାବରଣରେ ଥିବା ପଜେଟିଭକୁ ଅନୁଭବ କରିଥାନ୍ତି । ଏହି କାରଣ ପାଇଁ ପଶୁପକ୍ଷୀ ସେମିତି ଘରକୁ ଯିବାକୁ ପସନ୍ଦ କରନ୍ତି ଯେଉଁଠି ବାତାବରଣ ଶୁଦ୍ଧତା ଥିବ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ପଶୁପକ୍ଷୀ ଗୃହକୁ ଆସିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ୧- ମୂଷା : ମୂଷା ଭଗବାନ ଗଣେଶଙ୍କ ବାହନ ଅଟେ କିନ୍ତୁ ଅଧିକ ସଂଖ୍ଯାରେ ମୂଷା ଘରେ ରହିଲେ ଘର ଲୋକଙ୍କ ବୁଦ୍ଧିର ବିନାଶ ଓ ନେଗେଟିଭ ଚିନ୍ତାର କାରକ ହୋଇଥାଏ । ମୂଷା ଘରକୁ ଆସିବା ଅଶୁଭ ହେବା ସହ ଏହା ରୋଗ ବ୍ୟାପିବାର କାରଣ ହୋଇଥାଏ । You may like Do This For 15 Minutes A Day And Earn ₹84,000 Daily Passive Income बालों को तेजी से 1 हफ्ते में दोबारा उगाने का सर्वश्रेष्ठ तरीका Alpha Hair Oil असहनीय घुटने के दर्द से जुझ रहे हैं? सिर्फ इसे आजमाऐं Alpha Pain Relief Oil रेखा की यादगार फिल्मों का सफर जो आपको जरूर देखना चाहिए Herbeauty ୨- ଚୁଚୁନ୍ଦ୍ରା ; ଚୁଚୁନ୍ଦ୍ରା ଘରେ ରହିଲେ ବହୁତ ଶୁଭ ହୋଇଥାଏ । କୁହାଯାଏ ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାଏ ସେଠାରେ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ଯେଉଁ ବ୍ଯକ୍ତିର ଚାରିପଟେ ଚୁଚୁନ୍ଦ୍ରା ବୁଲି ପଡେ ତାର ଭାଗ୍ୟ ଉଦୟ ହୋଇଥାଏ । ଯେଉଁ ଘରର ଚାରି ପଟେ ଚୁଚୁନ୍ଦ୍ରା ବୁଲିଥାଏ ସେଠାରେ ବହୁତ ଜଲ୍ଦି ଉନ୍ନତି ହୋଇଥାଏ । ୩- ବୁଢିଆଣୀ : ବୁଢିଆଣୀ ଜାଲ ଘରେ ହେବା ଶାସ୍ତ୍ର ଅନୁଯାଯୀ ଅଶୁଭ ଅଟେ । ତେଣୁ ବୁଢିଆଣୀ ଜାଲ ଘରେ ଦେଖାଗଲେ ତୁରନ୍ତ ହଟାଇ ଦିଅନ୍ତୁ । ଏହା ଜୀବନରେ ଉନ୍ନତିକୁ ଅଟକାଇଥାଏ । More Cool Stuff Do This For 15 Minutes A Day And Earn ₹84,000 Daily Passive Income बालों को तेजी से 1 हफ्ते में दोबारा उगाने का सर्वश्रेष्ठ तरीका Alpha Hair Oil असहनीय घुटने के दर्द से जुझ रहे हैं? सिर्फ इसे आजमाऐं Alpha Pain Relief Oil रेखा की यादगार फिल्मों का सफर जो आपको जरूर देखना चाहिए Herbeauty ୪- ମହୁମାଛି : ଏମିତି କୁହାଯାଏ ମହୁମାଛି ବସା ଘରେ ରହିଲେ ଅଶୁଭ ହୋଇଥାଏ । ତେଣୁ ଘରେ ଏହା ରହିଲେ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ମହୁମାଛି ବସାରେ ଅଗଣିତ ଛେଦ ଥାଏ । ଯାହା ଜୀବନକୁ ବରବାତ ଆରିବାର ସୂଚନା ଦେଇଥାଏ । ୫- ପ୍ରଜାପତି : ପ୍ରଜାପତି ଗୃହକୁ ଆସିବା ସୌଭାଗ୍ୟର ପ୍ରତୀକ ଅଟେ । କୁହାଯାଏ ପ୍ରଜାପତି ଘରେ ବାରମ୍ବାର ଦେଖାଗଲେ ଶୁଭ ଘଟଣାର ସୂଚନା ଦେଇଥାଏ । ଜୀବନକୁ ଅଧିକ ସୁନ୍ଦର ବନାଇଥାଏ ପ୍ରଜାପତି । ୬- ବିଛା : ଯଦି ସ୍ଵପ୍ନରେ କଳା ବିଛା ଦେଖାଏ ତେବେ ସଙ୍କଟ ଆସିବାର ସୂଚନା ଦେଇଥାଏ । କଳା ବିଛା ଯିବାର ଘରେ ଦେଖାଗଲେ ମା ଲକ୍ଷ୍ମୀଙ୍କ ଯିବାର ସୂଚନା ମିଳିଥାଏ । ୭- ଭଉଁରୀ : ଯଦି ଆପଣଙ୍କ ଭଉଁରୀ ଦେଖାଯାଏ ଏବେ ଆପଣଙ୍କ ଖରାପ ସମୟ ଯିବାର ପ୍ରତୀକ ହୋଇଥାଏ । ଏହା ଶୁଭ ସଂକେତ ନେଇକି ଆସିଥାଏ । ତେଣୁ ଏହାକୁ ମାରନ୍ତୁ ନାହି । ୮- ଝିଟିପିଟି : ଦୀପାବଳି ଦିନ ଝିଟିପିଟି ଦେଖାଯାଏ ନାହି । ଯଦି ଦୀପାବଳିରେ ଝିଟପିଟି ଦେଖନ୍ତୁ ତେବେ ମା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି । ୯- ପିମ୍ପୁଡି : ନାଲି ପିମ୍ପୁଡି ଅଧିକ ଦେଖାଗଲେ ଅଶୁଭ ହେବା ସହ କଳହ ହୋଇଥାଏ । କଳା ପିମ୍ପୁଡି ଦେଖାଗଲେ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ବିଷୟ ବସ୍ତୁ ନେଇ ଆସିଛୁ । ଏଭଳି ଟପିକ ଆମେ ଆପଣଙ୍କ ପାଇଁ ପୂର୍ବରୁ ମଧ୍ୟ ନେଇ ଆସିଥିଲୁ । କିନ୍ତୁ ଏହା ଭିନ୍ନ ଅଟେ । ଏଥିପାଇଁ ଆମେ ଆପଣଙ୍କୁ ୩ଟି ରଙ୍ଗର ସ୍ଵସ୍ତିକ ଚିହ୍ନ ଦେଖାଇବୁ । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଆପଣ କାହାର ନାମ ଭାବି ବା ଈଶ୍ବରଙ୍କ ନାମ ନେଇ ୩ଟି ରଙ୍ଗର ସ୍ଵସ୍ତିକ ଚିହ୍ନ ମଧ୍ୟରୁ ଗୋଟିଏ ବାଛନ୍ତୁ ।

ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ କଥା । ୧- ପ୍ରଥମ ସ୍ଵସ୍ତିକ : ଯଦି ଆପଣ ପ୍ରଥମ ରଙ୍ଗର ସ୍ଵସ୍ତିକ ବାଛିଛନ୍ତି ତେବେ ଆପଣ ଏବେ ଖରାପ ମଣିଷର ହାବୁଡରେ ପଡି ଯାଇଛନ୍ତି । ଯାହା କି ଆପଣ ଚିନ୍ତାରେ ଅଛନ୍ତି । କିନ୍ତୁ ଏହା କିଛି ସମୟ ପାଇ ପରେ ସବୁ ଠିକ ହୋଇଯିବ । ଶତ୍ରୁ ପ୍ରବଳ ଅଛନ୍ତି । ବନ୍ଧୁ ଦୂରେଇ ଯାଇଛନ୍ତି । ରାଜ କାର୍ଯ୍ୟରେ ଆପଣ ସଫଳତା ଲାଭ କରୁ ନାହାନ୍ତି ।
ସମସ୍ତ କର୍ମରେ ଲାଭ କମ କ୍ଷତି ଅଧିକ ମିଳୁଛି । ଯେତେ ପରିମାଣର ନିବେଶ କରିବେ କ୍ଷତି ସହିବାକୁ ପଡୁଛି । ପରିବାର ବର୍ଗ ଅଧିକ କ୍ଷତି କରାଉଛନ୍ତି । ଆପଣ ନିଜ ସ୍ତ୍ରୀଙ୍କ କଥା ଶୁଣୁ ନାହାନ୍ତି । କିନ୍ତୁ ଏହା ଭୁଲ ଅଟେ । ଯେଉଁ ଦିନ ଆପଣଙ୍କର ଶୁଭ ସମୟ ଆରମ୍ଭ ହେବ ସେଦିନ ମଙ୍ଗଳବାର ହୋଇଥିବ ।

୨- ଦ୍ଵିତୀୟ ସ୍ଵସ୍ତିକ : ଯଦି ଆପଣ ଦ୍ଵିତୀୟ ସ୍ଵସ୍ତିକ ଚୟନ କରିଛନ୍ତି ତେବେ ଆପଣଙ୍କର ମନ୍ଦ ଦଶା ବିଦାୟ ନେବା ପରେ ଶୁଭ ଦଶା ଆରମ୍ଭ ହେଉଛି । ତେଣୁ ଆପଣଙ୍କୁ ଶୋକାକୁଳ ସ୍ଥିତି ଦେଖିବାକୁ ପଡିବ ନାହି । ଯେଉଁ କାମ ହେଉ ନ ଥିଲା ତାହା ଏବେ ହେବାରେ ଲାଗିବ । ମିଳିମିଶି କାମ କରିଲେ ପୂରଣ ହେବ । ଯାହା ବି ମାନସିକ ଚିନ୍ତା ଆସୁଛି ତାହାର ଆପଣ ସହଜରେ ସମାଧାନ କରିବେ । କୌଣସି ସୋମବାରରେ ୫୦୦ ଗ୍ରାମା ଉସୁନା ଚାଉଳ, ବିରି, ୭ କେରା ଦୁବ ଗୋଟେ ଶଣ୍ଢ କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣ ଭାଗ୍ୟରେ ଉନ୍ନତି ନିଜେ ଦେଖିବାକୁ ଲାଗିବେ ।
୩- ତୃତୀୟ ସ୍ଵସ୍ତିକ : ଯଦି ଆପଣ ତୃତୀୟ ସ୍ଵସ୍ତିକ ଚୟନ କରିଛନ୍ତି ତେବେ ଏହାରି ଭିତରେ ଆପଣ ବହୁତ ଖର୍ଚ୍ଚାନ୍ତ ରେ ପଡି ଉବୁଡୁବୁ ହେଉଛନ୍ତି । କିଏ ଜାଣିଥିଲା ଆପଣଙ୍କ ପରି ସରଳ ଲୋକ ଏଭଳି ମାରାଣତ୍ମକ ସମସ୍ୟାରେ ପଡିବ ବୋଲି । ଆପଣ ଏପରି ଏକ ବିପଦରେ ପଡି ଯାଇଥିଲେ ଯାହାର ଭୟ ଏବେ ଯାଏଁ ମନରୁ ଯାଇପାରି ନାହି ।

ଗ୍ରହ ଦଶା ଆପଣଙ୍କୁ ମହା ବିପଦରେ ପୋଡିଲେ । ଅର୍ଥ ଅଭାବ ସାଙ୍ଗକୁ ପରିବାରରେ ଅପ୍ରିୟତା ଲାଗି ରହିଛି । ତେଣୁ ଟାଇଗର ମୁକ୍ତା ରତ୍ନ କୁ ସମିଳିତ କରି ରୋପ୍ୟ ମୁଦ୍ରିକାରେ କ୍ଷୀରରେ ପକାଇ ଧାରଣ କରନ୍ତୁ । ଏହା ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ ।




