IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ର ୫ ମିନିଟରେ ପୁରୁଣା ରୁ ପୁରୁଣା କାଶ ମଧ୍ୟ ସବୁଦିନ ପାଇଁ ମୂଳରୁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଟିପ୍ସ- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ।ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ।

ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ।

 

ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ।ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ।ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ।

କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ବହୁତ ପୁରୁଣା କାଶ ସମସ୍ୟା ଦୂର ହୋଇଯିବ।

ବନ୍ଧୁଗଣ ଆଜି ଆମେ ଯେଉଁ ଉପାୟ ଟି ଆପଣଂକୁ ଜଣାଇବାକୁ ଯାଉଛୁ ତାହା ବହୁତ ସହଜ ଅଟେ।ଏହା ଆମର କାଶ ସମସ୍ୟା କୁ ଦୁର କରିଥାଏ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ।ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ପ୍ରଥମ ଉପାଦାନ ଟି ହେଉଛି ଅଦା।ଅଦା ରୋଷେଇ ଘରୁ ଅତି ସହଜ ରେ ମିଳିଯାଇଥାଏ।ଅଦା ର ଚୋପା କୁ ଛଡାଇ ଦିଅନ୍ତୁ ଓ ଏହା ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।

ଦ୍ଵିତୀୟ ଆବଶ୍ୟକୀୟ ସାମଗ୍ରୀ ଟି ହେଉଛି ଲବଙ୍ଗ।ଫୁଲ ଲାଗିଥିବା ଲବଙ୍ଗ ରୁ ଚାରି କିମ୍ବା ପାଞ୍ଚ ଟି ନିଅନ୍ତୁ।ତୃତୀୟ ଆବଶ୍ୟକୀୟ ସାମଗ୍ରୀ ଟି ହେଉଛି ଦଶ ଟିଗୋଲମରିଚ।ଏହା ଆପଣଂକୁ ଆପଣଙ୍କ ରୋଷେଇ ଘରୁ ଅତି ସହଜ ରେ ମିଳିଯିବ।ଏହା ପରେ ବନ୍ଧୁଗଣ ଆପଣ ଏକ ତାୱା ନିଅନ୍ତୁ ଓ ଏଥିରେ ଲବଙ୍ଗ ଓ ଗୋଲମରିଚ କୁ ଭାଜନ୍ତୁ।ଏହାକୁ ସେତେବେଳ ପର୍ଯ୍ୟନ୍ତ ଭାଜିବେ ଯେତେବେଳ ପର୍ଯ୍ୟନ୍ତ ଏହା କଳା ନ ପଡିଛି।ଏହା ପରେ ଗ୍ୟାସ କୁ ବନ୍ଦ କରିଦିଅନ୍ତୁ ଓ ପୂର୍ବ ରୁ ଗରମ ଥିବା ସେହି ତାୱା ରେ ପୂର୍ବ ରୁ କାଟି ରଖିଥିବା ଅଦା କୁ ପକାଇ ଦିଅନ୍ତୁ।ଏହାକୁ ମଧ୍ୟ ହାଲୁକା ଭାବରେ ଶେକି ଦିଅନ୍ତୁ।

ଏହା ପରେ ଲବଙ୍ଗ ଓ ଗୋଲମରିଚ କୁ ଭଲ ଭାବରେ କୁଟି କୁଟି ଗୁଣ୍ଡ କରିଦିଅନ୍ତୁ।ଏହାପରେ ଠିକ ସେହିପରି ଅଦା କୁ ମଧ୍ୟ ଛେଚି ଦିଅନ୍ତୁ।ଯଦି ଆପଣ ଛଅ ମାସ ରୁ ଏକ ବର୍ଷ ମଧ୍ୟରେ ଥିବା ଶିଶୁ ଙ୍କ ର କାଶ ଭଳି ସମସ୍ୟା ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଗୋଲମରିଚ ଓ ଲବଙ୍ଗ ର ଗୁଣ୍ଡ ରୁ ଏକ ଚିମୁଟା ନେଇ ସେଥିରେ ଅଧା ଚାମଚ ମହୁ ପକାଇ ଏହା କୁ ଗୋଳାଇ ଦିଅନ୍ତୁ।ଏହାପରେ ତାହାକୁ ସେହି ଶିଶୁ ଙ୍କୁ ଚଟାଇ ଦିଅନ୍ତୁ।

ଯଦି ଆପଣ ୨୦ ବର୍ଷ କିମ୍ବା ତାହା ଠାରୁ ଅଧିକ ବୟସ ର ବ୍ୟକ୍ତି ଙ୍କୁ ଏହାକୁ ଖାଇବାକୁ ଦେଉଛନ୍ତି ତେବେ ଆପଣ ଏହି ଗୁଣ୍ଡ ରୁ ଅଧା ଚାମଚ ଓ ଅଦା ରୁ ପାଞ୍ଚ ବୁନ୍ଦା ଓ ମହୁ ରୁ ଏକ ଚାମଚ ନେଇ ମିଶାଇ ଦିଅନ୍ତୁ।ଏହାକୁ ସେବନ କରିବା ପରେ ଆପଣ ଦେଖିବେ ଆପଣଙ୍କର ଆଉ କାଶ ହେବ ନାହିଁ।ଏହା କାଶ ସହିତ ଥଣ୍ଡା ଭଳି ରୋଗ ରୁ ମଧ୍ୟ ରକ୍ଷା କରିଥାଏ।ତେବେ ଏହାକୁ ଆପଣ ନିଶ୍ଚୟ ପ୍ରସ୍ତୁତ କରନ୍ତୁ ଓ ସେବନ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button