ରାଜ୍ୟ
ପରିବାରରେ ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ – Ibnodisha

[ad_1]
ବରଗଡ: ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇ ମା, ଝିଅ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ ହୋଇଛି । ସୋହେଲା ଥାନା ମାଷ୍ଟରପଡାରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ବାପାଙ୍କ ମୃତ୍ୟୁ ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ସୂଚନା ମିଳିଛି । ମା, ଝଅଙ୍କ ଅବସ୍ଥା ସ୍ଥିର ଥିବା ବେଳେ ପୁଅକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ବର୍ଷକର ପିଲା ବାରମ୍ବାର କାନ୍ଦିବାରୁ ଗଳା ଚିପି ମାରି ଦେଲା ଦାଦା
[ad_2]




