IBN ଓଡ଼ିଶା ବ୍ୟୁରୋ

କଞ୍ଚାଲଙ୍କା ଖାଉଥିବା ଲୋକମାନେ ଥରେ ନିଶ୍ଚୟ ପଢି ନିଅନ୍ତୁ ଏହି ଖବର ନଚେତ ପରେ ହେବେ ହଇରାଣ- Health Tips

ଆମ ରୋଷେଇରେ ସ୍ୱାଦ ପାଇଁ ବ୍ୟବହୃତ ହେଉଥିବା କଞ୍ଚା ଲଙ୍କା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ବନ୍ଧୁଗଣ କଞ୍ଚା ଲଙ୍କା ଆମ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ ।

କିନ୍ତୁ ବହୁତ୍ ଲୋକ ଏହାର ସେବନ କରି ନଥାନ୍ତି । ଯଦି ଆପଣ ନିଜ ରୋଷେଇ ଘର ମଧ୍ୟରୁ ଗୋଟେ ଜିନିସ କୁ ଫୋପାଡି ଦେବେ ତାହେଲେ ଆପଣ ଦୂରେଇ ରହିବେ ଏହି ସବୁ ସମସ୍ୟା ରୁ ।

ସେହି ସମସ୍ୟା ସବୁ ହେଉଛି ମଧୁମେହ, ଥାଇରଏଡ଼ , ହୃତପିଣ୍ଡ ଜନିତ ସମସ୍ୟା, ସ୍କିନ୍ ସମସ୍ୟା , ଜଣ୍ଡିସ , କ୍ୟାନ୍ସର, ଉଚ୍ଚ ରକ୍ତଚାପ ଏହି ସବୁ ରୋଗ ରୁ ଆପଣ ଦୂରେଇ ରହିବେ । ସେହି ଜିନିଷ ଟି ହେଉଛି ନାଲି ରଙ୍ଗ ର ଲଙ୍କା ଗୁଣ୍ଡ । ଆୟୁର୍ବେଦ ରେ ଏହି ନାଲି ଲଙ୍କା କୁ ଜହର ବୋଲି କୁହାଯାଇଥାଏ । ଆୟୁର୍ବେଦ ରେ ଏହାର କିଛି ବର୍ଣ୍ଣନା ହିଁ ନାହିଁ । ଆୟୁର୍ବେଦ ରେ କଞ୍ଚା ଲଙ୍କା ଏବଂ ଗୋଲମରିଚ ର ଗୁଣ ବର୍ଣ୍ଣନା କରାଯାଇଛି ।

ଆୟୁର୍ବେଦ ରେ କଞ୍ଚା ଲଙ୍କା କୁ ଔଷଧ ବୋଲି କୁହାଯାଏ । ଏହି ନାଲି ଲଙ୍କା ୧୦୦୦ ବର୍ଷ ପୂର୍ବେ ଭାରତ ରେ ନଥିଲା । କିନ୍ତୁ ଯେବେଠୁ ମଣିଷ ଏହି ନାଲି ଲଙ୍କା କୁ ଖାଇବାକୁ ଆରମ୍ଭ କରୁଛି ସେହି ଦିନରୁ ମଣିଷ କୁ ବହୁତ୍ ପ୍ରକାରର ରୋଗ ସବୁ ଦେଖାଯାଇଛି । ନାଲି ଲଙ୍କା ଖାଇବା ଦ୍ଵାରା ଆମକୁ ମଧୁମେହ, ଥାଇରଏଡ଼ , ହୃତପିଣ୍ଡ ଜନିତ ସମସ୍ୟା, ସ୍କିନ୍ ସମସ୍ୟା , ଜଣ୍ଡିସ , କ୍ୟାନ୍ସର, ଉଚ୍ଚ ରକ୍ତଚାପ ଏହି ସବୁ ରୋଗ ହୋଇଥାଏ । କିନ୍ତୁ ଏହା ପରେ ଯଦି ଆମେ ଡକ୍ଟର ପାଖକୁ ଜାଉ ସେ ଆମକୁ ଏହି ସବୁ ରୋଗ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଔଷଧ ଦେଇଥାଏ କିନ୍ତୁ ଏହା ପଛରେ ଥିବା କାରଣ ତ ଗୋଟେ ।

ସେଥିପାଇଁ ଯଦି ଆମେ ଏହାର ପଛରେ ଥିବା କାରଣ କୁ ହଟାଇ ଦେବା ତାହେଲେ ଏହି ସବୁ ରୋଗ ରୁ ମୁକ୍ତି ପାଇବା । ଏହାର ସେବନ କରିବା ଦ୍ଵାରା କ୍ୟାନ୍ସର ଭଳି ରୋଗ ହୋଇନଥାଏ । ଆପଣ ନିଜର ଦୈନଦିନ ଜୀବନରେ ଏହି କଞ୍ଚା ଲଙ୍କା କୁ ଖାଦ୍ୟ ରୂପରେ ବ୍ୟବହାର କରନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ଵାରା ଆମ ଶରୀରରେ ଥାଇରଏଡ ହର୍ମନ୍ ନିୟନ୍ତ୍ରଣ ରେ ରହିଥାଏ ।

ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରିବେ ତାହେଲେ ଆପଣଙ୍କ ଶରୀରକୁ ବହୁତ୍ ମାତ୍ରା ରେ ଆଇରନ ମିଳିବ ଯାହା ଫଳରେ ମଧ୍ୟ ଆପଣଙ୍କ ରକ୍ତ ସଫା ରହିବ ଏବଂ ଆପଣଙ୍କ ଚୁଟି ମୂଳ ରୁ ବହୁତ୍ ଶକ୍ତ ହେବ ଆଉ ଝଡିବ ନାହିଁ।

ଆପଣଙ୍କୁ ଏହି ସବୁ ପାଇଁ ଭିନ୍ନ ଭିନ୍ନ ଔଷଧ ନା ଖାଇ ଆପଣ ନିଜ ରୋଷେଇ ଘରୁ ଏହି ନାଲି ଲଙ୍କା କୁ ଫୋପାଡି ଦିଅନ୍ତୁ ଏହି ସବୁ ରୋଗ ଧୀରେ ଧୀରେ ଦୂର ହୋଇଯିବ । ଆପଣ ନିଜ ଖାଦ୍ୟ ରେ କଞ୍ଚା ଲଙ୍କା ର ବ୍ୟବହାର କରନ୍ତୁ ଅଥବା ଗୋଲମରିଚ ର କାହିଁକି ନା ଏଇଟା ଆମ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ ।

ଏହାକୁ ସେବନ କରିବା ଦ୍ୱାରା ଶରୀରର ମୋଟା ପଣ ମଧ୍ୟ ବହୁତ୍ ଜଲ୍ଦୀ କମିବା କୁ ଲାଗିଥାଏ । ଏହାକୁ ସେବନ କରିବା ଦ୍ଵାରା ଲଙ୍କା ଖାଇବା ଦ୍ଵାରା ଆମ ଶରୀର କୁ ବହୁତ୍ ପ୍ରକାରର ଭିଟାମିନ ମିଳିଥାଏ ,ଆମ ଖାଦ୍ୟ ଯଦି ହଜମ ହୋଇଯାଇଥାଏ , ଆମ ଆଖିର ଶକ୍ତି ବଢିଥାଏ , ଏହା ଧାତୁ ସାର ମଧ୍ୟ ଦେଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button