IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସକାଳେ ୪ଟି ଗୋଡ, ଦ୍ଵିପହାରାରେ ୨ଟି ଗୋଡ ଓ ସନ୍ଧ୍ୟାରେ ୩ଟି ଗୋଡରେ ଚାଲେ, ତାହା କଣ ? ଏହା ସହ ଆହୁରି 9 GK Questions & Answers

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇଥାଏ, କାରଣ ଏହାକୁ ପାସ କରିବା ପାଇଁ ବହୁତ କଷ୍ଟ ହୋଇଥାଏ । ଏହା ମଧ୍ୟ ବହୁତ କଠିନ ପରୀକ୍ଷା ହୋଇପାରେ ।

ଯଦି କେହି କିଏ ପସବି କରିଯାଏ ତାପରେ ଆଇଏଏସ ଇଣ୍ଟରଭିଉରେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ । ଏଥିରେ ପାସ କରିବା ଆପଣଙ୍କ ପକ୍ଷେ କିଛି ଖାସ ଟ୍ୟାଲେନ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୁ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ବ ବି ପରୀକ୍ଷା କରାଯାଇଥାଏ ।

ସେ କିଏ ଯିଏ ମୁକ ବଧିର ଓ ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କହେ ?

ଉତ୍ତର :- ଆଇନା

ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଇଥାଏ ?

ଉତ୍ତର :- ଅନ୍ଧ ଲୋକଙ୍କ ବାଡି


ସେ କେଉଁ ଫୁଲ ଯାହା କେବେ ହେଲେ ଫୁଟି ନଥାଏ

ଉତ୍ତର :- ଅପ୍ରେଲ ଫୁଲ

ସେ କେଉଁ ଡ୍ରାଇଭର ଯାହାକୁ ଲାଇସେନ୍ସ ଦରକାର ହୁଏ ନହିଁ ?

ଉତ୍ତର :- ସ୍କ୍ରୋ ଡ୍ରାଇଭର

ଫୁଲ ନହେଲେ ବି ବଶ୍ନା ହୁଏ ଈର୍ଷା ନଥିଲେ ବି ଜଳିଥାଏ ତାହା କଣ ?

ଉତ୍ତର :- ଧୂପ କାଠି

ଟିକି ବାଛୁରି ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା ଏହାର ଉତ୍ତର କଣ ?

ଉତ୍ତର :- ଛୁଞ୍ଚି ସୂତା


ଗଛ ଲଗାଇଲି ଫଳିବା ପାଇଁ ଫଳିଲା ହେଲେ ଝଡିଲା ନହିଁ

ଉତ୍ତର :- ଭେଣ୍ଡି

ରାମୁଙ୍କ ବାପାଙ୍କ ତିନି ପୁଅ । ପ୍ରଥମଟିର ନାମ ଜୁନ, ଦିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କଣ ?

ଉତ୍ତର :- ରାମୁ

୬ ଜଣ ଲୋକ ୬ ଟି ଅମ୍ବୁଜ ୬ ମିନିଟରେ ଖାଆନ୍ତୁ, ତେବେ ୬୦ ଜଣ ଲୋକ ୬୦ ଟି ଆମ୍ବକୁ କେତେ ମିନିଟରେ ଖାଇବେ ?

ଉତ୍ତର :- ୬ ମିନିଟ

ସକାଳେ ୪ ଟି ଗୋଡ, ଦ୍ଵଇପ୍ରହରରେ ୨ ଟି ଗୋଡ ଓ ସନ୍ଧ୍ୟାରେ ୩ ଟି ଗୋଡରେ ଚାଲେ, ତାହା କଣ ?

ଉତ୍ତର :- ଶୈଶବ, ଯୌବନ, ଓ ବାର୍ଦ୍ଧକ୍ୟ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button