IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଉ କେତେ କଷ୍ଟ ଦେବ ପ୍ରଭୁ! “ବଞ୍ଚିଥାଇ ବି ଶବ ଭଳି ବିତୁଛି Anubhavଙ୍କ ଜୀବନ”… ପୁରୁଷ ସୁରକ୍ଷା ସଂଗଠନ ସଭାପତି ଦେଲେ ବଡ ବୟାନ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଦୀର୍ଘ ସମୟ ହେବ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା ଓଡିଶା ହାଇ କୋର୍ଟ ରେ ଚାଲିଛି ଯାହାର ଏ ଯାଏଁ କୌଣସି ବି ସମାଧାନ ହୋଇପାରୁ ନାହି । ତେବେ ଏହାରି ମଧ୍ୟରେ ଅନେକ ଅନୁଭବଙ୍କୁ ସପୋର୍ଟ କରୁଛନ୍ତି ଆଉ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଗତ କିଛି ସମୟ ହେବ ଅନୁଭବଙ୍କୁ ନେଇ ପୁରୁଷ ସଂଘଠନ ର ସଭାବପତି ଏକ ବଡ ବୟାନ ଗଣମାଧ୍ୟମରେ ଦେଇଛନ୍ତି । ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟରେ । ଦେହରେ ଜୀବନ ଅଛି କିନ୍ତୁ ନିଶ୍ଵାସ ନାହି । ଆଖି ଆସି ହେଲେ ସ୍ଵପ୍ନ ନାହି । ନୀତି ମରି ମରି ଜୀବନ ବଞ୍ଚୁଛନ୍ତି ବାବୁ ଅନୁଭବ । ହଁ ଦର୍ଶକ ବନ୍ଧୁ ଏମିତି କିଛି ମତ ଆଖିଛନ୍ତି ପୁରୁଷ ସଂଘଠନ ର ସଭାପତି ।

ଆଉ କହିଛନ୍ତି ଯେ ଅନୁଭବ ବାବୁ ଆମେ ଅଛୁ ତୁମ ପଛରେ । ଅନୁଭବ ମୁଁ ତୁମ ପଛରେ ଅଛି । ତୁମ ପଛରେ ଆମ ସଂଘଠନ ଅଛି । ତୁମ ପଛରେ ହଜାର ହଜାର ପୁରୁଷ ଅଛନ୍ତି । ଏମିତି ଶବ ଭଳି ବଞ୍ଚିବାର କିଛି ବି ଆବଶ୍ୟକତା ନାହି । ହଁ ଦର୍ଶକ ବନ୍ଧୁ ଯେତେବେଳେ ଅନୁଭବ ଙ୍କ ପାରିବାରିକ ବିବାଦ କୋର୍ଟ ରେ ଅଛି ଆଉ ଠିକ ସେତିକି ବେଳେ ଅନୁଭବ ଙ୍କ ସବୁ କିଛି ଯେମିତି ପାଣି ଫୋଟକା ପରି ଫାଟି ଯାଇଛି ।

ଏଇ ଗତ କିଛି ଦିନ ତଳେ ଅନୁଭବ ମହାନ୍ତି ଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥି ରେ ଅନୁଭବ କହିଥିଲେ ମୁଁ ମୋର ଜନ୍ମ ଦିନ ସେହି ଦିନ ପାଳିବି ଯେଉଁ ଦିନ ମୋର ବର୍ଷା ଙ୍କ ସହ ଡିଭୋର୍ସ ହେବ । ଆଉ ଅନୁଭବ ଙ୍କ ଏମିତି କଷ୍ଟ ଦେଖି ସତରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଦୁଖିତ । ଆଉ ଏତିକି ବେଳେ ସାମନା କୁ ଆସିଛନ୍ତି ପୁରୁଷ ସୁରକ୍ଷା ସଂଘଠନ ର ସଭାପତି ।

ସେ କହିଛନ୍ତି ଯେ “ମଣିଷ ଜୀବନ ଏମିତି ଆଜ୍ଞା ସେ ଯେତେ ବଡ ଲୋକ ହେଉ ବା ଭିଆଇପୀ ହେଉ ମଣିଷ ତାକୁ ଶବ ହିଁ କହିବେ । ଅନୁଭବ ମହାନ୍ତି ଏବେ ଯେଉଁ ସ୍ଥିତିରେ ଅଛନ୍ତି ଶବ ଠାରୁ 500 ଗୁଣା ଅଧିକା । ବଞ୍ଚିବାର ରାସ୍ତା ପାଉ ନାହାନ୍ତି । ନା ମରିପାରୁଛନ୍ତି ନା ବଞ୍ଚି ପାରୁଛନ୍ତି । ଦୁଖ କଷ୍ଟ ଫେଣ୍ଟି ଫେଣ୍ଟି ତାଙ୍କ ଶରୀର ଏକ ନିର୍ଜୀବ ପଥର ସ୍ଥାଳୁ ପାଲଟି ଗଲାଣି ।

ରାନୀ ପଣ୍ଡା ଯାହା ବି ନିସ୍ପତି ନେଇଛନ୍ତି ମୋ ମତରେ ସବୁଠାରୁ ବଢିଆ ହେବ କି ରାନୀ ପଣ୍ଡା ଅନୁଭବ ଙ୍କୁ ବିବାହ କରନ୍ତୁ । ଇସେସ କରି ପୁରୁଷ ସଂଘଠନ ସୁରକ୍ଷା ସଭାପତି ହିସାବ ରେ ଅନୁଭବ ଙ୍କ ପଛରେ ଆମେ ଅଛୁ, ଆମ ସଂଘଠନ ଅଛି, 10 ହଜାର ଲୋକ ଅଛନ୍ତି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button