ମନୋରଞ୍ଜନ

ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଗୋଲାପ ଓ ଜାଣନ୍ତୁ ଆପଣଙ୍କୁ ପ୍ରେମ ହୋଇଛି ନା କେବଳ ଆଟ୍ରାକ୍ସନ- Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ରଙ୍ଗର ଗୋଲାପ ଫୁଲ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ଗୋଲାପ ଫୁଲ ମଧ୍ୟରୁ ଯେ କୌଣସି ଗୋଟିଏ ଗୋଲାପ ଫୁଲ କୁ ବାଛିବାକୁ ପଡ଼ିବ .

ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ଗୋଲାପ ଫୁଲ ର ଚିତ୍ର କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ଗୋଲାପ ଫୁଲ ର ଛବି କୁ ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ନିଜ ପାର୍ଟନର ଙ୍କୁ ପ୍ରେମ କରୁଛନ୍ତି ଅଥବା ତାହା କେବଳ ଆଟ୍ରାକ୍ସନ୍ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ଗୋଲାପ ଫୁଲ ସମ୍ବନ୍ଧରେ ଯାହା ଧଳା ରଙ୍ଗର ଅଟେ । ତେବେ ଧଳା ରଙ୍ଗ ବହୁତ ହିଁ ସୁନ୍ଦର ଏବଂ ଶାନ୍ତି ର ପ୍ରତୀକ ଅଟେ । ଯଦି ଆପଣ ଧଳା ରଙ୍ଗର ଫୁଲ କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ସମ୍ପର୍କ ରେ ଥିବା ସମସ୍ତ ତିକ୍ତତା କୁ ଭୁଲି ବନ୍ଧୁତା ସ୍ଥାପନ କରିବାକୁ ଚାହାନ୍ତି ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା ଗୋଲାପ ଫୁଲ ସମ୍ବନ୍ଧରେ ଯାହା ଗୋଲାପୀ ରଙ୍ଗର ଅଟେ । ତେବେ ଯଦି ଆପଣ ଗୋଲାପୀ ରଙ୍ଗର ଗୋଲାପ ଫୁଲ କୁ ବାଛିଛନ୍ତି ଏହାର ଅର୍ଥ ଆପଣଙ୍କ ସମ୍ପର୍କ ବନ୍ଧୁ ଠାରୁ ବି ଅଧିକ ଗଭୀର । ଆପଣ ନିଜ ପାର୍ଟନର ଙ୍କୁ ନିଜର ଭଲ ପାଇବା ସମ୍ବନ୍ଧରେ କହିପାରୁ ନାହାନ୍ତି କିନ୍ତୁ ଆପଣଙ୍କ ମନରେ ତାଙ୍କ ପାଇଁ ବହୁତ ଭଲ ପାଇବା ରହିଛି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା ଗୋଲାପ ଫୁଲ ସମ୍ବନ୍ଧରେ ଯାହା ଲାଲ ରଙ୍ଗର ଅଟେ । ଲାଲ ରଙ୍ଗର ଗୋଲାପ ସତ ଭଲ ପାଇବା ର ପ୍ରତୀକ ଅଟେ । ତେବେ ଯଦି ଆପଣ ଲାଲ ରଙ୍ଗର ଗୋଲାପ ଫୁଲ କୁ ବାଛିଛନ୍ତି ଏହାର ଅର୍ଥ ଆପଣ ନିଜ ପାର୍ଟନର ଙ୍କୁ ହୃଦୟ ରୁ ଭଲ ପାଉଛନ୍ତି ଏବଂ ଯଦି ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କୁ ଲାଲ ରଙ୍ଗର ଗୋଲାପ ଫୁଲ ଦେଉଛନ୍ତି ତେବେ ଆପଣ ଏହା ଜାଣି ନିଅନ୍ତୁ ଯେ ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କୁ ହୃଦୟ ରୁ ଭଲ ପାଉଛନ୍ତି ।

୪. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୪ ରେ ଥିବା ଗୋଲାପ ଫୁଲ ସମ୍ବନ୍ଧରେ ଯାହା ହଳଦିଆ ରଙ୍ଗର ଅଟେ । ତେବେ ଯଦି ଆପଣ ହଳଦିଆ ରଙ୍ଗର ଗୋଲାପ ଫୁଲ କୁ ବାଛିଛନ୍ତି ଏହାର ଅର୍ଥ ଆପଣଙ୍କ ସଂପର୍କ ରେ ଏକ ଘନିଷ୍ଠ ବନ୍ଧୁତା ରହିଛି । ଆପଣଙ୍କ ବନ୍ଧୁତା ସତ ଅଟେ । ହୋଇପାରେ ଯେ ଆପଣଙ୍କ ଏହି ବନ୍ଧୁତା ଆଟ୍ରାକ୍ସନ୍ ମଧ୍ୟ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button