IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମିଳିଲା ପ୍ରମାଣ, ବଞ୍ଚିଛନ୍ତି ହନୁମାନ: ଯେବେ ଲୋକଙ୍କ ଡ୍ରୋନ କ୍ୟାମେରାରେ କଏଦ ହେଲେ ହନୁମାନ, ଦେଖନ୍ତୁ Video

ଭଗବାନ ହନୁମା ଜି ଙ୍କୁ ଜୀ-ବ-ନ୍ତ ଭଗବାନ ମଧ୍ୟ କୁହାଯାଏ । ଯେବେ ଠାରୁ ତାଙ୍କର ଜନ୍ମ ହୋଇଛି ସେବେ ଠାରୁ ତାଙ୍କ ପାଇଁ ସେ ନିଜେ ଏକ ସ୍ଵତନ୍ତ୍ର ସ୍ଥାନ କରିଛନ୍ତି । ସେ ସବୁ ବେଳେ ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଟ ବିବେଚିତ ହୁଅନ୍ତି ଏହାର କାରଣ ହେଉଛି ସେ ପ୍ରଥମେ ଏକ ବୀର ପୁରୁଷ ଅଟନ୍ତି ଦ୍ଵିତୀୟ ରେ ସେ ବୀର ପୁରୁଷ ହେବା ପରେ ମଧ୍ୟ ଭାଗବାନ ଙ୍କୁ ସବୁ ବେଳେ ଶ୍ରଦ୍ଧା କରନ୍ତି ତୃତୀୟ ସେ ସବୁ ବେଳେ ନିଜ ଭକ୍ତର ଡାକ ଶୁଣିଥାନ୍ତି ଓ ଚତୁର୍ଥ ରେ ସେ ଆଜି ଭି ନିଜ ଶରୀର ସହ ଜୀ-ବ-ନ୍ତ ଅଟନ୍ତି ।

ତାଙ୍କୁ ରାମ ଭକ୍ତ ମଧ୍ୟ କୁହାଜାଏ । ଆମେ ଯଦି ଦେଖିବା ପାଇ ଯିବା ତ ଭଗବାନ ହନୁମା ଜି ଙ୍କୁ ସଙ୍କଟ ମୋଚନ ମଧ୍ୟ କୁହ ଅଯାଇଛି ଏହାର ଅର୍ଥ ହେଉଛି ସେ ଉପସ୍ଥିତ ହେଲେ ସବୁ ସଙ୍କଟ ଦୂର ହୋଇଯିବ ।

ବ୍ରାମ୍ହାଣ୍ଡ ରେ ଇଶ୍ଵର ଙ୍କ ପରେ ଯଦି ଆଉ କିଛି ଶକ୍ତି ଅଛି ସେ ହେଉଛନ୍ତି ହନୁମାନ ଜି । ପରମ ବୀର ମହାବୀର ହନୁମାନ ଜି ଙ୍କ ଆଗରେ କେଉଁ ଭି ମାୟା ଭି ଶକ୍ତି ରହି ପାରିବ ନି । ତେବେ ଆଜି ଆମେ ଆପଣଙ୍କୁ କହିବା କି ଭଗବାନ ଆଜି କେଉଁ ଜାଗାରେ ଅଛନ୍ତି ଓ କେଉଁ ଜାଗାକୁ ସେ ଆସୁଛନ୍ତି ସେ ଆମକୁ କେଉଁ ସ୍ଥାନରେ ମିଳିବେ । ଯିଏ ଭି ଏହାଙ୍କୁ ନିଜ ଇଚ୍ଛା ଶକତି ରସହା ଡାକିବ ଭଗବାନ ତାକୁ ନିଶ୍ଚିତ ରୂପେ ଦେଖା ଦେବେ ଜେବହଳି ତୁଆଳଶୀ ଦାସଙ୍କୁ ଦେଖା ଦେଇଥିଲେ ସେହି ଭଳି ।

ତେବେ ହନୁମାନ ଜି ଅନେକ ଥର ନିଜ ଭକ୍ତ ମାନଙ୍କୁ କଲି ଯୁଗରେ ମଧ୍ୟ ରହିବାର ଆଭାସ ଦେଇଛନ୍ତି । ଏକ ରିସର୍ଚ ରୁ ଜଣା ପଡିଛି କି ଭଗବାନ ହନୁମାନ ଜି ପ୍ରତେକ ୪୧ ବର୍ଷରେ ଥରେ ଶ୍ରୀଲଙ୍କା ରେ ରହୁଥିବା ଆଦିବାଶି ମାନଙ୍କ ପାଖକୁ ଆସିକି ଦେଖା କରିଥାନ୍ତି । ଏହି ଘଟଣା ସେତୁ ଏସିଆ ଡଟ କମ ବେବ୍ସାଇଟ ରେ ପ୍ରକାଶ କରା ଯାଇଥିଲା ।

ତାଙ୍କ ଅନୁସାରେ ଏହି ଜଙ୍ଗଲ ରେ ରହୁଥିବା ଏଭଳି କିଛି ଆଦିବଶି ମାନେ ଅଛନ୍ତି ଯେଉଁ ମାନେ ତାଙ୍କୁ ଦେଖିଛନ୍ତି । ତେବେ ଦେଖିବା ପାଇଁ ଗଲେ ଏହି ଆଦିବାଶି ମାନଙ୍କ ଉପରେ ଅଧ୍ୟାନ କରୁଥିବା ଲୋକମାନେ କହିଛନ୍ତି କି ୨୦୧୪ ମଶିହାରେ ହନୁମାନ ଜି ଏମାନଙ୍କୁ ଦେଖା କରିବା ପାଇଁ ଆସିଥିଲେ ।

ଏବେ ସେ ଆଉ ୪୧ ବର୍ଷ ପରେ ଦେଖା କରିବା ପାଇଁ ଆସିବେ । କୁହାଯାଏ କି ଶ୍ରୀ ରାମ ଏନକେ ଦେହ ତ୍ଵାଗ ପରେ ହନୁମା ଜି ଦକ୍ଷିଣ ଭାରତ ରେ ଥିବା ଜଙ୍ଗଲ ରେ ରହୁଥିଲେ । ସେ ଏହା ପରେ ଶ୍ରୀ ଲଙ୍କା କୁ ଚାଲି ଆସିଥିଲେ । ସେଠାରେ ଯେଉଁ ଆଦିବାଶି ଥିଲେ ସେମାନେ ଭଗବାନ ଙ୍କ ଖୁବ ସେବା କରିଥିଲେ । ଭଗବାନ ସେହି ଠାରୁ ଯିବା ସମୟରେ ତାଙ୍କୁ କଥା ଦେଇ ଥିଲେ କି ପ୍ରତି ୪୧ ବର୍ଷ ରେ ଥରେ ସେ ନିଶ୍ଚିତ ଆସିବେ ବୋଲି । ଏହି ଆଦିବାଶି ମାନକ ମୁଖିଆ ସବୁ ପ୍ରକାର କଥାକୁ ଏକ ଖାତାରେ ଲେଖି ରଖନ୍ତି । ଯେଉଁ ଥିରୁ ଏହି ପୁରା ସତ୍ୟ ଜଣା ପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button