IBN ଓଡ଼ିଶା ବ୍ୟୁରୋ

କଣ କିନ୍ନର ମାନଙ୍କ ଅଭିଶାପ ବା ଆଶୀର୍ବାଦରେ ସତରେ ପ୍ରଭାବ ଥାଏ ?

ଆମ ସମାଜରେ ଦେଖବା ପାଇଁ ଗଲେ କିନ୍ନର ମାନଙ୍କୁ ଆଜି ଭି କିଛି ଲୋକ ମାନେ ସ୍ଵୀକାର କରି ପାରୁ ନାହାନ୍ତି । ଯଦି ଆମେ ଦେଖିବା ପାଇଁ ଜୀବ ଆନେକ ଲୋକ ମାନେ ଏମାନଙ୍କୁ ନିଜ ଘରକୁ ସବୁ ପ୍ରକାର ପର୍ବ ପର୍ବାଣି ରେ ନିମନ୍ତ୍ରଣ କରିବା ବେଳେ । କିଛି ଜଣ ଏମାନଙ୍କୁ ମନରୁ ସ୍ଵୀକାର କରି ନଥାନ୍ତି । ତେବେ ଏହା ଆମ ପାଇଁ ନୁହେଁ ସାରା ମାନବ ପାଇଁ ଏକ ଦୁଃଖଦ ଘଟଣା । ଏମାନଙ୍କୁ ନେଇକି ମାନ୍ୟତା ଅଛି କି ଏମାନେ ଯାହାକୁ ଭି କିଛି ଅଭିଶାପ ଦେଇ ଥାନ୍ତି ସେମାନେ ନିଶ୍ଚିତ ଭାବେ ଫଳ ପ୍ରଦ ହୋଇ ଥାଏ ।

ଏମାନେ ଯେଉଁ ମାନଙ୍କୁ ଭି ଆଶୀର୍ବାଦ ଦେଇଥାନ୍ତି ସେମାନଙ୍କ ଜୀବନ ରେ ଖୁଶି ଆସି ଯାଇଥାଏ । ତେବେ ଏହା କଣ ସତ୍ୟ ଅଟେ ? ଏହାର କାରଣ କଣ ଅଟେ । ଆସନ୍ତୁ ଜାଣିବା ଏହା ପଛରେ କଣ ରହଶ୍ୟ ଅଛି । ଆସନ୍ତୁ ଜାଣିବା ।

ଶାସ୍ତ୍ର ଅନୁସାରରେ କୁହା ଯାଇଛି କି ବ୍ରହ୍ମା ଙ୍କ ର ଛାୟା ମାନେ ତାଙ୍କର ବୁଢା ଆଙ୍ଗୁଳି ରୁ ସୃଷ୍ଟି ହୋଇ ଥାଏ । ଆଉ ଏକ କଥା କୁହା ଯାଇଛି କି ଅରିଷ୍ଟା ଓ କାଶ୍ୟପ ରୁଷୀ ଙ୍କ ଆଦି ଜନକ ଥିଲେ । କୁହା ଯାଏ କି ଯଦି ଶକ୍ତି ଅଧିକ ଥାଏ ତେବେ ପୁତ୍ର ହୁଏ ଓ ଯଦି ରକ୍ତ ଅଧିକ ଥାଏ ତେବେ କନ୍ୟା ସନ୍ତାନ ହୋଇ ଥାଏ ।

ଯଦି ରକ୍ତ ବୀର ସବୁ ଏକା ସହ ରହିବ ତେବେ କିନ୍ନର ଜନ୍ମ ହୋଇବେ । କିନାର ମାନେ ହିମାଳୟ ରେ ରହୁଥିଲେ ସେମାନେ ଶିବ ଭଗବାନ ଙ୍କ ବଡ ଭକ୍ତ ହୋଇ ଥାନ୍ତି । ଏହା ସହ ସେମାନେ ଦେବତା ମାନଙ୍କ ର ବଡ ଭକ୍ତ ମଧ୍ୟ ଅଟନ୍ତି । ଏମାନେ ଗନ୍ଧର୍ବ ଓ ଅପସରା ମାନଙ୍କ ଭଳି ନାଚି ଥାନ୍ତି । ଚିତ୍ର ରଥ ସେମାନଙ୍କ ସେନାପତି ଥିବା । ଏମାନଙ୍କ ଅଭିଶାପ ଓ ଆଶୀର୍ବାଦ ପଛରେ ରାମଙ୍କ ଆଶୀର୍ବାଦ ଅଛି ।

ଯେତେବେଳେ ରାମଚନ୍ଦ୍ର ବନ ବାସ ଯାଇ ଥିଲେ । ସେତେବେଳେ ଭଗବାନ ନିଜ ରାଜ୍ୟ ଛାଡି ବନବାଶ ଚାଲି ଯାଇଥିଲେ ସେତେବେଳେ ତାଙ୍କୁ ଅଟକାଇବା ପାଇଁ ଭଗବାନ ଙ୍କ ସାନ ଭାଇ ଭରତ ତାଙ୍କ ସହ ରାଜ୍ୟ ବାଶି ଙ୍କୁ ନିଜ ସହ ନେଇ ରାମ ଭଗବାନ ଙ୍କୁ ମନେଇବା ପାଇଁ ଯାଇଥିଲେ । କିନ୍ତୁ ଏହା ପରେ ରାମ ସଭ୍ୟ ଙ୍କୁ ଚାଲି ଜୀବା ପାଇଁ ବୁଝେଇ ଦେଇଥିଲେ । କିନ୍ତୁ କିନ୍ନର ମାନଙ୍କ ପାଇଁ କିଛି ଆଦେଶ ନଥିବା ରୁ ସେମାନେ ସେଠାରେ ଅଟକି ଯାଇଥିଲେ ।

ଯେତେବେଳେ ଭଗବାନ ନିଜ ବନ ବାଶ କାଟିକି ଆସିଥିଲେ କିନନାର ମାନଙ୍କୁ ଦେଖିକି ପଚାରି ଥିଲେ କି ସେମାନେ ସେଠାରେ କଣ କରୁଛନ୍ତି । ସେତେ ବେଳେ ସେମାନେ କହି ଥିଲେ କି ଆମ ପାଇଁ ଆପଣଙ୍କ ଆଦେଶ ନଥିଲା ଶେଥି ପାଇଁ ସେମାନେ ସେଠାରେ ରହି ଯାଇଥିଲେ । ଏହା ପରେ ତାଙ୍କର ଏହି ଭଳି ସମର୍ପପନ ଦେଖିକି ଭଗବାନ କହିଥିଲେ କି ତମେ ଯାହାକୁ ଭି ଆଶୀର୍ବାଦ ଦେବେ ତାହା ନିଶ୍ଚିତ ଭାବେ ହେବ ସେହି ଭଳି ତାଙ୍କ ଅଭିଶାପ ମଧ୍ୟ କାମ ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button