IBN ଓଡ଼ିଶା ବ୍ୟୁରୋ

ଏବେ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ, ବନେଇବେ କୋଟିପତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଶି ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ଜୀବନ ଭବିଷ୍ୟତ ରେ ଭଗବାନ ଶନିଦେବ ଙ୍କ କୃପାରୁ ସୁଖ ଏବଂ ସମୃଦ୍ଧି ରେ ପରିପୂର୍ଣ୍ଣ ହେବାକୁ ଯାଉଛି ।

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଯେତେବେଳେ ଭଗବାନ ଶନିଦେବ ଯେଉଁ ରାଶି ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ରାଶିକୁ ତାଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ସେମାନଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ । ହିନ୍ଦୁ ଶାସ୍ତ୍ର ରେ ଏପରି କିଛି ରୋଚକ ତଥ୍ୟ ଉଲ୍ଲେଖନୀୟ ରହିଛି ଯାହା ସତ୍ୟ ପ୍ରମାଣିତ ହୋଇଛି ।

ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ଯାଇଥିବା ପ୍ରତ୍ୟେକ କଥା ସତ୍ୟ ଅଟେ । ବନ୍ଧୁଗଣ କୌଣସି ବ୍ୟକ୍ତି ର ରାଶି ହିଁ ତାର ଜୀବନ ରେ ପ୍ରଭାବ ପକାଇଥାଏ । ମନୁଷ୍ୟ ଜନ୍ମ ହେବାର ମାସ, ତିଥି ଏବଂ ସମୟ ଅନୁସାରେ ହିଁ ସେହି ମନୁଷ୍ୟ ର ରାଶି ନିର୍ଧାରଣ କରାଯାଇଥାଏ । ମନୁଷ୍ୟ ନିଜ ରାଶି ମାଧ୍ୟମରେ ହିଁ ନିଜର ଅତୀତ ଏବଂ ଭବିଷ୍ୟତ ସମ୍ବନ୍ଧରେ ଥିବା ତଥ୍ୟ ଜାଣିପାରିଥାଏ ।

ତେବେ ବନ୍ଧୁଗଣ କିଛି ଏଭଳି ରାଶି ରହିଛି ଯେଉଁ ମାନଙ୍କୁ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି ଏବଂ ସେମାନଙ୍କ ଜୀବନ ଭବିଷ୍ୟତରେ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ।

୧. ତୁଳା ରାଶି-ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘ତୁଳା ରାଶି’ । ଏହି ରାଶିର ସମସ୍ତ ବ୍ୟକ୍ତିଙ୍କ ସମସ୍ତ ଖରାପ ସମୟ ର ଅନ୍ତ ଘଟିଛି । ବର୍ତ୍ତମାନ ସେମାନଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି । ଏହି ରାଶି ଉପରେ ଭଗବାନ ଶନିଦେବ ବହୁତ ସନ୍ତୁଷ୍ଟ ହୋଇଛନ୍ତି । ଶନିଦେବ ଙ୍କ କୃପା ରୁ ଜୀବନ ରେ ଥିବା ସମସ୍ତ କୁପ୍ରଭାବ ର ବର୍ତ୍ତମାନ ଅନ୍ତ ଘଟିବ ଏବଂ ଏହି ରାଶି ଗୁଡିକୁ ବହୁତ ଖୁସି ଓ ଧନ ମିଳିବ । ଏହି ରାଶିର ବ୍ୟକ୍ତି ମାନେ କୌଣସି କାରଣ କୁ ନେଇ ଦ୍ଵନ୍ଦ ରେ ପଡି ପାରନ୍ତି । କିନ୍ତୁ ନିଜର ଉପଯୁକ୍ତ ବୁଦ୍ଧି ବଳ ରେ ସେ ସେଥିରୁ ମଧ୍ୟ ମୁକ୍ତ ହୋଇପାରିବେ । ବାସ୍ତବ ରେ ଏମାନଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି ।

୨. ମେଷ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ମେଷ ରାଶି’ । ଏହି ରାଶି ଉପରେ ବିଗତ ବହୁତ ଦିନ ହେବ ଭଗବାନ ଶନି ଦେବ ଙ୍କ ର କୁପ୍ରଭାବ ପଡି ଆସୁଥିଲା । କିନ୍ତୁ ବର୍ତ୍ତମାନ ଏହି ରାଶି ର ଶୁଭ ସମୟ ଆରମ୍ଭ ହେବକୁ ଯାଉଛି । ଏମାନଙ୍କ ଉପରେ ଶନି ଦେବ ଙ୍କ ର ଅପାର କୃପା ବର୍ଷିବା କୁ ଯାଉଛି । ଯାହା ଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୁର ହେବ । ଏହି ନୂତନ ସମୟରେ ଆପଣ ବହୁତ ଉନ୍ନତି କରିବେ । ଆପଣ କୌଣସି ପ୍ରକାର ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ । ଆପଣଙ୍କ ପାରିବାରିକ ଜୀବନ ବହୁତ ହସ ଖୁସି ରେ କଟିବ ଏବଂ ସମସ୍ତ ଚିନ୍ତା ରୁ ମୁକ୍ତି ମିଳିବ ।

୩. ସିଂହ ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି ‘ ସିଂହ ରାଶି’ । ଶନିଦେବ ଙ୍କ କୃପା ରୁ ଏହି ରାଶି ଉପରେ ପ୍ରଚୁର ଖୁସି ଓ ଧନ ବର୍ଷା ହେବାକୁ ଯାଉଛି । ଏହି ନୂତନ ସମୟ ରେ ଆପଣ ଙ୍କ ଆର୍ଥିକ ଉନ୍ନତି ହେବ । ଆପଣ କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରିବେ । ଛାତ୍ର ଛାତ୍ରୀ ମାନଙ୍କ ର ବିଦ୍ୟା ରେ ଉନ୍ନତି ହେବ । ସମସ୍ତ ପରୀକ୍ଷା ରେ ସଫଳ ହେବେ । ପାରିବାରିକ ଜୀବନ ବହୁତ ଖୁସି ରେ ଅତିବାହିତ କରିବେ । ଶୀଘ୍ରତା ରେ କୌଣସି କାର୍ଯ୍ୟ କରିବେ ନାହିଁ । ଏପରି କରିବା ଦ୍ୱାରା ଆପଣ ଅନେକ ଅସୁବିଧା ର ସମ୍ମୁଖୀନ ହେବେ । ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରିବେ । ବାସ୍ତବରେ ଆପଣଙ୍କ ଜୀବନ ରେ ବହୁତ ଖୁସି ମିଳିବାକୁ ଯାଉଛି ।

୪. ମକର ରାଶି – ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘ମକର ରାଶି’ । ଶନି ଦେବ ଓ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ ଏବଂ ସଫଳତା ଲାଭ କରିବେ ଏବଂ ଏହା ସହିତ ଆପଣଙ୍କ କାର୍ଯ୍ୟ ରେ ଗତି ମନ୍ଥର ହୋଇପାରେ କିନ୍ତୁ ଏଥିରେ ନିରନ୍ତରତା ବଜାୟ ରହିବ । ଏହି ରାଶି ଉପରେ ବିଭିନ୍ନ ପ୍ରକାର ଦାୟିତ୍ବ ଆସିବାର ସମ୍ଭାବନା ରହିଛି ଏବଂ ସମସ୍ତ ଦାୟିତ୍ୱ କୁ ସଠିକ ଭାବରେ ତୁଲାଇବାକୁ ପଡ଼ିବ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଉପରେ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ସଦା ସର୍ବଦା ରହିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button