IBN ଓଡ଼ିଶା ବ୍ୟୁରୋ

ମହିଳାମାନେ ରାତିରେ ଭୁଲରେ ବି କରନ୍ତୁ ନାହିଁ ଏହି ୩ କାମ, ସ୍ବାମୀଙ୍କ ଜୀବନ ଉପରକୁ ଆସିଥାଏ ସଙ୍କଟ- Chanakya Niti

ନମସ୍କାର ବନ୍ଧୁଗଣ ନାରୀ ଚାହିଁଲେ ଘରକୁ ସ୍ୱର୍ଗ କରି ପାରିବ ଏବଂ ସେ ଚାହିଁଲେ ଘରକୁ ନର୍କ ମଧ୍ୟ କରି ପାରିବ । ତା ପାଖରେ ସେ ଗୁଣ ମାନ ରହିଥାଏ ।

ନାରୀ କୁ ମହାଲକ୍ଷ୍ମୀ ଙ୍କ ରୁପ ବୋଲି ମଧ୍ୟ କୁହାଯାଇଛି । ଏବଂ ନାରୀ କୁ ସମ୍ମାନ ଦେବା ପାଇଁ ମଧ୍ୟ କୁହାଯାଏ । ଗୋଟିଏ ବ୍ୟକ୍ତି ର ସଫଳତା ପଛରେ ସର୍ଵଦା ନାରୀ ହିଁ ଥାଏ ଏବଂ ବିଫଳତା ପଛରେ ମଧ୍ୟ ନାରୀ ହିଁ ଥାଏ ।

ପ୍ରାଚୀନ କାଳ ରୁ ହିଁ ଘରର ଝିଅ ବୋହୁ ଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଆମ ଶାସ୍ତ୍ର ରେ ବୋହୁ ଏବଂ ଝିଅ ମାନଙ୍କ ର ଏଭଳି କିଛି ଗୁଣ ବିଷୟରେ କୁହାଯାଇଛି କି ଯାହା ଯୋଗୁଁ ଖୁସି ଏବଂ ସୁଖୀ ପରିବାର ମଧ୍ୟ ଦୁଃଖ କଷ୍ଟ ର ଶିକାର ହୋଇ ଥାଏ । ଘରକୁ ଦରିଦ୍ରତା ପ୍ରବେଶ କରିଥାଏ । ବିଭିନ୍ନ ପ୍ରକାରର ଅସୁବିଧା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ଆଜି ଆମେ ନାରୀ ମାନଙ୍କ ର ସେହି ଗୁଣ ବିଷୟରେ ଚର୍ଚ୍ଚା କିମ୍ବା ଆଲୋଚନା କରିବା ଯାହା ଯୋଗୁଁ ଏକ ସୁଖୀ ଏବଂ ହସୁଥିବା ପରିବାର ଦୁଃଖ କଷ୍ଟ ରେ ରହିବାକୁ ଲାଗେ ତେବେ ଆସନ୍ତୁ ସେହି ଗୁଣ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ କଥା ଟି ହେଉଛି ଗୋଡ଼ ହଲେଇବା । ଯେଉଁ ଘରର ନାରୀ ଖାଦ୍ୟ ଖାଇବା ସମୟରେ ଗୋଡ଼ ହଲାଉ ଥାଏ ତେବେ ସେହି ଘର କେବେବି ବର୍ବାଦ ହୋଇ ପାରେ । ଏହି ଗୁଣ କିମ୍ବା ଅଭ୍ୟାସ ପାଇଁ ମାତା ଲକ୍ଷ୍ମୀ କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି । ପରିବାର ରେ ବହୁତ ଦୁଃଖ କଷ୍ଟ ଏବଂ ଅସୁବିଧା ମଧ୍ୟ ଦେଖା ଦିଏ । ଏହା ଛଡା କୌଣସି ସଦସ୍ୟ ର ଚାକିରୀ ମଧ୍ୟ ଯାଇ ପାରେ । ତେଣୁ କେବେବି ଖାଦ୍ୟ ଖାଇବା ସମୟରେ ଗୋଡ଼ ହଲେଇବା ଉଚିତ ନୁହେଁ ।

୨- ଦ୍ଵିତୀୟ ରେ ହେଉଛି ଯେଉଁ ଘରର ମହିଳା ଝାଡୁ କୁ ଗୋଡ଼ କିମ୍ବା ପାଦରେ ଲଗାଏ । ସେହି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ କାରଣ ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଏ ତେଣୁ ଏପରି କରିବା ମାତା ଲକ୍ଷ୍ମୀ ଙ୍କର ଅପମାନ ତେଣୁ ସେ ସେଠାରେ ବାସ କରନ୍ତି ନାହିଁ ଏବଂ ସେ ଘରେ ଧନ ର ଅଭାବ ମଧ୍ୟ ଦେଖା ଦେଇଥାଏ ।

୩- ତୃତୀୟ ରେ ହେଉଛି ଗ୍ୟାସ କିମ୍ବା ଚୁଲା ରେ ଅଇଁଠା ବାସନ କୁ ରଖିବା । ଏଭଳି କରି ଯଦି କୌଣସି ମହିଳା ଶୋଇ ପଡେ ତେବେ ଏହି ଭଳି ଘରେ ମାତା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ । ସେହି ଘରେ ଧନ ର ଅଭାବ ମଧ୍ୟ ଦେଖାଯାଏ । ଏହା ଯୋଗୁଁ ସେମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ମଧ୍ୟ ହୋଇ ଥାନ୍ତି ।

୪- ଚତୁର୍ଥ ରେ ହେଉଛି ଯଦି ଘରର ମହିଳା ଘରର ଦୁଆର ମୁହଁରେ ବସି ଭୋଜନ କରେ ତେବେ ଘରର ବର୍ବାଦି ର କାରଣ ହୋଇଥାଏ । ହିନ୍ଦୁ ଧର୍ମ ରେ ଏବଂ ଶାସ୍ତ୍ର ରେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଏ ।

୫-ପଞ୍ଚମ ରେ ହେଉଛି ଯେଉଁ ମହିଳା ମାନେ ରାତିରେ କିମ୍ବା ସନ୍ଧ୍ୟାରେ ଝାଡୁ କରେ ସେଠାରେ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ । ଏହା ଛଡା ବୃହସ୍ପତି ବାର ଅର୍ଥାତ ଗୁରୁବାର ଦିନ କେବେବି ଘରକୁ ପୋଛିବା ଉଚିତ ନୁହେଁ ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ସେଠାରେ ବାସ କରନ୍ତି ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button