IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ଠିକ ନା ଭୁଲ ? Ajira Anuchinta

ନମସ୍କାର ବନ୍ଧୁଗଣ, ଆଜିକାଲି ବାହାଘର ପୂର୍ବରୁ ପୁଅ ଝିଅ ଏକାଠି ଗୋଟିଏ ଘରେ ରହୁଛନ୍ତି । ଏବଂ ଶାରୀରିକ ସମ୍ବନ୍ଧ ରଖିବା ମଧ୍ୟ ସାଧାରଣ କଥା ହୋଇସାରିଲାଣି । ବାହାଘର ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିବା କଣ ଉଚିତ ? ଶାରୀରିକ ସମ୍ବନ୍ଧ ରଖିବା ପାଇଁ ବାହା ହେବା କାହିଁକି ଜରୁରୀ । ତେବେ ବନ୍ଧୁଗଣ ଆସନ୍ତୁ ଆଜି ଜାଣିବା ଏହି ସବୁ ବିଷୟରେ ।

ହିନ୍ଦୁଶାସ୍ତ୍ର ଅନୁସାରେ ବାହାଘର ପରେ ହିଁ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ବୋଲି କୁହାଯାଇଛି । ବାହାଘର ପୂର୍ବରୁ ଏସବୁ କରିବା ପାପ ବୋଲି ମନାଯାଏ । ଏଥିପାଇଁ କେବଳ ଜଣଙ୍କୁ ଦୋଷୀ ବୋଲି କହିବ ମଧ୍ୟ ଠିକ ନୁହେଁ । ପୁରୁଷ ଏବଂ ମହିଳା ଦୁହେଁ ହିଁ ସମାନ ଭାବେ ଦୋଷୀ ଅଟନ୍ତି । ଯଦି ମହିଳାଙ୍କ କଥା କହିବା ତେବେ ମହିଳାଙ୍କ ଦ୍ଵାରା ବାହାଘର ପୂର୍ବରୁ ସମ୍ପର୍କ ରଖିବା କଥା ସନାତନ କଳା, ବୈଦିକ କାଳ, ପୌରଣିକ ଯୁଗ ହେଉ ବା ଦ୍ଵାପର ଯୁଗରୁ ଏହି କଥାର ଉଲେଖ ରହିଛି କି ବିବାହ ପୂର୍ବରୁ ମହିଳା ମାନେ ନିଜ ପସନ୍ଦର ପୁରୁଷଙ୍କ ସହ ସମ୍ବନ୍ଧ ରଖିଛନ୍ତି ।

କିନ୍ତୁ ସତ୍ୟତା ତ ଏହା ଅଟେ କି ଯେଉଁ ଲୋକ ତନ, ମନ, ଧନ ରେ ଏଇସବୁ କରିବା ପାଇଁ ସମର୍ଥ ସେ ନିଜକୁ ଅବସର, ଏକୁଟିଆ, ଏବଂ ଅନୁରାଗି ପାନ୍ତି । ଧର୍ମ ଗ୍ରନ୍ଥ ଆଉ ନୈତିକତା ର କଥା ନ ଭାବି ନିଜ ମନର ଶୋଷକୁ ମେଣ୍ଟାନ୍ତି । ଯଦି ପ୍ରାଚୀନ କାଳ ହିସାବରେ ଏହାକୁ ବିବେଚନା କରାଯାଏ ତ ଏହା ଏକ ପ୍ରକାର ଗନ୍ଧର୍ବ ବିବାହ ହିଁ ଅଟେ । ଯେଉଁଥିରେ କି ପୁରୁଷ ଏବଂ ମହିଳା ନିଜ ହୃଦୟରୂ ହିଁ ବନ୍ଧନରେ ବାନ୍ଧି ହୋଇଯାନ୍ତି ।

ଯେବେ କବିଲା ଯୁଗ ଆରମ୍ଭ ହେଲା ସେତେବେଳେ ମହିଳାମାନଙ୍କୁ ନିଜ ଅଧିକାରରେ ରଖିବା ପାଇଁ ବିବାହ ବନ୍ଧନର ପ୍ରଥା ଆରମ୍ଭ କଲେ । କିନ୍ତୁ ଏହା ନଥିଲା କି ସେମାନେ ଅନ୍ୟ ପୁରୁଷ କି ସ୍ତ୍ରୀଙ୍କ ସମ୍ଭନ୍ଧ ରଖୁନଥିଲେ । ସେ ଅନ୍ୟ କବିଲା ବା ନିଜ ଶତ୍ରୁଙ୍କ ସ୍ତ୍ରୀଙ୍କ ସହ ସମ୍ବନ୍ଧ ରଖୁଥିଲେ । ଏବଂ ତାଙ୍କଠୁ ତାଙ୍କ ମନ ଭରିଗଲା ପରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଉଥିଲେ ।

ରାଜା ମହାରାଜା ଯୁଗରେ ମଧ୍ୟ ସ୍ତ୍ରୀଙ୍କ ଠୁ ଶାନ୍ତି ମିଳିବା ଛଡା ଅନ୍ୟ କିଛି ବସ୍ତୁ ନଥିଲା । ଇତିହାସ ଏହାର ସାକ୍ଷୀ ରହିଛି କି ରାଜା ମହାରାଜଙ୍କ ଦ୍ଵାରା ଜିତିକି ଆଣିଥିବା ସ୍ତ୍ରୀଙ୍କ ସହ ଅବୈଧ ସମ୍ବନ୍ଧ ରଖୁଥିଲେ । ପୁରାଣ କାଳରେ ସ୍ତ୍ରୀଙ୍କ ବୀନା ଅନୁମତିରେ ହିଁ ତାଙ୍କ ସହ ସମ୍ବନ୍ଧ ରଖୁଥିଲେ । ରାକ୍ଷସୀ ବିବାହରେ କନ୍ଯାର ଘର ଲୋକଙ୍କ ବୀନା ଅନୁମତିରେ ହିଁ ଗଣ୍ଡଗୋଳ କରି ବିବାହ କରୁଥିଲେ ।

ଏହାକୁ ରାକ୍ଷସୀ ବିବାହ କୁହା ଯାଉଥିଲା । ପିଶାଚୀ ବିବାହରେ ଗୋଟିଏ ଏକୁଟିଆ ସୋଇଥିବା ଅବିବାହିତ କନ୍ୟାକୁ ଏକୁଟିଆ ପାଇ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରାଖୀ ତାକୁ ନିଜ ସ୍ତ୍ରୀ କରିଦେଉଥିଲେ । ଏହିଭଳି କିଛି ହିଁ ସବୁଯୁଗରେ ଦେଖିବାକୁ ମିଳୁଛି ।

କିନ୍ତୁ ଯଦି ଚରିତ୍ର ଓ ସମ୍ମାନ ଦୃଷ୍ଟିରୁ ଦେଖିବା ତେବେ ଭାରତରେ ଯଦି ଏହି ସମ୍ପର୍କ ଲୋକ ଲୋଚନକୁ ଅସୁଛି ତେବେ ତାଙ୍କୁ ବହୁତ ସାମାଜିକ ପରିସ୍ଥିତି କୁ ସାମ୍ନା କରିବାକୁ ପଡୁଛି। ବହୁତ କିଛି କଥା ଲୋକଙ୍କଠୂ ଶୁଣିବାକୁ ପଡୁଛି । ବିବାହିତା ପୂର୍ବରୁ ସମ୍ବନ୍ଧ ରଖିଲେ ଗୋଟିଏ ଡର ଥାଏ ଗର୍ଭବତୀ ହେବାର ତେଣୁ ଏହାକୁ ଉଚିତ ମନାଯାଏ ନହିଁ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଉଚିତ ବୋଲି ମନେ ହେଉଛି ବା ଭଲ ଲାଗୁଛି ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *

Related Articles

Leave a Reply

Your email address will not be published. Required fields are marked *

Back to top button