IBN ଓଡ଼ିଶା ଏକ୍ସକ୍ଲୁସିଭ୍

କରୋନା କାରଣରୁ ଗଳା ଓ ଫୁସଫୁସ ରେ ଜମୁଥିବା Cough କୁ ଏହି 3 ଟି ଉପାୟରେ କରନ୍ତୁ ସଫା – Health Tips

ବନ୍ଧୁଗଣ ବିଶେଷଜ୍ଞ ଙ୍କ ଅନୁସାରେ କରୋନା ଭୁତାଣୁ ପ୍ରଥମେ ଆମ ଗଳା ରେ ଆସିଥାଏ ଏବଂ ସେହି ଠାରେ ସେ ନିଜର ବୃଦ୍ଧି କରାଇ ଥାଏ ଏବଂ ଯେତେ ସବୁ ନିଶ୍ୱାସ ନେଵା ପାଇଁ ରାସ୍ତା ଥାଏ ସେ ସବୁ ବନ୍ଦ ହୋଇ ଯାଇଥାଏ ।

ଅମ୍ଳଜାନ ମଧ୍ୟ ଶରୀର ଭିତରକୁ ଯାଇ ନଥାଏ । ଭୁତାଣୁ ର ସଂଖ୍ୟା ବୃଦ୍ଧି ହେଲେ ଗଳା ଏବଂ ଛାତି ରେ ମୋଟା କଫ ଜମି ରହୁଛି । ଯାହା ପାଇଁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହୋଇଥାଏ ।

ଏହା ଆମର ଗଳା କୁ ପ୍ରଥମେ ସଂକ୍ରମିତ କରିଥାଏ । ଏହା ଦ୍ୱାରା ଆମ ଗଳା ରେ ଦରଜ ହେବା ଆରମ୍ଭ କରି ଦେଇଥାଏ । ଏବଂ ଶୁଖିଲା କାଶ ହେବା ଆରମ୍ଭ ହୋଇ ଯାଇଥାଏ । ତାହା ପରେ ତାହା ଧୀରେ ଧୀରେ ଆମ ଶ୍ୱାସ ନଳୀ କୁ ସଂକ୍ରମିତ କରେ ଯାହା ଫଳରେ ଆମେ ନିଶ୍ୱାସ ନେବା ରେ ବହୁତ ଅଧିକ ଅସୁବିଧା ହୋଇଥାଏ । ଏବଂ ଛାତି ରେ ଅଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

ଏହି ମୋଟା କଫ ତିନି ଦିନ ପର୍ଯ୍ୟନ୍ତ ରହିଥାଏ । ପରେ ଆମ ଶରୀର ର ଅନ୍ୟ ଅଙ୍ଗ କୁ ଧୀରେ ଧୀରେ ପ୍ରଭାବ ପକାଇ ଥାଏ ଯେପରି ଆମ ଫୁସଫୁସ । ଏବଂ ଅନ୍ୟ ଅଙ୍ଗ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖରାପ କରି ଦେଇଥାଏ । ଆସନ୍ତୁ ଜାଣିନେବା ଏହି ଭୁତାଣୁ ଆମ ଶରୀର ଭିତରକୁ ଗଲେ ଏହାର ପ୍ରଭାବ କଣ ହୋଇଥାଏ ।

ଯେତେବେଳେ ଏହି ଭୁତାଣୁ ଆମ ଫୁସଫୁସ ରେ ପହଞ୍ଚେ ସେତେବେଳେ ସେ ଆମ ଫୁସଫୁସ ରେ ଥିବା ଥଳି କୁ ମଧ୍ୟ ନଷ୍ଟ କରି ଦେଇଥାଏ । ଏବଂ ସେହି ଫୁସଫୁସ ରେ ପାଣି ପଶି ଯାଇଥାଏ । ଯାହା ଦ୍ୱାରା ନିଶ୍ୱାସ ନେଵା ରେ ବହୁତ ଅସୁବିଧା ହୁଏ ଏବଂ ଯନ୍ତ୍ରଣା ମଧ୍ୟ ହୁଏ ।

ଏହି ଫୁସଫୁସ ରେ ଏତେ ତରଳ ପଦାର୍ଥ ଭରି ଯାଇଥାଏ କି ସେହି ବ୍ୟକ୍ତି ଅମ୍ଳଜାନ ପାଇ ପାରେ ନାହିଁ ଏବଂ ସେହି ବ୍ୟକ୍ତି ଅଥବା ସେହି ରୋଗୀ ର ମୃ-ତ୍ୟୁ ହୋଇ ଯାଇଥାଏ । କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଏତେ ଅସୁବିଧା ହୋଇଥାଏ କି ସେମାନଙ୍କୁ ଭେଣ୍ଟିଲେଟର ରେ ରଖିବାକୁ ପଡ଼ିଥାଏ । ଆସନ୍ତୁ ଏବେ ଜାଣିନେବା କି ଆମ ଗଳାରେ ଥିବା ସେହି ମୋଟା କଫ କୁ କିପରି ଭାବେ ସଫା କରି ପାରିବା ।

ଯଦି ଏହି ଭୁତାଣୁ କୁ ଆମ ଗଳାରେ ହିଁ ନଷ୍ଟ କରା ଦିଆଯାଏ ତେବେ ଏହା ଆମ ଫୁସଫୁସ କୁ ପ୍ରଭାବିତ କରି ପାରେ ନାହିଁ । ସେଥିପାଇଁ  ଆପଣ ହଳଦୀ ସହ ଗରମ ପାଣି କିମ୍ବା ଗରମ କ୍ଷୀର ରେ ହଳଦୀ ମିଶାଇ ମଧ୍ୟ ପିଇ ପାରିବେ । ଏହା ଦ୍ୱାରା ଗଳା ରେ ଜମି ରହିଥିବା କଫ ତରଳ ହୋଇ ପେଟ କୁ ଚାଲି ଯାଇଥାଏ । ପେଟ ରେ ଥିବା ଗ୍ୟାଷ୍ଟ୍ରିକ ଜୁସ ଏହି କଫ କି ବେଅସର କରିଥାଏ ।

ଏହା ଛଡା ଆପଣ ପ୍ରତିଦିନ ଗଳା କୁ ସଫା ମଧ୍ୟ କରି ପାରିବେ ଗରମ ପାଣି ରେ ଲୁଣ କିମ୍ବା ହଳଦୀ ପକାଇ ଆପଣ ନିଜର ଗଳା କୁ ସଫା ରଖି ପାରିବେ । ଏହା ଦ୍ୱାରା ମଧ୍ୟ କଫ ନଷ୍ଟ ହୋଇ ଯାଇଥାଏ । କରୋନା ରୁ ବର୍ତ୍ତିବା ପାଇଁ ନିଜର ରୋଗ ପ୍ରତିଶୋଧକ ଶକ୍ତି କୁ ବୃଦ୍ଧି କରାଇବା ଆବଶ୍ୟକ ।

ସେଥିପାଇଁ ଆପଣ ପ୍ରତିଦିନ ଭିଟାମିନ-ଡ଼ି ଅଦା, ଡାଲଚିନି,ରସୁଣ,ଛତୁ ଆଦି ସେ ସବୁ ଜିନିଷ କୁ ସେବନ କରନ୍ତୁ ଯାହା ଦ୍ୱାରା ଆମ ରୋଗ ପ୍ରତିଶୋଧକ ଶକ୍ତି ବଢ଼ାଇବା ରେ ସାହାଯ୍ୟ କରିଥାଏ । ଏହି ସବୁ ଉପାୟ ଦ୍ୱାରା ଆମେ ଏହି ରୋଗ ରୁ ସୁରକ୍ଷା ହୋଇ ପାରିବା ।

ଏହା ସହିତ ଆମକୁ ଯେତେ ପରିମାଣ ର ହେବ ଅଧିକ ଗରମ ପାଣି ର ସେବନ କରିବା ଉଚିତ ଆପଣ ଚାହିଁଲେ ଗରମ ଚା, ଗରମ କଫି, ଗରମ କ୍ଷୀର ମଧ୍ୟ ପିଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button