IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେତେବେଳେ କୌଣସି ସ୍ତ୍ରୀ ଏମିତି ଶୋଇଥାଏ ତ ଘରକୁ ଆସିଥାଏ ଧନ, ସ୍ଵାମୀ ହେଇଯାଏ କୋଟିପତି

ନମସ୍କାର ବନ୍ଧୁଗଣ ନିନ୍ଦ ଏକ ଏଭଳି ଜିନିଷ ଯାହା ସବୁ ବ୍ୟକ୍ତି ପାଇଁ ବହୁତ ଜରୁରୀ ହୋଇଥାଏ । ଯେତେବେଳେ ଆମେ କିଛି ଘଂଟା ପାଇଁ ଶୋଇ ଯାଇଥାଉ ।

ସେତେବେଳେ ଆମ ଶରୀର ରେ ଥିବା ସମସ୍ତ ଥକା ଏବଂ ଦୁର୍ବଳତା ଦୁର ହୋଇ ଯାଇଥାଏ । ଏବଂ ପୁରା ଶରୀର ବହୁତ ଭଲ ହୋଇ ଯାଏ ଏବଂ ଆମକୁ ସବୁ କାର୍ଯ୍ୟ କରିବାରେ ଆପେ ଆପେ ଇଚ୍ଛା ଏବଂ ଆଗ୍ରହ ମଧ୍ୟ ବଢି ଯାଇଥାଏ । ବେଳେ ବେଳେ ନିଦ ଏତେ ଅଧିକ ଲାଗେ କି ବ୍ୟକ୍ତି କେଉଁଠି ବି ଏବଂ କେଉଁ ଅବସ୍ଥା ରେ ମଧ୍ୟ ଶୋଇ ପଡ଼ିଥାଏ ।

ନିଦ ମନୁଷ୍ୟ ପାଇଁ ସେତିକି ଆବଶ୍ୟକ ଯେତିକି ଭୋଜନ । ଆଜି ଆମେ ମହିଳା ମାନେ କିପରି ଢଂଗ ରେ ଶୋଇଲେ ଘରକୁ ଧନ ସମୃଦ୍ଧି ଆସିଥାଏ ଏବଂ ଘରେ ସମସ୍ତେ ଖୁସି ରେ ରହିଥାନ୍ତି ସେ ବିଷୟରେ ଆଲୋଚନା କରି ନେବା ଏବଂ ଜାଣିନେବା କି ଆମକୁ କିପରି ଶୋଇବା ର ଅଛି ।

୧- ପ୍ରଥମ ରେ ହେଉଛି ଶାସ୍ତ୍ର ଅନୁସାରେ ବିଳମ୍ବ ରେ ଶୋଉଥିବା ମହିଳା ପୁରା ଘରର ବି-ନା-ଶ କରିଥାଏ । ଏବଂ ଏଥିରେ ମାତା ଲକ୍ଷ୍ମୀ କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି । ମାନ୍ୟତା ଅନୁଯାୟୀ ବିନା କାରଣରେ ଯଦି କୌଣସି ମହିଳା ବିଳମ୍ବ ରାତି ପର୍ଯ୍ୟନ୍ତ ଶୋଇ ନଥାଏ ତେବେ ଏହାର ଅର୍ଥ ଆପଣ ଙ୍କ ଘରେ ଅନେକ ଅସୁବିଧା ଆସିପାରେ । ସେଥିପାଇଁ କୌଣସି ବି ମହିଳାଙ୍କ ପାଇଁ ବିଳମ୍ବ ରାତି ରେ ଶୋଇବା ଉଚିତ ନୁହେଁ । ଏବଂ ଶୀଘ୍ର ଶୋଇ ଶୀଘ୍ର ଉଠିବା ଉଚିତ । ଏହା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ ଥାନ୍ତି ।

୨- ଦ୍ଵିତୀୟ ରେ ହେଉଛି କୌଣସି ମହିଳା କୁ ଅଧିକ ସମୟ ଶୋଇବା ଉଚିତ ନୁହେଁ । ଏହି ଭଳି ମହିଳା ମାନଙ୍କ ଉପରେ ରାହୁ,ଶନି,ଏବଂ କେତୁ ଙ୍କ କୋପ ଦୃଷ୍ଟି ପଡ଼ିଥାଏ । ଏହା ଛଡା ଯେଉଁ ମହିଳା ଅଧିକ ସମୟ ଶୋଇକି ବିତେଇ ଥାଆନ୍ତି ସେହି ମହିଳା ମାନଙ୍କ ଉପରେ ସମସ୍ତ ଦେବୀ ଦେଵତା କ୍ରୋଧିତ ହୋଇ ଯାଆନ୍ତି । ଏବଂ ଘରେ ଦୁଃଖ ଏବଂ କଷ୍ଟ ଆସିଥାଏ । ସମସ୍ତେ ଦୁଃଖ ରେ ରୁହନ୍ତି ଏବଂ ଧନ ର ବୃଦ୍ଧି ମଧ୍ୟ ହୁଏ ନାହିଁ । ସର୍ଵଦା ଅଭାବ ରେ ରହିଥାନ୍ତି । ତେଣୁ ସର୍ଵଦା ବେଶୀ ସମୟ ଶୋଇବା ଉଚିତ ନୁହେଁ ।

୩- ତୃତୀୟ ରେ ହେଉଛି ଯେତେବେଳେ ଆପଣ ରାତିରେ ଶୋଇବା ବେଳେ ବିଛଣା ଉପରକୁ ଯିବେ ତେବେ ସେତେବେଳେ ମନ ରେ ନକରାତ୍ମକ ଭାବନାକୁ ଭୁଲି ଯିବେ ଏବଂ ସକରାତ୍ମକ ଭାବନା ସହ ଶୋଇବା ଉଚିତ ଏହା ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏ ଏବଂ ଶରୀର ସୁସ୍ଥ ମଧ୍ୟ ରହିଥାଏ । ନକରାତ୍ମକ ଚିନ୍ତା ଦ୍ୱାରା ନିଦ ହୁଏ ନାହିଁ ।

୪- ଚତୁର୍ଥ ରେ ହେଉଛି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଯେତେ ଶୀଘ୍ର ହୋଇ ପାରେ ସେତେ ଶୀଘ୍ର ଉଠିବା ଉଚିତ । ଯଦି ଏହି ଦିନ ଆପଣ ବିଳମ୍ବ ରେ ଉଠନ୍ତି ତେବେ ଏହା ଆପଣ ଙ୍କ ପାଇଁ ବହୁତ ଖରାପ ହୋଇ ଥାଏ ଏବଂ ଧନ ର ମଧ୍ୟ ଅଭାବ ହୋଇଥାଏ ।

୫- ପଞ୍ଚମ ରେ ହେଉଛି ଶାସ୍ତ୍ର ଅନୁସାରେ ଵ୍ରହ୍ମ ମୁହୂର୍ତ୍ତରେ ବିଛଣା କୁ ଛାଡି ଦେବା ଉଚିତ । ଏହି ସମୟରେ ଶୋଇ ରହିବା ଉଚିତ ନୁହେଁ । ତେଣୁ ଆପଣ ସର୍ଵଦା ଧ୍ୟାନ ଦେବେ କି ଵ୍ରହ୍ମ ମୁହୂର୍ତ୍ତରେ ନ ଶୋଇବାକୁ ଏବଂ ଶୀଘ୍ର ଉଠିବାକୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button