IBN ଓଡ଼ିଶା ଏକ୍ସକ୍ଲୁସିଭ୍

କଣ ଆପଣ ଜାଣିଛନ୍ତି କରୋନା ଭାଇରାସ ପାଇଁ କଞ୍ଚା ପିଆଜ ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆ-ତ-ଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି ।

କାରଣ ଏହି ଭୁତାଣୁ ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ଏବଂ ନିଜ ପାଖରେ ସାନିଟାଇଜର ରଖିବା ଆବଶ୍ୟକ ।

କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ହାତ କୁ ବହୁତ ଭଲ ଭାବରେ ଧୋଇବା ଉଚିତ । ଏହା ସହିତ ଆମକୁ ଉତ୍ତମ ଆହାର ମଧ୍ୟ ସେବନ କରିବା ଉଚିତ । ଆମେ ସର୍ଵଦା ଖାଦ୍ୟକୁ ଭଲ ଭାବରେ ରୋଷେଇ କରି ଖାଇଥାଉ କିନ୍ତୁ କୌଣସି ଜିନିଷ କୁ ଅଧିକ ସମୟ ରାନ୍ଧିବା ଦ୍ୱାରା ସେହି ପଦାର୍ଥ ରେ ଥିବା ଭିଟାମିନ ଆମକୁ ସଠିକ ଭାବରେ ମିଳି ନଥାଏ ।

ଯେପରି ଆମେ କୌଣସି ଫଳ କୁ ସେହି ଭଳି କଞ୍ଚା ଖାଇଥାଉ କାରଣ ଏହା ଦ୍ୱାରା ସେହି ଫଳ ରେ ଥିବା ସମସ୍ତ କ୍ୟାଲସିୟମ, ପ୍ରୋଟିନ ଏବଂ ଭିଟାମିନ ଆମକୁ ସଠିକ ଭାବରେ ମିଳି ଥାଏ । ତେଣୁ କୌଣସି ଜିନିଷ କିମ୍ବା ପନି ପରିବା ଏବଂ ଫଳ କୁ କଞ୍ଚା ଖାଇବା ଦ୍ୱାରା ଆମକୁ ସେଥିରେ ଥିବା ବହୁତ ଲାଭ ଦାୟକ ପଦାର୍ଥ ମିଳିଥାଏ । ଆଜି ଆମେ ସେହି ଭଳି ଏକ ଜିନିଷ ପିଆଜ

ବିଷୟରେ ଆଲୋଚନା କରିବୁ ଯାହାକୁ କଞ୍ଚା ଖାଇବା ଦ୍ୱାରା ଆମକୁ ଅନେକ ପ୍ରକାର ଲାଭ ମିଳିଥାଏ ତେବେ ଆସନ୍ତୁ ଜାଣି ନେବା ଏହି ପିଆଜ ଖାଇବା ଦ୍ୱାରା ଆମକୁ କି କି ଲାଭ ମିଳିଥାଏ ।
ପିଆଜ ସମସ୍ତ ଙ୍କ ଘରେ ନିଶ୍ଚିତ ରହିଥାଏ । କିନ୍ତୁ ପିଆଜ କୁ ସର୍ଵଦା ଆମେ ରାନ୍ଧି କରି ହିଁ ଖାଇ ଥାଉ । କିନ୍ତୁ ଆୟୁର୍ବେଦ ରେ ପିଆଜ କୁ କଞ୍ଚା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ବୋଲି କୁହା ଯାଇଛି ।

ଆପଣ ପିଆଜ କୁ ସାଲାଡ଼ ଭାବେ ଖାଇ ପାରିବେ କିମ୍ବା ସେମିତି ଖାଲି ପେଟ ରେ ମଧ୍ୟ ଖାଇ ପାରିବେ । ଆପଣ ଏହି ପିଆଜ କୁ କୌଣସି ବି ସମୟରେ ଖାଇଲେ ଏହା ଲାଭ ଦାୟକ ହୋଇ ଥାଏ । ଅର୍ଥାତ ଖରା ବେଳ ଖାଇବା ରେ କିମ୍ବା ରାତି ର ଖାଇବା ରେ ଆପଣ ପିଆଜ ଖାଉଛନ୍ତି ତେବେ ମଧ୍ୟ ଏହା ଆପଣ ଙ୍କୁ ବହୁତ ଲାଭ ଦେଇଥାଏ । କିନ୍ତୁ ଆପଣ ଯଦି ସକାଳୁ ଉଠି ଖାଲି ପେଟ ରେ ପିଆଜ କୁ ଖାଆନ୍ତି ତେବେ ଏହା ଆପଣ ଙ୍କ ଶରୀର ପାଇଁ ବହୁତ ଭଲ ।

ପିଆଜ ରେ ଅନେକ ଆଣ୍ଟି ଅକ୍ସୀଡେଣ୍ଟ ଏବଂ ଆଣ୍ଟି ବ୍ୟାକଟ୍ରେୟଲ ଗୁଣ ରହିଥାଏ । ଯାହା ଦ୍ୱାରା ସେ ଆମକୁ ଅନେକ ବେମାର ରୁ ବଞ୍ଚିତ କରି ରଖିଥାଏ । ଯେଉଁ ବ୍ୟକ୍ତି ମାନଂକୁ ମଧୁମେହ ରୋଗ ହୋଇଥାଏ ସେମାନେ ଅଧିକ ଔଷଧ ସେବନ ଯୋଗୁଁ ତାଙ୍କ ଶରୀର ଦୁର୍ବଳ ହୋଇ ଯାଇଥାଏ ଏହାକୁ ପ୍ରାକୃତିକ ଭାବେ ଠିକ କରିବା ପାଇଁ ଆପଣ ସକାଳୁ ଖାଲି ପେଟ ରେ କଞ୍ଚା ପିଆଜ କୁ ଖାଆନ୍ତୁ ଦେଖିବେ ଆପଣ ଙ୍କୁ କୌଣସି ରୋଗ ହେବ ନାହିଁ ।

ଏହାକୁ ସେବନ କରିବା ଦ୍ୱାରା ଆମ କେଶ ଝଡେ ନାହିଁ ଏବଂ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରାଇ ଥାଏ ଏବଂ ଏହି କରୋନା ସମୟରେ ଆମକୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ନିଶ୍ଚିତ ଆବଶ୍ୟକ ତେବେ ଆପଣ ମାନେ ଖାଲି ପେଟ ରେ କଞ୍ଚା ପିଆଜ ଖାଆନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button