ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଏହି ଜିନିଷ ନେଇକି ରୋଷେଇ ଘରେ କେବେବି ପ୍ରବେଶ କରିବା ଠିକ ହୋଇନଥାଏ । ଆସିଥାଏ ଭୟଙ୍କର ବରବାଦି । କୁହାଯାଏ ରୋଷେଇ ଘର ଏମିତି ଜାଗା ହୋଇଥାଏ ସେଠାରେ ଭାଗ ସ୍ୱାସ୍ଥ୍ୟ ଛଡା ଘରେ ସୁଖ ସମୃଦ୍ଧି ସହିତ ମଧ୍ୟ ଜଡିତ ରହିଛି । ରୋଷେଇ ଘରେ ପାଦ ଦେଉଥିବା ଘରର ଗୃହିଣୀ ଅର୍ନପୂର୍ଣା ଭୋଜ୍ୟାକର୍ତା ବନି ଯାଇଥାଏ । କାରଣ ଏଠାରେ ମା ଅର୍ନପୂର୍ଣାଙ୍କର ବାସ ହୋଇଥାଏ । କଣ ଆପଣ ଜାଣିଛନ୍ତି ଭଗବାନ କୃଷ୍ଣ କହିଛନ୍ତି ରୋଷେଇ ଘରେ ଏହି ଜିନିଷ ନେଇକି କେବେବି ପ୍ରବେଶ କରନ୍ତୁ ନହିଁ । ପୁରା ପରିବାର ବିମାରିର ସାମ୍ନା କରିଥାଏ । ଖାଲି ସେତିକି ନୁହେଁ ଘରେ ବହୁତ ସାରା ଅସୁବିଧା ମଧ୍ୟ ଉତ୍ପନ ହୋଇଥାଏ । ଆସନ୍ତୁ ଜାଣିବା କିଚେନରେ ଆପଣଙ୍କୁ କେଉଁ କଥାର ଧ୍ୟାନ ରଖିବା ଉଚିତ ହୋଇଥାଏ । ରୋଷେଇ ଘରକୁସବୁବେଳେ ସଫା ସୁତୁରା ରଖିବ । ତେବେ ଯାଇ ମା ଅର୍ନପୂର୍ଣାଙ୍କର ବାସ ହୋଇଥାଏ । ରୋଷେଇ ଘରେ ଯେବେବି ଆପଣ ଖାଇବା ବନାଇବେ ଆପଣଙ୍କ ମୁହଁ ଦକ୍ଷିଣ ବା ପୂର୍ବ ଦିଗ ଆଡକୁ ହେବା ଦରକାର ହୋଇଥାଏ । ଏମିତି କରିବା ଦ୍ଵାରା ଖାଇବା ଲୋକଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ । ଆଉ ସଫଳତା ମିଳିଥାଏ । ଖାଦ୍ଯ ମଧ୍ୟ ସ୍ଵାଦିଷ୍ଟ ବନିଥାଏ । A Simple Trick To Earn Up To ₹26,000 A Day Passive Income This 1 Trick Can Boost Your Income – Just Do This 15 Mins A Day Passive Income 9 Items Every Plus Size Woman Needs In Her Summer Wardrobe Herbeauty कौन सा सांप है बड़ा, टाइटनोबोआ या अनाकोंडा? Brainberries ଖାସ କରି ମଙ୍ଗଳବାର ଶନିବାର କୌଣସି ଲୁହାର ଜିନିଷ କିଣି ରୋଷେଇ ଘରକୁ ଆଣିବା ଠିକ ହୋଇନଥାଏ । ଏହା ଦ୍ଵାରା ବ୍ୟକ୍ତିକୁ ଦୋଷ ଲାଗିଥାଏ । ଏହା ଦ୍ଵାରା ରୋଷେଇ ଘରେ ଚାକୁ ଛୁରୀ ବେସୀ ରହିବା ଠିକ ହୋଇନଥାଏ । ଏହା ନକରାତ୍ମକ ଊର୍ଜାକୁ ଦର୍ଶାଇ ଥାଏ । ଆଉ ଘରେ ଝଗଡା ହୋଇଥାଏ । ଭଗବାନ କୃଷ୍ଣ କହିଛନ୍ତି ରୋଷେଇ ଘରେ ଖଣ୍ଡିତ ବାସନ ରଖିବା ଉଚିତ ହୋଇନଥାଏ । ଏହା ଦ୍ଵାରା ପରିବାର ଉପରେ ଦୋଷ ଲାଗିଥାଏ । ରୋଷେଇ ଘରେ କେବେ ଜୋଟା ଚପଲ ନେଇକି ପ୍ରବେଶ କରିବା ଠିକ ହୋଇନଥାଏ । This 1 Trick Can Boost Your Income – Just Do This 15 Mins A Day Passive Income A Simple Trick To Earn Up To ₹26,000 A Day Passive Income टाइटनोबोआ और अनाकोंडा के बारे में हैरान करने वाले तथ्य Brainberries What Your Favorite Cuddle Position Reveals About Your Relation Herbeauty ଏମିତି କରିବା ଦ୍ଵାରା ବହୁତ ପାପ ହୋଇଥାଏ । ଆଉ ଆପଣଙ୍କ ସବୁ ପୂଣ୍ୟ ନଷ୍ଟ ହୋଇଯାଇଥାଏ । ମା ଲକ୍ଷ୍ମୀ ରାଗିଯାଇଥାନ୍ତି । ଯଦି ଆପନ୍ନକୁ ଚପଲ ପିନ୍ଧିବାର ରହିଛି ତେବେ କାଠର କିମ୍ବା କପଡା ଚପଲ ପିନ୍ଧି ପାରିବେ । ଏମିତି କରିବା ଦ୍ଵାରା ଆପଣଙ୍କ ଉପରେ ଦୋଷ ଲାଗିବ ନହିଁ । ରୋଷେଇ ଘରେ ଖାଦ୍ୟା ବନିବା ସମୟରେ ରୋଷେଇ କରୁଥିବା ଜିନିଷର ସ୍ଵାଦ ବାର ବାର ଚାଖିବା ଠିକ ହୋଇନଥାଏ । ଏହା ଦ୍ଵାରା ମାତା ରାଗିଯାଇଥାନ୍ତି । ଆଉ ଘରେ ଗରିବୀ ଆସିଥାଏ । ଖାଦ୍ୟକୁ ବାର ବାର ଚାଖିବା ଆବଶ୍ୟକ ହୋଇନଥାଏ । ଏହା ଦ୍ଵାରା ଘରେ ଅର୍ଣ୍ଣର କମି ହୋଇଥାଏ ।

ଆମ ଜୀବନରେ ଆମେ ଭଗବାନ ଙ୍କୁ ମାନିବା କି ନାଇ ତାହା ଆମ ଉପରେ ରହେ କିନ୍ତୁ ଦେଖିବା ପାଇଁ ଗଲେ ଭଗବାନ ସବୁ ବେଳେ ଆମ ପାଖେ ପାଖେ ସବୁ ବେଳେ ନିଜ ସନ୍ତାନ ମାନଙ୍କ ସହ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ ଭଗବାନ ହନୁମାନ ଜି ଙ୍କ କୃପା ବିଶୟରେ ଯଦି ଦେଖିବା ପାଇଁ ଯିବା ତ ହନୁମାନ ଜି ନିଜ ବେଶ ବଦଳାଇ ଅନେକ ଜାଗାରେ ଅନେକ ଥର ଦେଖା ଯାଇ ଛନ୍ତି ।
ଆମେ ଆଜି ଭଗବାନ ଙ୍କ ଏହି ଭଳି ଏକ ମନ୍ଦିର ବିଷୟରେ କହିବା ପାଇଁ ଯାଉଛୁ ଯେଉଁ ଜାଗାକୁ ଯିବା ଦ୍ଵାରା ଆମ ଭାଙ୍ଗି ଯାଇ ଥିବା ହାଡ ପୁଣି ଥରେ ଯୋଡି ହୋଇ ଯାଇ ଥାଏ । ଆପଣଙ୍କ ବୁସବାଶ ଥିଲେ ବି କିମ୍ବା ନଥିଲେ ଭି ଭଗବାନ ସବୁ ବେଳେ ଆମ ସହ ଆମ ସାଙ୍ଗରେ ଅଛନ୍ତି । ସାରା ଦେଶରେ ଏହି ମନ୍ଦିର ର ଯୟଗାନ ହେଉଛି । ଆମ ଦେଶରେ ଅନେକ ଡାକ୍ତର ଅଛନ୍ତି ଅନେକ ଡାକ୍ତର ଖାନା ମଧ୍ୟ ଅଛି କିନ୍ତୁ ଦେଖିବା ପାଇ ଗଲେ ଏହା ଆମକୁ ହାଡ ଯନ୍ତ୍ରଣା ରୁ ମୁକ୍ତି ଦେଇ ପାରି ନଥାନ୍ତି । ଆମେ ଯଦି କହିବା ପାଇଁ ଯିବା ତ ।
ଜାଣି ପାରିବା କି ଆମେ ଭଗବାନ ଙ୍କ ପାଖରେ ନିଜର ସବୁ କିଛି ଦେଇ ଦେବା ଦ୍ଵାରା ଆମକୁ ସବୁ କିଛି ମିଳି ଥାଏ । ଏହି ମନ୍ଦିର କୁ ଲୋକମାନେ କାନ୍ଦି କାନ୍ଦି ଆସି ଥାନ୍ତି କିନ୍ତୁ ଯିବା ବେଳେ ଏମାନେ ହସି ହସି ଯାଇ ଥାନ୍ତି କାରଣ ଏହି ମନ୍ଦିର ରେ ଥିବା ହନୁମାନ ଜି ଙ୍କ କୃପାରୁ ତାଙ୍କର ହାଡର ଯନ୍ତ୍ରଣା ଦୂର ହୋଇ ଯାଇ ଥାଏ । ଅନେକ ଲୋକମାନେ ଏହି ଜାଗାକୁ ଆସି ସୁସ୍ଥ ହୋଇ ଫେରୁ ଛନ୍ତି । ଏହି ମନ୍ଦିର ମଧ୍ୟ ପ୍ରଦେଶ ର ଜିଲ୍ଲା କଟନୀ ଠାରୁ 35 କିଲୋମିଟର ଦୂର ମୋହାସ ନାମକ ଗ୍ରାମରେ ଅଛି । ଏହି ମନ୍ଦିର କୁ ଯଦି ଆପଣ ଆସୁଛନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
କାରଣ ଏହି ମନ୍ଦିରରେ ଅସ୍ଥି ରୋଗରେ ପୀଡିତ ଲୋକନକ ଚିକିସ୍ଛା ହୋଇ ଥାଏ । କେଉଁ ରୋଗୀ ଏହି ଜାଗାକୁ ଷ୍ଟ୍ରେଚର ରେ ଆସିବା ଅବେଳେ କେଉଁ ମାନେ ଟେକା ହୋଇ ଥାନ୍ତି । ଆପଣ ଜାଣିକି ବିଶ୍ଵାଶ କରିବେନି କି ଏହି ଜାଗାରେ ଥିବା ରୋଗୀ ମାନେ ପ୍ରକୃତିକ ଔଷଧ ଲଗାଇବା ସହ ରାମ ନାମର ଜପ କରି ଥାନ୍ତି ଓ ସୁସ୍ଥ ମଧ୍ୟ ହୋଇ ଥାନ୍ତି । ଏହି ପ୍ରାକୃତିକ ଔଷଧ ର ପ୍ରସ୍ତୁତି ଭଗବାନ ଙ୍କ ଆଶୀର୍ବାଦ ରୁ ସେଠାରେ ଥିବା ସାଧୁ ମାନେ କରି ଥାନ୍ତି । ଏହି ମନ୍ଦିର ରେ ମଙ୍ଗଲ ଓ ଶନିବାର ଦିନ ଏହି ଜାଗାରେ ଅଧିକ ଭକ୍ତ ମାନେ ଆସିଥାନ୍ତି । ଏହା ସହ ବିଶେସ ମନସ୍କାମନା ପୂରଣ ହୋଇ ଥାଏ ଏହି ମନ୍ଦିରରେ ମାନଶୀକ କରିବା ଦ୍ଵାରା ।