IBN ଓଡ଼ିଶା ବ୍ୟୁରୋ

ପ୍ରଥମ ନଜରରେ ଆପଣ କଣ ଦେଖିଲେ କୁହନ୍ତୁ ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା- Personality Test

ବନ୍ଧୁଗଣ ଛବି ମାଧ୍ୟମରେ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ମନୋବିଜ୍ଞାନ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ବେଶୀ କିଛି କୁହନ୍ତି ନାହିଁ କିନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ବହୁତ କିଛି କହିଥାନ୍ତି ।

ଯାହା ଆପଣଙ୍କୁ ସଫଳ ଭବିଷ୍ୟ ନିର୍ମାଣ କରିବାରେ ସହାୟକ ହୋଇଥାଏ । ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ନିମନ୍ତେ ଯେତେବେଳେ ଛବି ର ସାହାଯ୍ୟ ନିଆ ଯାଇଥାଏ ସେତେବେଳେ ବିଭିନ୍ନ ପ୍ରକାର ରଙ୍ଗ ଥିବା ବସ୍ତୁ କୁ ନିଆଯାଇଥାଏ ଏବଂ ସେଥି ମଧ୍ୟରୁ କୌଣସି ଗୋଟିଏ ଆପଣଙ୍କ ମସ୍ତିଷ୍କ ରେ ଗଭୀର ଛାପ ପକାଇଥାଏ ଏବଂ ଆପଣ ତାହା ବାଛିଥାନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ଭାବନା ସମ୍ବନ୍ଧରେ ସ୍ପଷ୍ଟ ରୂପରେ ଜଣା ପଡ଼ିଥାଏ ।

ସେହିପରି ଅନ୍ୟ ପକ୍ଷରେ କୌଣସି ଅଲଗା ଆକୃତି ଥିବା ଛବି ମଧ୍ୟ ନିଆ ଯାଇଥାଏ । ତାହାର ମହତ୍ତ୍ୱ ମଧ୍ୟ ସମାନ ଅଟେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଛବି ଦେଖାଇବୁ ଏବଂ ଆପଣଙ୍କୁ ସେହି ଛବି ରେ ଆପଣ ଙ୍କ ନଜର ପ୍ରଥମେ କାହା ଉପରେ ପଡ଼ିଲା ତାହା ଅନୁସାରେ ଆପଣ ପ୍ରଥମେ ଦେଖିଥିବା ଚିତ୍ର ଅନୁସାରେ ଆମେ ଆପଣ ମାନଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଆପଣ ଦେଖିଥିବା ଚିତ୍ର ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ।

୧- ପ୍ରଥମ ରେ ହେଉଛି ଯଦି ଆପଣ ଙ୍କୁ ଏହି ଚିତ୍ର ରେ କୌଣସି ବ୍ୟକ୍ତି ର ଚେହେରା ନଜର ଆସିଲା ତେବେ ଆପଣ ନିଜର ବ୍ୟକ୍ତିତ୍ୱ ପ୍ରତି ବହୁତ ସଚେତନ ଅଛନ୍ତି । ଆପଣ ସର୍ଵଦା ନିଜର ଭଲ ଛବି ଲୋକମାନଙ୍କ ଆଗରେ ପ୍ରକଟ କରାନ୍ତି । ଏବଂ ସମସ୍ତେ ଆପଣ ଙ୍କୁ ପସନ୍ଦ କରନ୍ତୁ ସେଥିପାଇଁ ଆପଣ ନିଜ ଉପରେ ବହୁତ ଧ୍ୟାନ ମଧ୍ୟ ଦେଇଥାନ୍ତି ।

୨- ଦ୍ଵିତୀୟ ରେ ଚିତ୍ର ରେ ଥିବା ନୀଳ ଗଛ । ଯଦି ଆପଣ ଙ୍କ ନଜର ପ୍ରଥମେ ଏହା ଦେଖିଥାଏ ତେବେ ଆପଣ ଜଣେ ବିଚାର ଶୀଳ ବ୍ୟକ୍ତି । ଆପଣ ସର୍ଵଦା ନିଜ ବିଚାର ଉପରେ କାୟମ ରହିଥାନ୍ତି । ଏବଂ କୌଣସି ବି ଅସୁବିଧା ଥାଉ ଆପଣ ସବୁବେଳେ ପ୍ରଥମେ ତାହାର ସମାଧାନ କରିବାକୁ ଇଚ୍ଛା କରିଥାନ୍ତି । ଆପଣ ସବୁବେଳେ କିଛି ନା କିଛି ଭାବନା ରେ ବୁଡି ରୁହନ୍ତି ।

୩- ତୃତୀୟ ରେ ହେଉଛି ଚିତ୍ର ରେ ଥିବା ପକ୍ଷୀ । ଯଦି ଆପଣ ଏହା କୁ ଦେଖି ଛନ୍ତି ତେବେ ଆପଣ ଅନ୍ତ ରେ ରହିବା ବହୁତ ପସନ୍ଦ କରନ୍ତି । ଆପଣ ଙ୍କୁ ଏକୁଟିଆ ରହିବା ବହୁତ ପସନ୍ଦ । ଏବଂ ଭିଡ଼ ସ୍ଥାନରେ ଯିବାକୁ ଏବଂ ରହିବା ଆପଣ ଙ୍କୁ ପସନ୍ଦ ନୁହେଁ । ଏବଂ ଆପଣ ନିଜ ଜୀଵନ ରେ ନକରାତ୍ମକ ଶକ୍ତି କୁ ଦୂରରେ ରଖିଥାନ୍ତି । ଆପଣ ଲୋକ ମାନଙ୍କ ସହ ବହୁତ ସଭ୍ୟତା ର ସହିତ କଥା ହୁଅନ୍ତି । ଆପଣ ଙ୍କୁ ନିରୋଳା ସ୍ଥାନରେ ରହିବା ପସନ୍ଦ ।

Related Articles

Leave a Reply

Your email address will not be published. Required fields are marked *

Back to top button