IBN ଓଡ଼ିଶା ବ୍ୟୁରୋ

ଶୁକ୍ର ମିଥୁନ ରାଶିରେ କରିବେ ପ୍ରବେଶ, ସୁନା ପରି ଚମକିବ ଏହି 4 ଟି ରାଶିର ଭାଗ୍ୟ, ଦେଖନ୍ତୁ କଣ ଏଥିରେ ଆପଣଙ୍କ ରାଶି ଅଛି ?

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହ ସମୟ ର ସାଥ ସାଥ ରେ ନିଜର ଚଳନ ରେ ପରିବର୍ତ୍ତନ କରିଥାନ୍ତି ଏବଂ ସେହି କାରଣ ଯୋଗୁଁ ୧୨ଟି ରାଶି ଉପରେ ଶୁଭ ଅଶୁଭ ର ପ୍ରଭାବ ପଡ଼ିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଜୀଵନ ରେ ରାଶି ର ଗ୍ରହ ର ଚଳନ ସଠିକ ଥାଏ ତେବେ ତା ଜୀଵନ ରେ ସକରାତ୍ମକ ଜିନିଷ ହୋଇଥାଏ ଏବଂ ଯଦି କୌଣସି ବ୍ୟକ୍ତି ର ଜୀଵନ ରେ ରାଶି ରେ ଗ୍ରହ ଚଳନ ସଠିକ ରହି ନଥାଏ ତେବେ ତା ଜୀଵନ ରେ ବହୁତ ସମସ୍ୟା ଗୁଡିକ ମଧ୍ୟ ଆସିଥାଏ ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୯ ମଇ ୨୦୧୯ ରେ ଶୁକ୍ର ଗ୍ରହ ବୃଷଭ ରାଶି ରୁ ବାହାର କରି ମିଥୁନ ରାଶି ଉପରେ ପ୍ରବେଶ କରୁଛନ୍ତି ଏବଂ ଏହା ଜୁନ ୨୨ ପର୍ଯ୍ୟନ୍ତ ରହିବେ ।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି ‘ମେଷ ରାଶି’ । ଏହି ରାଶି ଥିବା ବ୍ୟକ୍ତି ମାନେ ଯେଉଁ ସବୁ ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ଲାଭ କରିବେ । ଏହି ରାଶି ର ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଏମାନେ ସଫଳତା ର ମାର୍ଗ ରେ ଅଗ୍ରସର ହେବେ ।

୨. ମିଥୁନ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘ମିଥୁନ ରାଶି’ । ବ୍ୟାପାର କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଧନ ଅର୍ଜନ କରିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବାର ବହୁତ ସମ୍ଭାବନା ରହିଛି ।

୩. କର୍କଟ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘କର୍କଟ ରାଶି’ । ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗ ର ସମ୍ଭାବନା ରହିଛି । ଭବିଷ୍ୟତ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ର କୌଣସି ଅଟକି ରହି ଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ ।

୪. କନ୍ୟା ରାଶି- ଏମାନଙ୍କୁ କୌଣସି ପୁରୁଣା ସମ୍ପତ୍ତି ପ୍ରାପ୍ତ ହେବାକୁ ଯାଉଛି । ଯେଉଁମାନେ ଚାକିରୀ କରିଛନ୍ତି ସେମାନେ ଉନ୍ନତି ହାସଲ କରିବେ । ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବ । ଘର ଓ ପରିବାର ରେ ଖୁସି ର ବାତାବରଣ ରହିବ । ଏହି ରାଶିର ବ୍ୟକ୍ତି ବିଶେଷ ନିଜ ଶତ୍ରୁ ମାନଙ୍କୁ ପରାଜିତ କରି ଜୀବନ ରେ ଆଗକୁ ବଢ଼ିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button