IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଫୁସଫୁସ ରୁ କଫ ଏକାଥରେ ସଫା ହେଇଯିବ, ଅକ୍ସିଜେନ ଲେଭଲ ତୁରନ୍ତ 95 ଉପରକୁ ହେଇଯିବ, କରନ୍ତୁ ଏହି ଦେଶୀ ଉପାୟ- Health Tips

ଦେଶ ରେ ମହାମାରୀ ର ଆତଙ୍କ ସବୁ ଆଡେ ବ୍ୟାପି ବାରେ ଲାଗିଛି । ଏହି ମହାମାରୀ ଅନେକ ଜୀଵନ ମଧ୍ୟ ନେଇ ସାରିଲାଣି ଏହା ୨୦୧୯ ନଭେମ୍ବର ରୁ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ତାର ଆତଙ୍କ ଦେଖାଇ ଚାଲିଛି ।

ଏଥିରେ ସରକାର ଙ୍କ ନିର୍ଦେଶ କ୍ରମେ ଘରେ ରହି ସାମାଜିକ ଦୂରତା ରଖିବା ଆବଶ୍ୟକ ଜରୁରୀ ପରିସ୍ଥିତି ହେଲେ ହିଁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧିବା ଉଚିତ ଏବଂ ସର୍ଵଦା ନିଜ ପାଖରେ ସାନିଟାଇଜର ବ୍ୟବହାର କରିବା ଉଚିତ । ଏବଂ କୌଣସି କାର୍ଯ୍ୟ କରିବା ପରେ ଏବଂ ଖାଇବା ପୂର୍ବରୁ ନିଜ ହାତକୁ ଭଲ ଭାବରେ ସଫା ରଖିବା ଏବଂ ସବୁ ବେଳେ ହାତ କୁ ସାନିଟାଇଜର କରିବା ଆବଶ୍ୟକ ।

ଏହି କରୋନା ଭାଇରସ ଆମ ଗଳା ରେ କଫ ରେ ରହି ଧୀରେ ଧୀରେ ଏହା ଆମ ଫୁସଫୁସ କୁ ପ୍ରଭାବିତ କରାଇ ଥାଏ ଏବଂ ଫୁସଫୁସ ରେ କଫ ଏବଂ ଭୂତାଣୁ ଜମି ଆମକୁ ନିଶ୍ୱାସ ନେବାରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଆଜି ଆମେ ଫୁସଫୁସ କୁ କିପରି ସଫା କରି ପାରିବା ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

କରୋନା ଛଡା ଯଦି ଆପଣ ବାହାରକୁ ଯାଇଛନ୍ତି ଏବଂ ଧୂଳି ଯୋଗୁଁ ଆପଣ ଙ୍କ ନାକ ରୁ ପାଣି ବାହାରୁଛି କିମ୍ବା କୌଣସି କାର୍ଯ୍ୟ କରିବା ସମୟରେ ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ତେବେ ଏହା ଆପଣ ଙ୍କ ଫୁସଫୁସ ରେ ଥିବା ସମସ୍ୟା ଯୋଗୁଁ ହୋଇଥାଏ । ଏହା ଛଡା ବହୁତ ଥଣ୍ଡା ଏବଂ କାଶ ଛିଙ୍କ ହେଇଥାଏ ତେବେ ଏହା ମଧ୍ୟ ଏହି ଫୁସଫୁସ ଯୋଗୁଁ । ତେଣୁ ସେଥିପାଇଁ ଆମେ ପ୍ରଥମେ ଫୁସଫୁସ କୁ ଭଲ କରିବା ପାଇଁ ଚେଷ୍ଟା କରିବା ।

୧- ପ୍ରଥମ ଉପାୟ ହେଉଛି ଆମକୁ ବାମ୍ଫ ନେବା ଆବଶ୍ୟକ ଅଟେ । କିନ୍ତୁ ସେହି ପାଣି ଭିତରେ କଣ ପକାଇବା ଆବଶ୍ୟକ ଚାଲନ୍ତୁ ଜାଣିନେବା ପ୍ରଥମେ ପାଣି ନେବେ ସେଥିରେ ପୋଦିନା ପକାଇ ଦେବା ଏବଂ ତା ସହିତ କିଛି ଜୁଆଣି ପକାଇବା ଏବଂ ତିନି ରୁ ଚାରଟି ଆମକୁ ଲବଙ୍ଗ ପକାଇ ଦେବା । ଏବଂ ଗୋଟିଏ ଛୋଟ କର୍ପୂର ମଧ୍ୟ ପକାଇଦେବା । ଏବଂ ଏହି ଚାରଟି ଜିନିଷ କୁ ମିଶାଇ ଏକ ବାମ୍ଫ ପ୍ରସ୍ତୁତ କରିବା ତା ପରେ ସେହି ଜଳ ରେ ଏକ କପଡ଼ାରେ ନିଜ ମୁହଁ କୁ ଘୋଡାଇ ସେଥିରୁ ଥିବା ବାମ୍ପ କୁ ନେଇ ଯିବା ଏବଂ ଏହା ଦ୍ୱାରା ଆମ ର ଫୁସଫୁସ ମଜବୁତ ହୋଇ ଯାଇଥାଏ । ଏବଂ ଅମ୍ଳଜାନ ବୃଦ୍ଧି ହେବ ।

୨- ଦ୍ଵିତୀୟ ଉପାୟ ହେଉଛି ଆପଣ କିଛି କର୍ପୂର ନେବେ ଏବଂ ତା ସହିତ କିଛି ଜୁଆଣି ମଧ୍ୟ ନେବେ ଏବଂ କିଛି ଖାଲି ଦିଆସିଲି ଡ଼ବା ରେ ଏହାକୁ ପୁରାଇ ଦେବେ ଏବଂ ସେହି ଦିଆସିଲି ଡବା ରେ କିଛି କଣା କରି ଆପଣ ନେଲ କଟର ରେ କଣା କରି ପାରିବେ ଏବଂ ଏହି ପରି କିଛି ଡବା କୁ ପ୍ରସ୍ତୁତ କରି ଦିଅନ୍ତୁ ଏବଂ ଯେତେବେଳେ ମଧ୍ୟ ସମୟ ହେବ ଆପଣ ଶୁଘନ୍ତୁ ଏହା ଦ୍ୱାରା ମଧ୍ୟ ଆମ ଫୁସଫୁସ ମଜବୁତ ରହିଥାଏ ଏବଂ ଆମକୁ ଅମ୍ଳଜାନ ମଧ୍ୟ ମିଳି ଥାଏ ।

ଏହା ଛଡା ଆପଣ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଆପଣ ପ୍ରତିଦିନ ଅଁଳା ର ସେବନ କରିବା ଆବଶ୍ୟକ କାରଣ ଏହି ଅଁଳା ରେ ପ୍ରଚୁର ପରିମାଣରେ ଭିଟାମିନ- ସି ଥାଏ ଯାହା ଆମ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇ ଥାଏ । ତେଣୁ ଏହାକୁ ପ୍ରତିଦିନ ଖାଇବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button