IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜି ମଧ୍ୟ ଏହି ସ୍ଥାନରେ ଜୀବିତ ରହିଛି ରାବଣ, ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଏବେ ବି ବଞ୍ଚିଛି ରାବଣ । ଏହା କଣ ସତ ? ଜାଣିଲେ ଚକିତ ହୋଇଯିବେ । ତ୍ରେତୟା ଯୁଗ ମାନେ ଜାଣିଥିବେ ରାମ ଆଉ ରାବଣ ଯୁଗ । ଯଦି ରାମ ଓ ରାବଣ ମଧ୍ୟ ରେ ଯୁଦ୍ଧ ହେଲା ଏଥିରେ ରାବଣ ମୃତ୍ୟୁ ବରଣ କଲେ ତେବେ ତାଙ୍କ ଶବ କୁଆଡେ ଗଲା ।

ଯଦି ଅନ୍ତିମ ସଂସ୍କାର ହେଲା ତେବେ ସେହି ଜାଗା ନାମ କଣ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ରାମ ଓ ରାବଣ ଯୁଦ୍ଧ ରେ ରାମ ଜିତିଥିଲେ ଏବଂ ରାବଣ ପରାସ୍ତ ହୋଇଥିଲେ । ଏହା ଆମ ପୁରାଣ ଶାସ୍ତ୍ରରେ ଲେଖାଯାଇଅଛି । ସେ ମୃତ୍ୟୁ ବରଣ ପରେ ଯଦି ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଛି ତେବେ ଏହା କଣ ପାଇଁ ଶାସ୍ତ୍ରରେ ଲେଖାଯାଇନାହିଁ,

କାହିଁକି ନା ରାବଣ ର ଶବ ଏବେ ଯାଇଁ ବି ଅଛି କାରଣ ଶ୍ରୀଲଙ୍କା ରେ ଯେଉଁ କାମ କରୁଛି ରାମାୟଣ ରିସର୍ଚ ଅରଗାନାଇଯେସନ ସେ ରିସର୍ଚ ଅରଗାନାଇଯେସନ ତଥ୍ୟ ଏବେ ଗୋଟେ କଥା ସୋସିଆଲମିଡିଆ ରେ ଛାଡିଛନ୍ତି ଯେଉଁ ଟାକି ଏବେ ବହୁତ ଭାଇରାଲ ହେଉଛି ସେଇଟା ହେଲା ରାବଣ ର ଶବ ଏ ପର୍ଯ୍ୟନ୍ତ ମଧ୍ୟ ସେଇଠି ଠାବ କରାହୋଇକି ରଖାଯାଇଛି ।

ସେହି ସ୍ଥାନୀୟ ଲୋକ ଏହି ବିଷୟରେ କହିଥିବା ଜଣା ପଡ଼ିଛି । ରାଗରା ଗ୍ରାମ ରେ ଏକ ଗୁମ୍ଫା ଅଛି ରିସର୍ଚ ଅରଗାନାଇଯେସନ ସାଙ୍ଗରେ ସ୍ଥାନୀୟ ଲୋକ ସେହି ଗୁମ୍ଫା କୁ ଗଲେ ସେହି ଗୁମ୍ଫା ରେ ଏକ ବହୁତ ବଡ଼ ପଥର ଦେଖିବାକୁ ମିଳିଥିଲା । ସେହି ପଥର ର ଲମ୍ବ ହେଲା ୧୮ ଫୁଟ । ସେହି ପଥର ସାଧାରଣ ପଥର ପରି ନଥିଲା ସେହି ପଥରେ ଚିକଚିକ ବା ଉଜ୍ଜ୍ୱଳ କରୁଥିବା ଭଳି କିଛି ଗୋଟେ ପଦାର୍ଥ ବାହାରୁଥିଲା ଏବଂ ସେହି ପଥର ଉପର ରେ କିଛି ଶିଳାଲିପି ରେ ଲେଖା ଯାଇଛି ଏବଂ ରାବଣ ର ଆକୃତି ର ଏକ ଫଟ ଚିତ୍ର ମଧ୍ୟ ଅଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଭିତରେ ହିଁ ରଖା ଯାଇଛି ରାବଣ ର ଶବକୁ ଯେତେବେଳେ ରିସର୍ଚ ଅରଗାନାଇଯେସନ ପଚାରିଥିଲେ କି କଣ ପାଇଁ ତାଙ୍କୁ ଏମିତି କଏଦୀ କରିକି ରଖାଯାଇଛି ତେବେ ସ୍ଥାନୀୟ ଲୋକ କହିଥିଲେ ଯେ ରାବଣ ର ମୃତ୍ୟୁ ପରେ ସେତେବେଳେ ବହୁତ ଚେଷ୍ଟା କରାହୋଇଥିଲା ତାଙ୍କୁ ପୁନର୍ଜିବିତ କରିବାକୁ ।

ମାନେ ତନ୍ତ୍ର ମନ୍ତ୍ର ସାହାଯ୍ୟରେ କାରଣ ରାବଣ ବହୁତ ବିଦ୍ୱାନ ଥିଲେ ଏବଂ ପଣ୍ଡିତ ମଧ୍ୟ ଥିଲେ ସେ ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲେ । ସୁପଣେଖା କଥାରେ ପଡିକି ସୀତାଙ୍କୁ ଚୋରି କରିଥିଲେ ଏଇଟା ତାଙ୍କ ଦ୍ୱାରା ଗୋଟେ ବଡ ପାପ ହୋଇଯାଇଥିଲା ।

ସ୍ଥାନୀୟ ଲୋକଙ୍କ ଏତେ ଚେଷ୍ଟା ପରେ ବି ସବୁ ବିଫଳ ହୋଇଥିଲା ପରେ ସେ ଚାହିଁଥିଲେ କି ତାଙ୍କ ପ୍ରିୟ ରାଜାଙ୍କ ଶବକୁ ଅନ୍ତିମ ସଂସ୍କାର କରାନଯାଉ ମାନେ ନିଆଁ ନଲଗାଯାଉ ଏଥିପାଇଁ ସେ ମମି ଆକାରରେ ଶବ କୁ ରଖିଥିଲେ ଏବଂ ସେ ପଥର ଉପରେ ରାସାୟନିକ ଦ୍ରବ୍ୟ ମଧ୍ୟ ପ୍ରୟୋଗ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଦେଖାଯାଉଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button