ମନୋରଞ୍ଜନ

Jyotish Shastra- ସ୍ବାମୀଙ୍କ ପାଇଁ ଦିବାନି ହେଇଥାନ୍ତି ଏହି 3 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ବିବାହ ର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ଜଣେ ଏଭଳି ଜୀବନସାଥୀ ର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ଅଧିକ ଭଲ ପାଉଥିବ।

ତାଙ୍କର ସର୍ବଦା ଯତ୍ନ ନେଉଥିବ ଏବଂ ଜୀବନ ର ସମସ୍ତ ପରିସ୍ଥିତି ରେ ତାଙ୍କର ସାଥ ଦେଉଥିବ। କିନ୍ତୁ ସମ୍ପର୍କ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ୱାସ। ଯେଉଁ ସମ୍ପର୍କରେ ବିଶ୍ୱାସ ନଥାଏ ସେହି ସମ୍ପର୍କ କେବେବି ତିଷ୍ଠି ନଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସର୍ବଦା ନିଜ ସମ୍ପର୍କ କୁ ଭଲ ରଖିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ଏବଂ ନିଜ ପତି ଙ୍କୁ ଖୁସି ରେ ରଖନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି ‘N’। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। କାରଣ ଏମାନଙ୍କୁ ଏଭଳି ଜୀବନ ସାଥି ମିଳିଥାଏ ଯିଏ ତାଙ୍କୁ ହୃଦୟ ରୁ ଭଲ ପାଇଥାଏ। ଏହି ନାମର ଝିଅ ମାନେ ମଧ୍ୟ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ପାର୍ଟନର ଙ୍କ ପ୍ରତି ସର୍ଵଦା ଇମାନଦାର ରୁହନ୍ତି।ଏହି ଝିଅ ମାନେ ନିଜ ପତି ଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ କରିବାରେ ସକ୍ଷମ ହୁଅନ୍ତି ଏବଂ ନିଜ ସ୍ୱାମୀ ଙ୍କୁ ସମସ୍ତଙ୍କ ଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି।ଏହି ଝିଅ ମାନଙ୍କ ହୃଦୟ ବହୁତ ସଫା ମଧ୍ୟ ହୋଇଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି, ‘A’। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ପତି ଙ୍କ ଇଚ୍ଛା କୁ ପୂର୍ଣ୍ଣ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି ଏବଂ ନିଜ ପତି ଙ୍କୁ ଖୁସି କରିବା ପାଇଁ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ଏହି କାରଣରୁ ଏମାନଙ୍କ ପତି ମଧ୍ୟ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି।ଏହି ଝିଅ ମାନେ ନିଜ ପତି ଙ୍କ ପାଇଁ ନିଜ ମନରେ ସେବା ଭାବ ରଖନ୍ତି। ଏହି ନାମର ଝିଅ ମାନେ ନିଜ ପତି ଙ୍କୁ ସର୍ଵଦା ପଲକ ରେ ବସାଇ ରଖନ୍ତି।ଏମାନେ ନିଜ ପାର୍ଟନର ଙ୍କ ପ୍ରତି ଇମାନଦାର ରୁହନ୍ତି ଏବଂ ପୁରା ଜୀବନ ନିଃସ୍ୱାର୍ଥ ଭାବ ରେ ନିଜ ପତି ଙ୍କୁ ଭଲ ପାଆନ୍ତି।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି ‘M’। ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେବା କରନ୍ତି। ଏହି ନାମର ଝିଅ ଜୀବନ ସାରା ନିଜ ପତି ଙ୍କ ସାଥ ଦେଇଥାନ୍ତି। ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ଜୀବନ ରେ ଏହି ନାମର ଝିଅ ଅଛନ୍ତି ତେବେ କେବେବି ତାଙ୍କ ଠାରୁ ଦୂରେଇ ରୁହନ୍ତୁ ନାହିଁ ଏବଂ ତାଙ୍କୁ ବହୁତ ଭଲ ପାଇବା ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button