IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ର ୩ ଦିନ ନୀମ ଓ ହଳଦୀ ଖାଇବାର ଫାଇଦା ଜାଣିଲେ ପାଦ ତଳୁ ମାଟି ଖସିଯିବ- Health Tips

ନମସ୍କାର ବନ୍ଧୁଗଣ ଆପଣ ଙ୍କୁ ରୋଗରୁ ଉଠି କିଛି ଖାଇବାକୁ ଭଲ ଲାଗୁ ନାହିଁ କିମ୍ବା ମୁହଁର ସ୍ୱାଦ ବିଗିଡି ଯାଇଛି କିମ୍ବା କିଛି ସ୍ୱାଦ ଆସୁନାହିଁ । ତେବେ ଆଜି ଆମେ ତାହା ପାଇଁ ଏକ ଉପାୟ ବିଷୟରେ ଆଲୋଚନା କରିବୁ

ଯାହା ଆପଣ ଙ୍କ ସ୍ୱାଦ କୁ ବଢ଼ାଇବା ସହ ଆପଣ ଙ୍କ ର ଶରୀର କୁ ରୋଗ ପ୍ରତିଶୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରାଇ ଥାଏ । ଏବଂ ଆପଣ ଙ୍କୁ ଖାଦ୍ୟ ଖାଇବା କୁ ଇଚ୍ଛା ମଧ୍ୟ ହେବ । ଏହା ଛଡା ଏହି ଉପାୟ ଦ୍ୱାରା ଆପଣ ଙ୍କ ପାଚନ ଶକ୍ତି କୁ ମଧ୍ୟ ଭଲ କରିବ । ଆପଣ ଙ୍କ ଖାଦ୍ୟ ହଜମ ହେବ ଏବଂ ଏହା ରକ୍ତ ମଧ୍ୟ ବୃଦ୍ଧି ହେବ । ଶରୀର ସୁସ୍ଥ ରହିବ । ଏବଂ ଅନେକ ରୋଗ କୁ ମଧ୍ୟ ଦୁର କରିଥାଏ ।

ପେଟ ଜନିତ ସମସ୍ୟା କୁ ଦୁର କରିଥାଏ । ଗ୍ୟାସ ସମସ୍ୟା କୁ ମଧ୍ୟ ଦୁର କରିଥାଏ । ଖାଦ୍ୟ ରେ ଥିବା ଅରୁଚି କୁ ମଧ୍ୟ ଦୁର କରିଥାଏ । ଏହା ଛଡା ଆହୁରି ଅନେକ ଲାଭ ପ୍ରଦ ହୋଇଥାଏ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଆଲୋଚନା କରି ନେବା ।

ଆପଣ ନିମ୍ବ ପତ୍ର ଗୁଣ୍ଡ ଏବଂ ହଳଦୀ ଗୁଣ୍ଡ କୁ ନେବେ ଏବଂ ଗରମ ପାଣି ରେ ପକାଇ ସକାଳେ ନିୟମିତ ଭାବରେ ପିଇବା ଦ୍ୱାରା ଆପଣ ଙ୍କ ଆଣ୍ଠୁ ଗଣ୍ଠି ଆଦି ଭଲ ହୋଇ ଯାଇଥାଏ ଏବଂ ଆପଣ ଙ୍କର ରୋଗ ପ୍ରତିରୋଧକ ଶକ୍ତି ର ମଧ୍ୟ ବୃଦ୍ଧି ହୋଇଥାଏ । ନିମ୍ବ ଏବଂ ହଳଦୀ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ଏହା କେବଳ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରେ ନାହିଁ ଆମ ଶରୀର ରେ ଥିବା ଅନ୍ୟାନ୍ୟ ସମସ୍ୟା ଗୁଡିକ ର ମଧ୍ୟ ସମାଧାନ କରିଥାଏ ।

ଆପଣ ଙ୍କୁ ଯଦି ବହୁତ ଥଂଡା ହେଉଛି ଏବଂ ଆପଣ ଙ୍କ ଶରୀର ବହୁତ ଦୁର୍ବଳ ଅଛି ତେବେ ଆପଣ ତମ୍ବା ପାତ୍ର ରେ ଥିବା ପାଣି କୁ ଫୁଟାଇ ସେଥିରେ ଏହି ନିମ୍ବ ଏବଂ ହଳଦୀ ଗୁଣ୍ଡ କୁ ପକାଇ ସେଥିରେ ଅଳ୍ପ ମହୁ ମିଶାଇ ପିଇବା ଦ୍ୱାରା ଆପଣ ଙ୍କ ଶରୀର ରେ ଥିବା ସମସ୍ୟା ଦୁର ହୋଇଥାଏ ଏବଂ ଶରୀର ଦୁର୍ବଳ ମଧ୍ୟ ଲାଗେ ନାହିଁ ।

ଏହା ଛଡା ପେଟ ଜନିତ ସମସ୍ୟା କୁ ମଧ୍ୟ ଦୁର କରିଥାଏ ପେଟ ରେ ଥିବା ଯନ୍ତ୍ରଣା କୁ ମଧ୍ୟ ଦୁର କରିଥାଏ ଏବଂ ଚେହେରା କୁ ଉଜ୍ୱଳ କରିଥାଏ ଏବଂ ତ୍ୱଚା ଜନିତ ସମସ୍ୟାକୁ ଦୁର କରିଥାଏ ।
ଏହା ଛଡା ଖାଦ୍ୟ ରେ ଥିବା ଅରୁଚି ମଧ୍ୟ ଦୁର ହୋଇଥାଏ । ଶରୀର ରେ ଥିବା ଯନ୍ତ୍ରଣା ମଧ୍ୟ ଦୁର ହୋଇଥାଏ । ଉଚ୍ଚ ରକ୍ତଚାପ ମଧ୍ୟ ଦୁର କରିଥାଏ । ହୃଦୟ ରେ ଯନ୍ତ୍ରଣା କୁ ମଧ୍ୟ ଦୁର କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button