ଦେଶ

ମରିଗଲେ ବି ଏହି 3 ଭୁଲ ଗାଧେଇବା ସମୟରେ କେବେ ବି କରିବେନି, ପରିବାର ହେଇଯାଏ ବର୍ବାଦ- Chanakya Niti

ନମସ୍କାର ବନ୍ଧୁଗଣ, ହିନ୍ଦୁ ଧର୍ମ ଶାସ୍ତ୍ର ରେ ସ୍ନାନ କୁ ନେଇ କିଛି ବିଶେଷ ନିୟମ କୁହାଯାଇଛି । ଯାହାକୁ ଆମେ ସମସ୍ତେ ପାଳନ କରିବା ଉଚିତ । ଆଧୁନିକ କ୍ରିୟା ସ୍ନାନ ରେ ବହୁତ ପରିବର୍ତ୍ତନ ଆସିଛି ।

ପୂର୍ବେ ଲୋକ ମାନେ ଖୋଲା ଏବଂ ନଦୀ ରେ ସ୍ନାନ କରୁଥିଲେ କିନ୍ତୁ ଏବେ ଗୁପ୍ତ ଏବଂ ନିଜ ଗାଧୁଆ ଘରେ ସ୍ନାନ କରୁଛନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଗାଧୋଇବା ସମୟରେ ଭୁଲ ରେ ବି କେବେ ଏଭଳି ଭୁଲ କରିବା ନାହିଁ । ଏହି ଭୁଲ କେବେବି କରିବା ଉଚିତ ନୁହେଁ ନଚେତ ଦେଵତା ମାନେ ରାଗି ଯାଆନ୍ତି ।

ତେବେ ଚାଲନ୍ତୁ ଜାଣିନେବା କି ସ୍ନାନ କରିବା ସମୟରେ କେଉଁ ନିୟମ ପାଳନ କରିବା ଉଚିତ ।

୧- ପ୍ରଥମ ନିୟମ ହେଉଛି ସ୍ନାନ କରିବା ସମୟରେ କେବେବି ପୁରା ସଂପୂର୍ଣ୍ଣ ପୋଷାକ ଖୋଲି ସ୍ନାନ କରିବା ଉଚିତ ନୁହେଁ । ଏହି ପରି କରିବା ଦ୍ୱାରା ମନୁଷ୍ୟ ପାପ ର ଭାଗିଦାରୀ ହୋଇ ଥାଏ । ପଦ୍ମ ପୁରାଣ ରେ ଏହା ଉପରେ ଏକ କାହାଣୀ ରହିଛି । କି ଏକ ଦିନ ସବୁ ଗୋପୀ ମାନେ ନଦୀ କୁ ସ୍ନାନ କରିବା ପାଇଁ ଗଲେ କିନ୍ତୁ ସ୍ନାନ ସମୟରେ ସେମାନଙ୍କ ଦେହରେ କୌଣସି ପୋଷାକ ନଥିଲା । ସେତେବେଳେ କୃଷ୍ଣ ସେମାନଙ୍କ କପଡା ଲୁଚାଇ ଦେଲେ ।

ଏହାପରେ ଯେତେବେଳେ ଗୋପୀ ମାନେ ନିଜ ପୋଷାକ ଖୋଜିଲେ ସେତେବେଳେ କୃଷ୍ଣ କହିଲେ କି ଗଛରେ ଅଛି ଆସି କି ନେଇ ଯାଅ । ସେତେବେଳେ ଗୋପୀ କହିଲେ ଆମେ ବିନା ପୋଷାକ ରେ ବାହାରକୁ କିପରି ଯିବା ଏବଂ ଆମେ ଆସିବା ବେଳେ କେହି ନଥିଲେ କିନ୍ତୁ କୃଷ୍ଣ କହିଲେ କି ମୁଁ ସବୁଠାରେ ଅଛି । ଆକାରରେ ଉଡୁଥିବା ପକ୍ଷୀ ଏବଂ ପାଣି ଭିତରେ ଯିବ ଜନ୍ତୁ ସମସ୍ତେ ଦେଖିଛନ୍ତି । ଏହା ଛଡା ଜଳ ରୂପି ବରୁଣ ଦେଵତା ମଧ୍ୟ ତମ ମାନଂକୁ ବିନା ବସ୍ତ୍ରରେ ଦେଖିଛନ୍ତି । ଏହା ତାଙ୍କର ଅ-ପ-ମା-ନ ।

ଆପଣଙ୍କ ର ଏପରି କାମ ଆପଣ ଙ୍କୁ ପା-ପ ର ଭାଗିଦାରୀ କରିଥାଏ । ଏହି କାରଣ ଯୋଗୁଁ ଆମକୁ କେବେବି ସମ୍ପୂର୍ଣ୍ଣ  ବସ୍ତ୍ର ଖୋଲି ଗାଧୋଇବା ଉଚିତ ନୁହେଁ । ଗରୁଡ଼ ପୁରାଣ ରେ କୁହାଯାଇଛି କି ଆମ ରକ୍ଷକ ସର୍ଵଦା ଆମ ସହ ରହିଥାନ୍ତି ଏବଂ ଆମେ ସ୍ନାନ କରିବା ସମୟରେ ବସ୍ତ୍ରର ଜଳ ରୁ ହିଁ ସେମାନେ ତୃପ୍ତି ହୋଇ ଥାଆନ୍ତି ଏବଂ ଯଦି ଆମେ ବିନା ବସ୍ତ୍ରରେ ଗାଧୋଇବା ତେବେ ସେ ତୃପ୍ତି ପାଇଁ ପାରିବେ ନାହିଁ । ଯାହା ଦ୍ୱାରା ବ୍ୟକ୍ତି ର ବଳ, ତେଜ, ଧନ ଏଵଂ ସୁଖ ନଷ୍ଟ ହୋଇ ଯାଇଥାଏ ଏବଂ ପିତୃ ଦୋଷ ମଧ୍ୟ ଲାଗିଥାଏ ।

୨- ଦ୍ଵିତୀୟ ରେ ହେଉଛି ଗାଧୋଇ ସାରିବା ପରେ ଗାଧୁଆ ଘର କୁ କେବେବି ଅସନା କିମ୍ବା ଅପରିଷ୍କାର କରିବା ଉଚିତ ନୁହେଁ । ଏହି ଅଭ୍ୟାସ ସବୁଠାରୁ ଖରାପ ବୋଲି କୁହାଯାଇଛି । ଏହା ଛଡା ବିନା କାରଣରେ ପାଣି ନଷ୍ଟ କରିବା ମଧ୍ୟ ଉଚିତ ନୁହେଁ । ଏହି ଦୁଇଟି କଥାରେ ହିଁ ବରୁଣ ଦେଵତା କ୍ରୋଧିତ ହୋଇ ଯାଆନ୍ତି । ଏହି ଅଭ୍ୟାସ ଆପଣଙ୍କ ର ଦୁର୍ଭାଗ୍ୟ ର କାରଣ ମଧ୍ୟ ହୋଇଥାଏ । ଯେଉଁମାନେ ଗାଧୁଆ ଘର ଅପରିଷ୍କାର ରଖନ୍ତି ସେମାନେ ଚନ୍ଦ୍ର ସହିତ ରାହୁ କେତୁ ର ମଧ୍ୟ ପା ପ ଲାଗିବ । ସ୍ନାନ କରିବା ସମୟରେ ଏହି ନିୟମ କୁ ମାନିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button