IBN ଓଡ଼ିଶା ବ୍ୟୁରୋ

ରାତିରେ ଶୋଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି 4ଟି ଭୁଲ ନଚେତ ଆସିପାରେ ଗରିବୀ!

ବନ୍ଧୁଗଣ ଅନେକ ସମୟରେ ମଣିଷ ଏତେ ଛୋଟ ଛୋଟ ଭୂଲ କରିଥାଏ ଯାହା ଅନେକ ଥର ଆଗକୁ ଯାଇ ଅନେକ ସମସ୍ୟାର ସମୁଖିନ୍ନ କରିବାକୁ ପଡିଥାଏ । ଶାସ୍ତ୍ର ଅନୁଯାୟୀ ସବୁ କାମ କରିବାର ଏକ ସଠିକ ଉପାୟ ଥାଏ । ଏମିତି ରେ କହିବାକୁ ଗଲେ ଅନେକ ସମୟରେ ଦେଖାଯାଏ କି ରାତିରେ ଶୋଇବା ସମୟରେ ଲୋକ ମାନେ ଏମିତି ଭୁଲ କରି ଦେଇଥାନ୍ତି ଯାହା ତାଙ୍କୁ କରିବା ଉଚିତ ହୋଇ ନ ଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏଭଳି କିଛି ଭୁଲ ବିଷୟରେ ଯାହାକୁ ରାତିରେ କରିବା ଦ୍ଵାରା ଧନ ହାନି ହୋଇଥାଏ ଓ ଗରିବୀ ର ସାମ୍ନା କରିବାକୁ ପଡିଥାଏ ।

1- ବାସ୍ତୁ ଶାସ୍ତ୍ର ଅନୁଯାୟୀ ରାତି ରେ ଶୋଇବା ବେଳେ ମୁଣ୍ଡ ପାଖରେ କେବେ ବି ପର୍ସ ରଖିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରର ଖର୍ଚ୍ଚ ବଢିଥାଏ । ଏମିତି କି ମୁଣ୍ଡ ପାଖରେ ରାତି ରେ ଶୋଇବା ସମୟରେ ଟଙ୍କା ପଇସା ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଅଯଥା ଖରଚ ବଢିଥାଏ । ଯାହା ଦ୍ଵାରା ଆର୍ଥିକ ସମସ୍ଯା ଦେଖା ଯାଇଥାଏ । ଏହା ଦ୍ଵାରା ବ୍ୟକ୍ତି ଦାରିଦ୍ରତା ର ଶିକାର ହୋଇଥାଏ ।

2- ବ୍ୟକ୍ତି ଙ୍କୁ ଭୁଲରେ ବି ଶୋଇବା ସମୟରେ ଜୋତା ବା ଚପଲ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ବାସ୍ତୁ ସାସ୍ତ୍ର ଅନୁଯାୟୀ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହି କାରଣରୁ ଘରେ ସମସ୍ଯା ଆସିବାକୁ ଲାଗିଥାଏ । ଓ ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ମୁଣ୍ଡ ପାଖରେ ବା ଶୋଇବା ଘରେ ଭୁଲରେ ବି ଜୋତା କି ଚପଲ ରଖିକି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଆର୍ଥିକ ଅଭାବ ଦେଖା ଯାଇଥାଏ ।

3- ବାସ୍ତୁ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ରାତିରେ ଶୋଇବା ସମୟରେ କେବ ବି ସୁନା କି ଚାନ୍ଦି ର ଜିନିଷ କୁ ମୁଣ୍ଡ ପାଖରେ ରଖିକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସୌଭାଗ୍ୟ ବି ଦୁର୍ଭାଗ୍ୟ ରେ ପରିଣତ ହୋଇଥାଏ । ମଣିଷ ଜୀବନରେ ଦୁଃଖ ଆସିଥାଏ ଓ ବ୍ୟକ୍ତି ଗରିବ ହୋଇ ଯାଇଥାଏ ।

4- ଶାସ୍ତ୍ର ଅନୁଯାୟୀ ଏହା ମଧ୍ୟ ଉଲେଖ ଅଛି କି ବ୍ୟକ୍ତି କୁ ମୁଣ୍ଡ ପାଖରେ କୌଣସି ଧାତୁ ରେ ତିଆରି ଚାବି ରଖିକି ଶୋଇବା ଉଚିତ ନୁହେଁ । ଲୁହା ବ୍ଯତୀତ ଅନ୍ୟ କୌଣସି ଧାତୁ ନିର୍ମିତ ଚାବି ମୁଣ୍ଡ ପାଖରେ ରଖିକି ସୋଇଲେ ଏହା ଜୀବନରେ ଅଭାବ ଅନଟନର କାରଣ ହୋଇଥାଏ । ତେଣୁ ଅନ୍ୟ କୌଣସି ଧାତୁ ର ନିର୍ମିତ ଚାବି ରଖିକି ଶୋଇବା ଉଚିତ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button