IBN ଓଡ଼ିଶା ବ୍ୟୁରୋ

ଯେବେ ହଟାତ ହେଲା 90 ବର୍ଷ ମହିଳାଙ୍କର ଛୁଆ, ତା ପରେ ଯାହା ହେଲା…

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ କାହାଣୀ ନେଇ ଆସିଛୁ ଯାହାକୁ ଶୁଣିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ଚିଲେରେ ନିଜ ସ୍ଵାମୀ ମ୍ୟାନୁଙ୍କ ସହ ରହୁଥିବା ୯୧ ବର୍ଷୀୟ ଅଷ୍ଟେଲା ମ୍ୟାଲେଣ୍ଡେଶଙ୍କର କାହାଣୀ ଅଟେ । ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଥିଲା । ଏମିତିକି ଏହି ଦୁଇ ଦମ୍ପତି ଲୋକ ମାନଙ୍କୁ ସାହାଜ୍ଯ କରୁଥିଲେ । ସବୁ ପ୍ରକାରର ସୁଖ ସୁବିଧା ଦୁହିଙ୍କ ଜୀବନରେ ଭରପୁର ହୋଇ ରହିଥିଲା ।

ଦୁହିଙ୍କ ମଧ୍ୟରେ ସବୁ କିଛି ଠିକ ଥିବା ବେଳେ ୨୦୧୫ ଜାନୁଆରୀରୁ ଅଷ୍ଟେଲାଙ୍କ ଜୀବନ ପୁରା ବଦଳି ଗଲା । କାରଣ ୭୪ ବର୍ଷରେ ଅଷ୍ଟେଲାଙ୍କ ସ୍ଵାମୀ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଥିଲେ । ଅଷ୍ଟେଲାଙ୍କ କୌଣସି ମେଡିକାଲ କଣ୍ଡିସନ ଯୋଗୁ ସେ କେବେ ମା ହୋଇପାରି ନ ଥିଲେ ଯାହା ତାଙ୍କ ଜୀବନର ସବୁଠାରୁ ଦୁଖର କଥା ଥିଲା ।

ଅଷ୍ଟେଲାଙ୍କ ସ୍ଵାମୀଙ୍କ ମୃ-ତ୍ୟୁ ପରେ ତାଙ୍କର ଦେହ ଅଧିକ ଖରାପ ହୋଇଥିଲା । ନିଜର ଚିକିତ୍ସା କରିବା ପାଇଁ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ହସ୍ପିଟାଲ ନେବାକୁ ଡାକିଥିଲେ । ହସପିଟାଲରେ ପହଞ୍ଚିବା ପରେ ସେ ଜାଣିତ୍ବକଉ ପାଇଲେ ଯେ ତାଙ୍କର ଟ୍ଯୁମର ହୋଇଛି । କିନ୍ତୁ ସେ ଏଥିରେ ଆଶ୍ଚର୍ଯ୍ୟ ହୋଇ ନ ଥିଲେ କାରଣ ଆଗରୁ ବି ତାଙ୍କୁ ଟ୍ଯୁମର ହୋଇ ସାରିଥିଲା ।

୯୧ ବର୍ଷରେ ଟ୍ଯୁମର ଅପରେସନ କରିବା ଠିକ ନ ଥିବାରୁ ଡାକ୍ତର ମାନେ ତାଙ୍କର ଆଉ ଥରେ ପରୀକ୍ଷା କରିଲେ ଯେ ଟ୍ଯୁମର କେତେ ମାତ୍ରାରେ ଶରୀରରେ ବଢିଛି । ଏହା ପରେ ଯାହା ରିପୋର୍ଟ ଆସିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଯେତେବେଳେ ଅଷ୍ଟେଲାଙ୍କର ଏକ୍ସ-ରେ ପରୀକ୍ଷା ହେଲା ତେବେ ରିପୋର୍ଟ ଆସିବା ଜଣା ପଡିଲା ଯେ ତାଙ୍କୁ ଟ୍ଯୁମର ହୋଇନହି । ବରଂ ଦୁର୍ଘ ୬୦ ବର୍ଷ ହେବ ସେ ପ୍ରେଗନେଣ୍ଟ ଅଛନ୍ତି । ଏହା ଶୁଣିବା ପରେ ଅଷ୍ଟେଲା କଣ ପ୍ରତିକ୍ରିୟା ଦେବେ ନିଜେ ଜାଣିପାରିଲେ ନାହି ।

ଡାକ୍ତରଙ୍କ କହିବା ଆଉସାରେ ଏତେ ବୟସରେ ପ୍ରେଗନେଣ୍ଟ ହେବା ଅର୍ଥ ହେଉଛି ଗର୍ଭରେ ଷ୍ଟୋନ ବେବି ବୋଲି ମେଡିକାଲ ଭାଷାରେ କୁହାଯାଏ । ଅଷ୍ଟେଲା ନିଜ ଛୁଆକୁ ନିଜ ଗର୍ଭରେ ଧାରଣ ଅକ୍ରିୟ ରଖିବା ପାଇଁ ନିଷ୍ପତି ନେଲେ । କାରଣ ଏହି ବୟସରେ ଯଦି ସେ ଅପରେସନ କରନ୍ତି ତେବେ ତାଙ୍କର କ୍ଷତି ହେବା ସହ ପିଲାର କ୍ଷତି ହୋଇପାରେ । କିନ୍ତୁ ତାଙ୍କର ଗୋଟେ ଅପଶୋଷ ରହିଲା ଯେ ସେ ତାଙ୍କ ସ୍ଵାମୀଙ୍କୁ ପିତା ହେବାର ସୁଖ ଦେଇପାରିଲେ ନାହି ।

ଯଦି ସେ ଏ ବିଷୟରେ ଆଗରୁ ଜାଣିଥାନ୍ତେ ତେବେ ଅପରେସନ କରି ଆଉ ଥରେ ଦିତୀୟ ବେବି ପାଇଁ ଚେଷ୍ଟା କରିଥାନ୍ତେ । ଏକ ଇଣ୍ଟରବିୟୁରେ ଅଷ୍ଟେଲା କହିତଳେ ଯେ ଯଦି ତାଙ୍କ ସ୍ଵାମୀ ତାଙ୍କ ସହ ରହିଥାନ୍ତେ ତେବେ ହୁଏ ତ ସେ ଖୁସି ହୋଇଥାନ୍ତେ । ତାଙ୍କର ଏହି ଜୀବନ କାହାଣୀ ବହୁତ ନ୍ଯୁଜ ଚ୍ଯାନେଲ କଭର କରିବା ପରେ ରାତାରାତି ଅଷ୍ଟେଲା ଷ୍ଟାର ହୋଇ ଯାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button