IBN ଓଡ଼ିଶା ବ୍ୟୁରୋ

ମୃତ୍ୟୁ ସମୟରେ ମଣିଷ କଣ ଭାବିଥାଏ? ତାଙ୍କୁ କଣ ଦେଖା ଯାଏ ?

ମାରିବା ସମୟରେ ମଣିଷ ସହ କଣ ହୋଇ ଥାଏ । କେଉଁ ଭଳି ଅନୁଭବ କରିଥାଏ । ଆମେ ଏହି ସବୁ ଜିନିଷକୁ କିଭଳି କାହା ସହ ବାଣ୍ଟୁ ଆଜି ଆମେ କହିବା । ଆମେ ଜାଣିଛେ କି ଜନ୍ମ ନେଇଛେ ମାନେ ଆମେ ମାରିବା ନିହାତି ଭାବରେ । କିନ୍ତୁ ଯେତେବେଳେ ଆମ ମରଣ ସମୟ ଆସିଯାଇ ଥାଏ ଆମେ ଜାଣି ଯାଇ ଥାଉ କି ଆମେ ଯିବା ହେରି ଆମ ଆତ୍ମା ଆମ ଶରୀର କୁ ଛାଡିବା ପାଇଁ ପ୍ରସ୍ତୁତ ହୋଇ ଯାଇ ଥାଏ ।

କିନ୍ତୁ ଯେଉଁ ସମୟ ଆମ ଜୀବନରେ ଆମେ କାଟି ଥାଉ ତାହା ଆମ ଆଖି ଆଗରେ ଏକ ଚଳଚିତ୍ର ଭଳି ଚାଲି ଥାଏ । ଆମ ଜୀବନର କଣ କଣ ଭୁଲ ଆମେ କରି ଦେଇଛୁ କିମ୍ବା ଆମ ଜୀବନର ଆମେ କଣ କଣ ଭଲ କାମ କରୁଥିଲେ ଏହା ସବୁ ଆମକୁ ଦେଖା ଦେଇ ଥାଏ ।

ଏହା ସହ ଆମେ ଏହା ମଧ୍ୟ ଭାବି ଥାଉ କି ଆମେ ଆମର ଯାହାଭି ଇଚ୍ଛା ଥିଲା ଯାହାକୁ ଆମେ ଆଉ କାହା ପାଇଁ ତ୍ୟାଗ କରି ଥାଉ କିମ୍ବା କାହାକୁ କିଛି କହିବାର ଇଚ୍ଛା ଏହି ସବୁ ଆମ ସାମନାକୁ ଆସିବାରେ ଲାଗେ । କାଳେ ଆମେ ଏହା ସବୁ ନ କରି ଥାନ୍ତୁ । ଖରାପ ଜିନିଷ ସହ ସେ ନିଜ ମୋହ କୁ ମଧ୍ୟ ମନ ପାକାଇ ଥାଉ ।

ଆମେ ଅନେକ ଜିନିଷ କୁ ନେଇ ଚିନ୍ତା କରି ଥାଉ । ଏହା ମଧ୍ୟରେ ଆମ ଶରୀର ରେ ଥିବା ଚେତନା ଆରମ୍ଭ ହୋଇ ଯାଇ ଥାଏ । ପାଦରୁ ଏହା ଆରମ୍ଭ ହୋଇ ଯାଇ ଥାଏ । ଧୀରେ ଧୀରେ ତଳ ଭାଗ ରୁ ସବୁ ଧୀରେ ଧୀରେ ସୁନ ହୋଇ ଯାଇ ଥାଏ ।

କେବଳ ନିଜକୁ ସୁନ୍ଦର ରଖିବା ପାଇଁ ଆମେ ସବୁ ବେଳେ ଚେଷ୍ଟା କରି ଥାଉ ତେବେ ଆମର ଆତ୍ମା ରୂପ ଚକ୍ର ପାଖରେ ରହି ଶେଷରେ ଶରୀର ଛାଡି ଦେଇ ଥାଏ । ଯଦି ଆମେ କେବଳ କାମନା ବାସନା କୁ ନେଇ ଚିନ୍ତା କରି ଥାଉ ତେବେ ସ୍ଵାଧିଷ୍ଠାନ ଚକ୍ରରେ ରହି ଯାଇ ଥାଏ । ଏହା ପରେ ମୃ-ତ୍ୟୁ ହୋଇ ଥାଏ । ମଣିକ ଚକ୍ର ରେ ସେମାନଙ୍କ ଆତ୍ମା ରେ ରହି ଥାଏ ।

ଯେଉଁ ମାନଙ୍କ ସମୟ କେବଳ ସମ୍ମାନ, ଟଙ୍କା ପଇସା ପାଇଁ ଥାଏ ତ । ଯେଉଁ ମାନେ ନିଜ ଭଲ ପାଇଆ କିମ୍ବା ସ୍ନେହ ପାଇଁ ଶେଷ ସମୟରେ ଚିନ୍ତା କରୁ ଥାନ୍ତି ସେମାନଙ୍କ ଆତ୍ମା ହୃଦୟ ରେ ରହିଜାଇ ଥାଏ । କିଛି ଲୋକମନଙ୍କ ଚେତନା ଗଲାରୁ ବାହାରି ଯାଇଥାଏ ।

ଏହା ସହ କିଛି ଜଣଙ୍କ ଆତ୍ମା ସେମାନଙ୍କ ତୃତୀୟ ଆଖି ଦେଇ ବାହାରକୁ ଯାଇ ଥାଏ ଏହାର କାରଣ ହେଉଛି କି ସେମାନେ ସବୁ ବେଳେ ଭଗବାନ ଙ୍କ ନାମ ସୁମରଣା କରିଥାନ୍ତି । ଏହା ସହ ସେମାନଙ୍କ ଭାଗ୍ୟ ମଧ୍ୟ ଭଲ ଥାଏ ଏହି ଭଲ;ଇ ଦେହାନ୍ତ ହୋଇ ଥାଏ ତାଙ୍କର । କ୍ରାଉନ ରୁ ଯେଉଁ ମାନଙ୍କ ଚେତନା ବାହାରକୁ ବାହାରି ଥାଏ । ଏହା ଖୁବ ଭଲ ହୋଇ ଥାଏ । ଆମ ଶରୀର କୁ କଷ୍ଟ ହୋଇ ଥାଏ କିନ୍ତୁ ଆମେ ଏହାକୁ କାମନା କରିବା କଥା ।

Related Articles

Leave a Reply

Your email address will not be published. Required fields are marked *

Back to top button