IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତିଦିନ ଏହାର ସେବନ କରନ୍ତୁ ଶରୀରରେ କୋଲେଷ୍ଟ୍ରୋଲ, ଆଁଠୁ ଗଣ୍ଠି ସମସ୍ଯା, ଦୁର୍ବଳ ଲାଗିବା ସବୁ କିଛି ଦୂର ହେବ…

ବନ୍ଧୁଗଣ ପୁରୁଣା କାଳରେ ମଣିଷ 50 ବର୍ଷର ହୋଇଥିଲେ ମଧ୍ୟ 30 ବର୍ଷ ଭଳି ଦେଖା ଯାଉଥିଲା । ହେଲେ ଆଜିକାଲି ଏହାର ଓଲଟା ହୋଇ ଯାଇଛି । ଜଣେ ବ୍ୟକ୍ତି 30 ବର୍ଷର ହୋଇଥିଲେ ମଧ୍ୟ ତାର ବୟସ 50 ବର୍ଷ ଭଳି ଲାଗିଥାଏ । ଏହାର ମୁଖ୍ୟ କାରଣ ହେଉଛି ଆଜିକାଲିର ଖରାପ ଲାଇଫ ଷ୍ଟାଇଲ । ଯାହା ପାଇଁ ବ୍ୟକ୍ତି ନାନାଦି ରୋଗର ଶିକାର ହେଉଛି । ଆଜି ଆମେ ଆପଣଙ୍କୁ କହିବୁ ଏମିତି ଏକ ଜିନିଷ ବିଷୟାରେ ଯାହାର ସେବନ କରିବା ଦ୍ଵାରା ଜୀବନ ସାରା କୌଣସି ରୋଗ ହେବ ନାହିଁ ।

ଅମୃତଭଣ୍ଡା ହେଉଛି ଏକ ଜିନିଷ ଯାହା ଅନେକ ରୋଗରୁ ଉପଶମ କରିଥାଏ । ଅମୃତଭଣ୍ଡାର ସେବନ ଠିକ ସମୟରେ ଓ ଠିକ ଉପାୟରେ କରିବାକୁ ହେବ । ଏହାକୁ ଖାଇଲେ ଶରୀରର ଷ୍ଟ୍ରଙ୍ଗ ହେବ ସହ ସୁନ୍ଦର ଓ ୟଙ୍ଗ ଦେଖାଯିବେ । ସକାଳୂ ଜଳଖିଆ ଖାଇବାର 30 ମିନିଟ ପୂର୍ବରୁ ଅମୃତଭଣ୍ଡା ଖାଇବା ଉଚିତ । ଏମିତି ଲଗାତାର 2 ମାସ ଖାଇଲେ ଶରୀରର ଉତ୍ତମ ରୂପ ଆସିଥାଏ ।

ଅମୃତଭଣ୍ଡା ବଢୁଥିବା ବୟସର ଲକ୍ଷଣ କୁ ଦୂର କରିଥାଏ । ଯଦି ଆପଣ ଅନୁଭବ କରୁଛନ୍ତି କି ଆପଣଙ୍କ ବୟସ 30-40 ବର୍ଷ ରେ ବୁଢା ଦେଖା ଯାଉଛି ତେବେ ପ୍ରତି ଦିନ ଅମୃତଭଣ୍ଡାର ସେବନ କରନ୍ତୁ । ଆରଣ ଏଥିରେ ଭିଟାମିନ-ସି, ଈ ରହିଛି । ଆହା ଆପଣଙ୍କୁ ୟଙ୍ଗ ରଖିବାରେ ଶାହାର୍ଯ୍ୟ କରିବ । ଯଦି ଆପଣ ଅମୃତଭଣ୍ଡାର ସେବନ କରିଲେ ତେବେ ହଜମ କ୍ରିୟା ଠିକ ଭାବେ ହେବ ।

ଦେଖିବାକୁ ଗଲେ ଶରୀରରେ ଅଧିକାଂଶ ରୋଗ ପେଟ ଖରାପ କାରଣରୁ ହୋଇଥାଏ । ଯାହା ଫଳରେ ଏସିଡିଟି, ଗ୍ଯାସ ଭଳି ସମସ୍ଯା ଦେଖା ଯାଇଥାଏ । ଗ୍ଯାସ ହେବା କାରଣରୁ ମୁଣ୍ଡ ବିନ୍ଧା ଓ ଶରୀରରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏଣୁ ଅମୃତଭଣ୍ଡା ହାଇବା ଉଚିତ । ପେଟ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ । ଅମୃତଭଣ୍ଡା ଖାଇଲେ ଆଁଠୁ ଗଣ୍ଠି ଯନ୍ତ୍ରଣା, ହାଲିଆ ଲାଗିବା, ଶରୀର ଯନ୍ତ୍ରଣା, ବିପି ସମସ୍ଯା, ମୁହଁ ରେ ପିମ୍ପଲ, କଳା ଦାଗ ସମସ୍ଯା ଆଦି ଦୂର ହୋଇଥାଏ ।

ଅମୃତଭଣ୍ଡା ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ କ୍ୟାନସର ସେଲ କୁ ନାସ କରିଥାଏ । ଏହାର ପ୍ରତି ଦିନ ସେବନ ଦ୍ଵାରା ସୁସ୍ଥ ଅନୁଭବ ହୋଇଥାଏ । ଯଦି ଆପଣ ଚାହୁଁ ଛନ୍ତି ହାର୍ଟ ଆଟାକ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ଓ କୋଲେଷ୍ଟ୍ରୋଲ କମ ରହିବା ପାଇଁ ତେବେ ନିଶ୍ଚୟ ଅମୃତଭଣ୍ଡାର ସେବନ କରନ୍ତୁ । ତେଲ ଜାତୀୟ ଖାଇବା ଦ୍ଵାରା ହାର୍ଟ ବ୍ଲକେଜ ହୋଇଥାଏ, ଶରୀରରେ ରକ୍ତ ଚଲାଚଳ ରେ ବାଧା ଆସିଥାଏ ।

ଅମୃତଭଣ୍ଡା ରକ୍ତ ର ବିଶୁଦ୍ଧତା କୁ ଶୁଦ୍ଧ କରିଥାଏ । ଏହା ବହୁତ ଶକ୍ତିଶାଳୀ ଫଳ ଅଟେ । ଅମୃତଭଣ୍ଡା ବହୁତ ଗରମ ହୋଇଥାଏ । ତେଣୁ ଗର୍ଭବତୀ ମହିଳା ଏହାର ସେବନ କରିବା ଉଚିତ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button