IBN ଓଡ଼ିଶା ବ୍ୟୁରୋ

ଏହି ରାଶି ଲୋକ ସବୁ ଠାରୁ ଅଧିକ ମିଛ କହି ଥାନ୍ତି, କଣ ଆପଣଙ୍କର ନୁହେଁ ତ ଏହି ରାଶି

ଆଜିକା ଲୋକଙ୍କର କାହାକୁ ମିଛ କହିବା କିଛି ବଡ କଥା ନୁହଁ, ଆଜିକାଲି ସମସ୍ତେ ନିଜ ଲାଭ ପାଇଁ ମିଛ ର ସାହାରା ନଉଛନ୍ତି । ଯଦି ଏହା ଦ୍ଵାରା କାହାର କ୍ଷତି ମଧ୍ୟ ହୋଇ ଗଲେ ତାଙ୍କୁ କିଛି ଫରକ ପଡି ନଥାଏ, କିନ୍ତୁ ଯଦି ଆମେ ସତ୍ୟଯୁଗ କଥା କହିବୁ ତେବେ ସେହି ସମୟ ରେ ମିଛ କହିବା ପାଇଁ ବହୁତ ବଡ ସଜା ଦିଆ ଯାଊ ଥିଲା । ସେହି ସମୟରେ ମିଛ କହିବା ପାଇଁ ସ୍ରାପ ମଧ୍ୟ ଦିଆ ଯାଉଥିଲା କିନ୍ତୁ ଏବେ ଏମିତି କିଛି ନାହିଁ କାହିଁକିନା ଏହା କଳିଯୁଗ ଅଟେ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଲୋକ ସବୁ ଠାରୁ ଅଧିକ ମିଛ କହି ଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ ଆପଣଙ୍କୁ କହିବୁ ଯିଏ ମିଛ କହିବାରେ ଏତେ ପ୍ରବୀଣ ହୋଇ ଥାନ୍ତି ଯିଏ ଆପଣଙ୍କ ଆଖି ରେ ଦେଖି ମଧ୍ୟ ମିଛ କହି ଦେବେ । ଆମେ ଏହା ଆପଣଙ୍କୁ ଦୁଖିତ କରିବା ପାଇଁ କହୁନୁ ଏହା ମାତ୍ର ଗୋଟେ ଜାନକାରୀ ଅଟେ ଯାହା ଆମେ ସମସ୍ତଙ୍କୁ କହିବା ପାଇଁ ଚାହୁଁଛୁ । ପଣ୍ଡିତମାନଙ୍କ ଅନୁଯାଇ ବୃଷ ରାଶି ଲୋକ ବହୁତ ମିଛ କହି ଥାନ୍ତି ।

ଯଦି ଆମେ ସରଳ ଭାଷା ରେ କହୁ ତେବେ ସେ ଅନ୍ୟ ଠାରୁ କାମ କରେଇବା ପାଇଁ କୌଣସି ମିଛ ମଧ୍ୟ କହି ପାରନ୍ତି । ଏହି ରାଶି ଲୋକ ନିଜ କାମ କରେଇବା ପାଇଁ ଆପଣଙ୍କୁ ଏମିତି ଭାବରେ ମିଛ କହିବେ ଯାହା ଆପଣ କେବେ ଭାବି ବି ନଥିବେ । ଆଜିକା ସମୟରେ ସବୁ ଲୋକ ନିଜ କାମ ପାଇଁ ମିଛ କହୁଛନ୍ତି ଏହା ନୁହଁ ଯେ କେବଳ ବୃଷ ରାଶି ଲୋକ ମିଛ କହି ଥାନ୍ତି କିନ୍ତୁ ବହୁତ ଲୋକ ଅଛନ୍ତି ଯିଏ ଅନ୍ୟ ରାଶି ର ।

କିନ୍ତୁ ସେ ଏତେ ସଫା ମିଛ କୁହନ୍ତି ଯେ କେହି ତାଙ୍କୁ ଚିହ୍ନି ପାରନ୍ତି ନାହିଁ । କିଛି ଲୋକ ଏମିତି ମଧ୍ୟ ଥାନ୍ତି ଯିଏ ଏମିତି ମିଛ କହି ଥାନ୍ତି ଯାହା ଦ୍ଵାରା କାହାର କିଛି ଅନିଷ୍ଠ ହୋଇ ନଥାଏ କିନ୍ତୁ ସମସ୍ତଙ୍କୁ ଲାଭ ମିଳି ଥାଏ । ତେବେ ଆପଣଙ୍କର ଏହି ରାଶି ନୁହେଁ ତ ? ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button