IBN ଓଡ଼ିଶା ବ୍ୟୁରୋ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 24 ଅଗଷ୍ଟ ରୁ 31 ଅଗଷ୍ଟ ଏହି ରାଶିଙ୍କୁ ମିଳିବ ବଡ ଖୁସି ଖବର…

ବନ୍ଧୁଗଣ ଅଗଷ୍ଟ 24 ରୁ 31 ଯାଏଁ ଗ୍ରହ ମାନଙ୍କରେ ହେବାକୁ ଯାଉଛି ଶୁଭ ସଂଯୋଗ । ଯାହା ଫଳରେ କିଛି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଏହି ରଶିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ ଅପାର କୃପା ବର୍ଷା ହେବାକୁ ଯାଉଛି । ଏହି ରାଶିଙ୍କର ଭାଗ୍ୟ ଏବେ ଉଦୟ ହେବାକୁ ଯାଉଛି । ଯାହା ଫଳରେ ଏମାନଙ୍କ ଜୀବନରେ ଆସିବାକୁ ଯାଉଛି ଖୁସି ହିଁ ଖୁସି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ବୃଷ ରାଶି : ଆପଣ ମାନେ ମା ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତ ହେବ । ଭାଗ୍ୟ ଉଜ୍ଵଳ ହେବ । ଘରେ ଖୁଶିର ବାତାବରଣ ରହିବ । ବିଜନେସ କରୁଥିଲେ ଲାଭବାନ ହେବେ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ ।

ମେଷ ରାଶି : ମା ଲକ୍ଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ରହିବ । ବ୍ୟାପାର କ୍ଷେତ୍ରରେ ଆପଣ ପ୍ରଗତି କରିବେ । ଦାଂପତ୍ଯ ଜୀବନ ସୁଖମୟ ହେବ । ଯେଉଁ ମାନେ ନିସନ୍ତାନ ଥିଲେ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ବେରୋଜଗାରଙ୍କୁ ଚାକିରି ପ୍ରାପ୍ତ ହେବ ।

ମିଥୁନ ରାଶି : ଆପଣଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ । ଆପଣଙ୍କ ଜୀବନରେ ଥିବା ଧନ ଜନିତ ସମସ୍ଯା ଦୂର ହେବ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁମୟ ରହିବ । ପ୍ରେମ ଜୀବନ ଭଲ ରହିବ । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ । ଆପଣଙ୍କ ଘରେ ଓ ପରିବାରରେ ଖୁସି ର ମାହୋଲ ରହିବ ।

ତୁଳା ରାଶି : ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନ ଜନିତ ସମସ୍ଯା ଦୂର ହେବ । ଅଟକିଥିବା ସମସ୍ତ କାମ ସଫଳତା ପୂର୍ବକ ପୁରା ହେବ । କୌଣସି କ୍ଷେତ୍ରରୁ ଧନ ଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଖୁଶିର ଆଗମନ ହେବାକୁ ଯାଉଛି । ବଡ ମାନଙ୍କର ସହଯୋଗରେ କାର୍ଯ୍ୟ ସମ୍ପନ୍ନ ହେବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ବିଦ୍ୟାର୍ଥୀଙ୍କର ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବ । ଉଚ୍ଚ ଶିକ୍ଷା ଲାଭ କରିବେ । ଅଚାନକ ଧନ ଲାଭ ହେବ ।

କନ୍ୟା ରାଶି : ମା ଲକ୍ଷ୍ମୀ ଆପଣଙ୍କୁ ବିଶେଷ କୃପା ଦେବାକୁ ଯାଉଛି । ବିଜନେସରେ ଲାଭବାନ ହେବେ । ବେରୋଜଗାରଙ୍କୁ ମନ ମୁତାବକ ଚାକିରି ମିଳିବ । ଆର୍ଥିକ ସ୍ଥିତି ଦୃଢ ହେବ । ଚାକିରିରେ ସାଲାରି ରେ ବୃଦ୍ଧି ହେବ । ଆଗାମୀ ଦିନରେ ବହୁତ ବଡ ସଫଳତା ପାଇବେ ।

ସିଂହ ରାଶି : ଆପଣଙ୍କର ଯେତେ ସବୁ ଧନ ଜନିତ ସମସ୍ଯା ରହିଥିଲା ତାହାର ଅନ୍ତ ହେବ । ମନ ପ୍ରଫୁଲ୍ଲ ରହିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ଭେବ । ଚାକିରି ଓ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button