IBN ଓଡ଼ିଶା ବ୍ୟୁରୋ

July ମାସ ଆରମ୍ଭରୁ ଏହି ରାଶି ହେବେ କୋଟିପତି, ମିଳିବ ବିଡା ବିଡା ଟଙ୍କା

ବନ୍ଧୁଗଣ ଜୁନ ମାସ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଆଉ ତା ପରେ ଆରମ୍ଭ ହେବ ଜୁଲାଇ ମାସ 2023 ବର୍ଷ । ତେବେ ଜୁଲାଇ ମାସ ଆରମ୍ଭ ହେବା ମାତ୍ରେ ଗ୍ରହ ମାନଙ୍କରେ ବନିବାକୁ ଯାଉଛି ମହା ସଂଯୋଗ । ଯାହା ଫଳରେ କିଛି ରାଶି ହେବାକୁ ଯାଉଛନ୍ତି ଧନବାନ । ଏହି ରାଶିଙ୍କ ଜୀବନରେ ଏତେ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ସେମାନେ ପୂର୍ବରୁ କଳ୍ପନା କରି ନ ଥିବେ । ତେବେ ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ । ଯାହା ଲାଗି ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ପ୍ରଭୁ ହନୁମାନ ଜି ଙ୍କ କୃପାରୁ ଏହି ରାଶିଙ୍କର ଆଗାମୀ ସମୟ ଶୁଭ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ପଜେଟିଭ ଚିନ୍ତାଧାରା ଆସିବ । ଅଧୁରା କାମ ପୂରଣ ହେବ । ଆପଣଙ୍କୁ ଅଚାନକ ଧନ ଲାଭ ହେବ । ଜୀବନରେ ଯାହା କରିବାକୁ ଭାବୁଥିଲେ ତାହା ଏବେ କରିବାର ସମୟ ଆସିଯାଇଛି । ତେବେ ଏହି ସମୟର ଲାଭ ଉଠାନ୍ତୁ ।

ମିଥୁନ ରାଶି : ଏହି ରାଶିର ଲୋକଙ୍କୁ ପ୍ରଭୁ ହନୁମାନ ଙ୍କ କୃପା ପ୍ରାପ୍ତ ହେବ । ଦାମ୍ପତ୍ୟ ଓ ପ୍ରେମ ଜୀବନ ସୁଖମୟ ରହିବ । ଅଟକିଥିବା ଟଙ୍କା ଫେରି ପାଇବେ । କରଜରୁ ମୁକ୍ତି ପାଇବେ । ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ସମାଜରେ ମାନ ସମାନ ବଢିବ । ଯାହା ଫଳରେ ଲୋକେ ଆପଣଙ୍କୁ ଆଦର୍ଶ ମାନିବେ ।

ସିଂହ ରାଶି : ଆପଣଙ୍କ ଜୀବନରେ ଏତେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ଆପଣ କେବେ ଚିନ୍ତା କରି ନ ଥିବେ । ଏହି ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଦଳାଇ ରଖିଦେବ । କୌଣସି କ୍ଷେତ୍ରରୁ ଅଚାନକ ଧନର ଆଗମନ ହେବ । ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ । ସମାଜରେ ଖ୍ଯାତି ବୃଦ୍ଧି ହେବ ।

ଧନୁ ରାଶି : ଆପଣଙ୍କୁ ଅଚାନକ ବଡ ଖୁସି ଖବର ପ୍ରାପ୍ତ ହେବ । ଯାହାର ଆପଣ ଦୀର୍ଘ ଦିନରୁ ଅପେକ୍ଷାରେ ଥିଲେ । ଜୁଲାଇ ମାସ ଆରମ୍ଭରୁ ଆପଣଙ୍କ ଜୀବନ ଧନ ଦୌଲତରେ ପୂର୍ଣ୍ଣ ହେବ । କରଜରୁ ମୁକ୍ତି ପାଇବେ । ବେରୋଜଗାର ମାନଙ୍କୁ ରୋଜଗାର କରିବାର ଅବସର ମିଳିବ ।

ତୁଳା ରାଶି : ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଦୁଇ ଗୁଣା ଉନ୍ନତି ହେବ । ଯେଉଁ ମାନେ ଚାକିରି ଖୋଜୁଥିଲେ ସେମାନଙ୍କୁ ମନ ମୁତାବକ ଚାକିରି ମିଳିବାର ସମ୍ଭାବନା ଅଛି । ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ । ଯାହା ବି ଜୀବନରେ ସମସ୍ଯା ଥିଲା ତାହା ଦୂର ହେବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆଗମନ ହେବ । ଯିଏ ଆପଣଙ୍କର ଭବିଷ୍ୟତରେ ସାହାର୍ଯ୍ୟ କରିବେ । ଆପଣଙ୍କର ଆଶା ଅଭିଳାଷା ପୂରଣ ହେବ । ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ଯୋଗ ରହିଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button