IBN ଓଡ଼ିଶା ବ୍ୟୁରୋ

ଆସନ୍ତା କାଲି ସକାଳ 8 ଟା 30 ରେ ଅଚାନକ ଚମକିବ ଏହି ରାଶିର ଭାଗ୍ୟ, ମା ଲକ୍ଷ୍ମୀ ଢାଳିବେ ଆଶୀର୍ବାଦ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ 12ଟି ରାଶି ରହିଛି । ଯେବେ ଗ୍ରହ ମାନଙ୍କର ଗତି ବିଧିରେ ପରିବର୍ତ୍ତନ ହୁଏ ସେତେବଳେ ଏହାର ସିଧା ପ୍ରଭାବ ରାଶି ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତି ବିଶେଷଙ୍କ ଜୀବନରେ କିଛି ନ କିଛି ପରିବର୍ତ୍ତନ ହୋଇଥାଏ । ଯେଉଁ କାରଣରୁ ବ୍ୟକ୍ତି କଠିନ ପରିଶ୍ରମ କରି ବି ସଫଳ ହୁଏ ନାହି । ଅନ୍ୟ ପକ୍ଷରେ ବ୍ୟକ୍ତି ଖୁବ କମ ପ୍ରୟାସ କରି ବଡ ସଫଳତା ହାସଲ କରିଥାଏ । ଆସନ୍ତା କାଲି ସକାଳ ୮ଟା ୩୦ରୁ କିଛି ରାଶିଙ୍କର ଭାଗ୍ୟ ଅଚାନକ ଚମକିବାକୁ ଯାଉଛି ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ସିଂହ ରାଶି : ଏହି ଲିଷ୍ଟର ପ୍ରଥମରେ ଅଛନ୍ତି ସିଂହ ରାଶି । ଆସୁଥିବା ସମୟରେ ଆପଣଙ୍କୁ ବହୁତ ଭାଲ ହେବ । ଏହା ସହ ଆପଣଙ୍କ ଉପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ କୃପା ବର୍ଷା ହେବ । ଗୋଟେ ପକ୍ଷରେ ଆପଣଙ୍କ ପ୍ରତେକ କାମରେ ସଫଳ ହେବେ ଅନ୍ୟ ପକ୍ଷରେ ବେପାରରେ ଖୁବ ଲାଭ ହେବ । ଛାତ୍ରଙ୍କୁ ପଢାରେ ସଫଳତା ମିଳିବ ।

କନି ରାଶି : ଏହି ରାଶିର ଲୋକଙ୍କ ଆଗାମୀ ଜୀବନରେ ଅନେକ ପରିବର୍ତ୍ତନ ହେବ । ପରିବାରର ସହଯୋଗ ମିଳିବା ସହ ଆର୍ଥିକ ସ୍ଥିତି ବେହତର ରହିବ । ଆପଣଙ୍କ ଜୀବନରେ ସବୁ ଦୁଖ ଏବେ ଦୂର ହେବାକୁ ଯାଉଛି ଆଉ ଖୁସି ଆସିବାକୁ ଯାଉଛି । ଭଗବାନ ବିଶୁଣୁଙ୍କ ପୂଜା କରିଲେ ଆପଣଙ୍କୁ ବହୁତ ସାରା ଲାଭ ହେବ । କଠିନ ପରିଶ୍ରମ କରି ବଡ ସଫଳତା ହାସଲ କରିବେ ।

ତୁଳା ରାଶି : ଏହି ଲିଷ୍ଟରେ ତୃତୀୟରେ ଅଛନ୍ତି ତୁଳା ରାଶି । ଆର୍ଥିକ ରୂପରେ ଅନେକ ପରିବର୍ତ୍ତନ ହେବ । ବ୍ୟାପାରରେ ଅନେକ ଲାଭ ହେବାର ଯୋଗ ଅଛି । ସମାଜରେ ଅଲଗା ପରିଚୟ ସୃଷ୍ଟି କରିବା ସହ ଧନର ପ୍ରାପ୍ତି ହେବ । ଆପଣଙ୍କୁ ବଡ ରୋଜଗାର ମିଳିବାକୁ ଯାଉଛି ।

ମେଷ ରାଶି : ଏବେ କହିବାକୁ ଯାଉଛି ମେଷ ରାଶିର ବ୍ୟକ୍ତି ଙ୍କ ବିଷୟରେ । ଆଗାମୀ ସମୟ ଆପଣଙ୍କର ଶୁଭ ରହିବ । ଆପଣଙ୍କର ରାଶିର ଗ୍ରହ ଅନୁଯାୟୀ ବହୁତ ଅଧିକା ଲାଭ ହେବ । ଜୀବନରେ ସମସ୍ୟାର ଅନ୍ତ ହେବ ଓ ଆର୍ଥିକ ସ୍ଥିତି ମଜବୁତ ହେବ ।

ମୀନ ରାଶି : ଆପଣଙ୍କର ଆସୁଥିବା ସମୟ ବହୁତ ଭଲ ରହିବ । ମାତା ପିତାଙ୍କ ସହଯୋଗ ମିଳିବ । ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବା ସହ ଅଚାନକ ଧନ ପ୍ରାପ୍ତି ହେବ । ଆପଣଙ୍କର ଗ୍ରହର ଦିଶା ଲକି ନଜର ଆସୁଛି । ପ୍ରେମ ମାମଲାରେ ସଫଳତା ହାସଲ କର ଆଗକୁ ବଧିବେ । ବନ୍ଧୁଙ୍କ ସହ ଯାତ୍ରା କରିବାର ନଜର ଆସୁଛି ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ ।

କୁମ୍ଭ ରାଶି : ମା ଲକ୍ଷ୍ମୀଙ୍କ ଦୟା ଦୃଷ୍ଟିରୁ ଆପଣଙ୍କ ଘରେ ଏବେ ଧନର ଭଣ୍ଡାର ଭରପୁର ରହିବ । ଆପଣ ଧନ ମାମଲାରେ ସର୍ବଦା ଲକି ସାବ୍ୟସ୍ତ ହେବେ । ଆପଣଙ୍କୁ ଶାସନ ସତ୍ତା ଓ ସରକାରୀ ଅଧିକାରୀଙ୍କ ସହଯୋଗ ମିଳିବ । ଆପଣଙ୍କୁ ବଡ ଖୁସି ଖବର ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button