IBN ଓଡ଼ିଶା ବ୍ୟୁରୋ

ରାତ୍ରୀର ଏହି ସମୟରେ ସ୍ଵାମୀ ଓ ସ୍ତ୍ରୀ ସମ୍ବଦ୍ଧ ବନାଇବା ଅନୁଚିତ ! ନଚେତ ଭୋଗିବାକୁ ପଡେ ଭୟଙ୍କର ପରିଣାମ

ଘରର ଅଧିକାଂଶ କାମ ମହିଳା ମାନେ ହିଁ କରିଥାନ୍ତି । ତେଣୁ ଘର ମଧ୍ୟର ଅନେକ କିଛି ଦାୟିତ୍ଵ ମହିଳାଙ୍କ ଉପରେ ରହିଥାଏ । ହେଲେ ସେହି ମହିଳା ମାନଙ୍କ ଦ୍ଵାରା ଯଦି କୌଣସି କାର୍ଯ୍ୟରେ କିଛି ଭୁଲ ରହିଜାଇଥାଏ । ତେବେ ତାହାର ପରିଣାମ ସେହି ମହିଳାଙ୍କ ସମେତ ପୁରା ଘର ଉପରେ ପାଇଥାଏ । ତେବେ ମହିଳା ମାନେ ରାତି ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ, ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରି ଜାଣିବା ।

 

ସୂର୍ଯ୍ୟଅସ୍ତ ହେବା ପରେ ଅର୍ଥାତ ରାତିରେ ଯଦି ଘରୁ କିଏ କ୍ଷୀର ବା ଦହି ମାଗନ୍ତି । ତେବେ ଘରୁ ରାତିରେ କୌଣସି କ୍ଷୀର ଜାତୀୟ ପଦାର୍ଥ କାହାକୁ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଘରୁ ମା’ ଲକ୍ଷ୍ମୀ ଚାଲିଯାଇଥାନ୍ତି । 2- ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ପରିଷ୍କାର କରିବା ସହ ରାତିର ଅଇଁଠା ବାସନକୁ ମାଜି ପରିଷ୍କାର କରି ଶୋଇବା ଉଚିତ । କାରଣ ରାତି ସାରା ଘରେ ଅଇଁଠା ବାସନ ଆଦି ପଡି ରହିବା ଦ୍ଵାରା ଘରକୁ ଦୁଖ, ଦରିଦ୍ରତା ଓ ଅଶାନ୍ତି ଆସିଥାଏ ।

ଏଥିସହ ସେହି ଘର ଉପରେ ମା’ ଲକ୍ଷ୍ମୀ କ୍ରୋଦ୍ଧ କରିଥାନ୍ତି । ଯାହା ଦ୍ଵାରା ସେହି ଘରେ ଅଭାବ, ଅନାଟନ ସବୁବେଳେ ଲାଗି ରହିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ଘରର ସମସ୍ତ ଅଇଁଠା ବାସନକୁ ମାଜିକି ପରିଷ୍କାର କରି ମହିଳା ମାନେ ଶୋଇବା ଉଚିତ ଅଟେ ।

 

3- ରାତିରେ ଶୋଇବା ବେଳେ ମହିଳା ମାନେ ନିଜର କେଶ ଖୋଲିକି ଶୋଇବା ଅନୁଚିତ । ନଚେତ ମହିଳାଙ୍କର ଏପରି କାର୍ଯ୍ୟ ସେହି ଘରକୁ ନକରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରିଥାଏ । 4- ପ୍ରତ୍ଯେକ ମହିଳା ଶୋଇବା ପୂର୍ବରୁ ନିଜ ଝାଡୁକୁ ଉତ୍ତର ଦିଗରେ ଲୁଚାଇ କରି ଶୋଇବା ଉଚିତ । ଯାହା ଦ୍ଵାରା ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କ ଅସୀମ କୃପା ରହିଥାଏ ।

5- ରାତିରେ ଶୋଇବା ପୂର୍ବରୁ ଅନେକ ଲୋକ ନିଜ ମୁଣ୍ଡ ପାଖରେ ପାଣି ରଖିକି ଶୋଇ ପଡିଥାନ୍ତି । ହେଲେ ମୁଣ୍ଡ ପାଖରେ ଆଦ୍ୱା ପାଣିର ପାତ୍ର ରଖିକି ଶୋଇବା ଅନୁଚିତ ଅଟେ । ନଚେତ ସେହି ଘରୁ ମା’ ଲକ୍ଷ୍ମୀ ଚାଲିଯାଇଥାନ୍ତି ।

 

6- ରାତିରେ ଶୋଇବା ପରେ ଅର୍ଥାତ ଭୋର 3 ଟା ପରେ ସ୍ଵାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ବନାଇବା ଅନୁଚିତ । କାରଣ ଏହି ସମୟକୁ ବ୍ରହ୍ମମୂହୁର୍ତ୍ତର ସମୟ କୁହାଯାଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button